ବଲାଙ୍ଗିର,୨୧/୪ : ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା ବଲାଙ୍ଗିର ଜିଲ୍ଲା ଝରଣୀ ଗାଁର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣା। ଏହି ଘଟଣାର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଗୋବିନ୍ଦ ସାହୁଙ୍କର ମୃତ୍ୟୁ ହୋଇସାରିଥିବା ବେଳେ ମମିତାଙ୍କ ପରିବାର ଲୋକଙ୍କୁ ମିଳିବ ୧୦ ଲକ୍ଷ ଟଙ୍କାର ସହାୟତା।ପରିବାରର ରୋଜଗାରିଆ ଝିଅକୁ ହତ୍ୟା କରାଯାଇଥିବାରୁ ଆର୍ଥିକ ସହାୟତା ଯୋଗାଇଦେବାକୁ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମମିତା ମେହେରଙ୍କ ଭାଇ ବଣ୍ଟି ମେହେର।ଆଉ Continue Reading
କଣ୍ଟାବାଞ୍ଜି,୨୧/୧୨: ଗତକାଲି କଣ୍ଟାବାଞ୍ଜି ସବଜେଲରେ ମମିତା ମେହେରଙ୍କ ହତ୍ୟାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁ ଆତ୍ମହତ୍ୟା କରିଛି। ଆତ୍ମହତ୍ୟାର କାରଣ ମାନସିକ ଚାପ ବୋଲି କୁହାଯାଉଥିବା ବେଳେ ବର୍ତ୍ତମାନ ତାହା ସ୍ପଷ୍ଟ ହୋଇନାହିଁ। ଜେଲ ଡିଆଇଜି ଅନୁସୟା ଜେନା କଣ୍ଟାବାଞ୍ଜି ସବଜେଲ ପହଂଚି ତଦନ୍ତ କରିଥିବା ବେଳେ କ୍ରାଇମ ବ୍ରାଞ୍ଚ ଟିମ ଏହି ମାମଲାର ତଦନ୍ତ କରିବାପାଇଁ କଣ୍ଟାବାଞ୍ଜିରେ ଅଛନ୍ତି।ଏ ସବୁ ଭିତରେ ମମିତାଙ୍କ ମେହେରଙ୍କ ପରିବାର ଗଣମାଧ୍ୟମକୁ Continue Reading
ବଲାଙ୍ଗୀର,୨୦/୧୨: ମୋ ସ୍ବାମୀଙ୍କୁ ହତ୍ୟା କରାଯାଇଛି। ମମିତା ମେହେର ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କ ପତ୍ନୀ ସୁଷମା ମଙ୍ଗଳବାର ଅପରାହ୍ଣରେ ଏହି ଅଭିଯୋଗ କରିଛନ୍ତି। ସେ କହିଛନ୍ତି ଯେ, ମୋ ସ୍ବାମୀ ମାନସିକ ଭାବେ ବହୁତ ଶକ୍ତିଶାଳୀ। ସେ ଆତ୍ମହତ୍ୟା କରିବା ମୁଁ ସହଜରେ ଗ୍ରହଣ କରିପାରୁନାହିଁ। ତାଙ୍କୁ ଯୋଜନା ଅନୁସାରେ ହତ୍ୟା କରାଯାଇଛି।ମୋ ସ୍ବାମୀଙ୍କ ମୃତ୍ୟୁ ପାଇଁ ପ୍ରଶାସନ ଦାୟୀ। ଜେଲରେ କଡ଼ା ସୁରକ୍ଷା ଭିତରେ ଥାଇ ସେ କିପରି Continue Reading
ଭୁବନେଶ୍ୱର, ୪/୭: ବଲାଙ୍ଗିରର ବହୁଚର୍ଚ୍ଚିତ ମମିତା ମେହେର ହତ୍ୟା ମାମଲାରେ କେବଳ ଗୋବିନ୍ଦ ଓ ରାଧେଙ୍କ ସଂପୃକ୍ତି ରହିଛି। ଆଜି ବିଧାନସଭାରେ ବିଜେପି ବିଧାୟକ ବିଷ୍ଣୁ ସେଠୀଙ୍କ ପ୍ରଶ୍ନର ଉତ୍ତରରେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାରକାନ୍ତି ବେହେରା ଏଭଳି ଉତ୍ତର ରଖିଛନ୍ତି।ମନ୍ତ୍ରୀ କହିଥିଲେ, ବିଧିବଦ୍ଧ ଭାବେ ତଦନ୍ତ ପ୍ରକ୍ରିୟା ହେଉଛି। ପର୍ଯ୍ୟାପ୍ତ ତଥ୍ୟ ପ୍ରମାଣ ମିଳିସାରିଛି। ଏହାକୁ ଭିତ୍ତିକରି ତଦନ୍ତ ଆଗେଇଛି। କେବଳ ମାମଲାରେ ଗୋବିନ୍ଦ ଓ ରାଧେଶ୍ୟାମର Continue Reading