Home Posts tagged Mayurbhanj district
Odisha News
ମୟୂରଭଞ୍ଜ , ୨୮/୨ : ପୁଣି ଅଲୋଡ଼ା ହେଲା ଶିଶୁ କନ୍ୟା । ନବଜାତ ଶିଶୁ କନ୍ୟାକୁ ଫିଙ୍ଗିଦେଇ ଚାଲିଗଲା ଜନ୍ମକଲା ମା’ । ନବଜାତ ଶିଶୁ କନ୍ୟାକୁ ମୋରଡା ବ୍ଲକ ଝିଙ୍କିରିଆର ଆଶାକର୍ମୀ ସାବିତ୍ରୀମଣୀ ଜେନା ନବଜାତ ଶିଶୁ କନ୍ୟାକୁ ଉଦ୍ଧାର କରିଥିବା ଜଣାପଡିଛି ।ସୂଚନାଯୋଗ୍ୟ ଯେ, ମୟୂରଭଞ୍ଜ ଜିଲ୍ଲା ମୋରଡା ବ୍ଲକର ଝିଙ୍କିରିଆ ଗ୍ରାମର ଆଶାକର୍ମୀ ସାବିତ୍ରୀମଣୀ ଜେନାଙ୍କ ଘର ବାଡି ପଛପଟେ କେହି ଜଣେ ନବଜାତ ଶିଶୁ କନ୍ୟାକୁ ପକାଇ ପଳାଇଥିଲେ । […]Continue Reading
Odisha News
ବାରିପଦା, ୩୦/୧: ମୟୁରଭଞ୍ଜ କରଞ୍ଜିଆ ଥାନା ନିକଟସ୍ଥ ପାଟ୍‌ବିଲ୍ ଆର୍‌ଆଇଙ୍କ ଠାରୁ ଲୁଟିନେଲେ ସୁନା ଚେନ୍ ଓ ଟଙ୍କା। ୨ ଦୁର୍ବୃତ୍ତ ବନ୍ଧୁକ ଦେଖାଇ ରାଜସ୍ବ ନିରୀକ୍ଷକ ଅଫିସରୁ ଲୁଟି ଫେରାର ହୋଇଯାଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଚଳାଇଛନ୍ତି।Continue Reading