Home Posts tagged Mann Ki Baat
Odisha News
ନୂଆଦିଲ୍ଲୀ, ୩୧/୫: ଦେଶର ସବୁଠୁ ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ରେ ପୁଣିଥରେ ଚର୍ଚ୍ଚାରେ ଆସିଛି ଓଡ଼ିଶା। ୧୩୪ତମ ସଂସ୍କରଣରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଓଡ଼ିଶାର ପାରମ୍ପରିକ ବେଲପଣା ଓ ପ୍ରସିଦ୍ଧ ସୁବର୍ଣ୍ଣରେଖା ଆମ୍ବର ଭୁରିଭୁରି ପ୍ରଶଂସା କରିଛନ୍ତି। ତାଙ୍କ ମୁଖରୁ ଓଡ଼ିଶାର ଏହି ଦୁଇ ସ୍ୱତନ୍ତ୍ର ପରିଚୟର ଉଲ୍ଲେଖ ଶୁଣି ରାଜ୍ୟବାସୀଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି।ଗ୍ରୀଷ୍ମ ଋତୁରେ ଦେଶର ବିଭିନ୍ନ ପାରମ୍ପରିକ ପାନୀୟ ଓ ଫଳ Continue Reading