Home Posts tagged manifesto committee of bjd
Odisha News
ଭୁବନେଶ୍ବର , ୧୦/୪ : ୩୮ ଜଣିଆ ସଦସ୍ୟଙ୍କୁ ନେଇ ବିଜେଡିର ଇସ୍ତାହାର କମିଟି ଗଠିତ ହୋଇଛି। ସାଂସଦ ଚନ୍ଦ୍ରଶେଖର ସାହୁ କମିଟିର ଅଧ୍ୟକ୍ଷ ଥିବା ବେଳେ ୬ ଜଣଙ୍କୁ ଉପାଧ୍ୟକ୍ଷ ଦାୟିତ୍ୱ ଦିଆଯାଇଛି। ଅମର ପଟ୍ଟନାୟକ ଏହାର ଆବାହକ ଥିବା ବେଳେ ଡକ୍ଟର ସସ୍ମିତ ପାତ୍ର ସହ ଆବାହକ ଅଛନ୍ତି।କମିଟିର ଉପାଧ୍ୟକ୍ଷମାନେ ହେଲେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଦେବ, ସୁଦାମ ମାର୍ଣ୍ଡି, ମଙ୍ଗଳା କିଷାନ, ପଦ୍ମନାଭ ବେହେରା ଓ କସ୍ତୁରୀ ମହାପାତ୍ର। ଏଣେ ସୁକାନ୍ତ […]Continue Reading
Seo wordpress plugin by www.seowizard.org.