Home Posts tagged mao poster in koraput
Odisha News
କୋରାପୁଟ, ୨୧/୬ : କୋରାପୁଟ ଜିଲ୍ଲା ବନ୍ଧୁଗାଁ ଥାନା ଅନ୍ତର୍ଗତ ସରପଲ୍ଲୀ ଛକରେ ନକ୍ସଲମାନେ ପୋଷ୍ଟର ଲଗାଇଛନ୍ତି। ପୋଷ୍ଟରରେ ତେଲୁଗୁ ଭାଷାରେ ଲେଖାଯାଇଛି। ଏହି ପୋଷ୍ଟରଟି ସିପିଆଇ ମାଓବାଦୀ ପକ୍ଷରୁ ଲଗାଯାଇଥିବା ସେଥିରେ ଦର୍ଶାଯାଇଛି।ଆଜି ସକାଳେ ସରପଲ୍ଲୀ ଛକରେ ଲାଗିଥିବା ନକ୍ସଲ ପୋଷ୍ଟର ଦେଖି ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ତଦନ୍ତ କରୁଛି।ଦୀର୍ଘ ଦିନ ପରେ ନକ୍ସଲମାନେ ବନ୍ଧୁଗାଁ ଅଞ୍ଚଳରେ ପୋଷ୍ଟର ଲଗାଇ ପୁଣି ସେମାନଙ୍କ Continue Reading
Seo wordpress plugin by www.seowizard.org.