By A Iswar Rao Malkangiri, April 22: It’s a great piece of news for the people of Malkangiri. The district will soon have an adequate number of mobile towers to increase the tele-connectivity that would herald new possibilities of socio-economic development in the region. The district will get as many as 300 new mobile towers, […]Continue Reading

ମାଲକାନଗିରି, ୨୧/୪: ଆସନ୍ତାକାଲି ମାଲକାନଗିରି ଜିଲ୍ଲା ଗସ୍ତ କରିବେ ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ। ବହୁ ପ୍ରତୀକ୍ଷାର ଅନ୍ତ ହେବ ମାଲକାନଗିରି ବାସୀଙ୍କର। ଜିଲ୍ଲାରେ ଖୁବଶୀଘ୍ର ପହଁଞ୍ଚିବ ରେଳ ଲାଇନ।ଜିଲ୍ଲାକୁ କିଛିଦିନ ପୂର୍ବରୁ ବିଶାଖାପାଟଣା ଡିଭିଜନର ଡେପୁଟି ଜୋନାଲ ମ୍ୟାନେଜରଙ୍କ ଗସ୍ତ ପରେ ଏବେ ରେଳ ମନ୍ତ୍ରୀଙ୍କ ଗସ୍ତ ନିଶ୍ଚିତ ଭାବେ ସ୍ଥାନୀୟ ଲୋକଙ୍କ ମନରେ କିଛିଟା ଅସାର ଆଲୋକ ଦେଖା ଦେଇଛି।ବିଶାଖାପାଟଣା ଡିଭିଜନ ଡେପୁଟି ରିଜିଓନାଲ Continue Reading
ମାଲକାନଗିରି,୧୭/୪: ମାଓବାଦୀଙ୍କ ଉପରେ ପୁଣି ଏୟାର ଷ୍ଟ୍ରାଇକ ହୋଇଥିବା ଅଭିଯୋଗ । ଛତିଶଗଡ଼ର କିଛି ଜିଲ୍ଲାରେ ଏୟାର ଷ୍ଟ୍ରାଇକ୍ ହୋଇଥିବା ଅଭିଯୋଗ ଆସିଛି । ବୋମା ମାଡ଼ରେ ସଂରକ୍ଷିତ ଜଙ୍ଗଲ ଗୁଡିକ ମଧ୍ୟ ନଷ୍ଟ ହୋଇଥିବା ଅଭିଯୋଗ ଆସିଛି ।ତଦଣ୍ଡକାରଣ୍ୟ ସ୍ପେଶାଲ ଜୋନାଲ କମିଟି ଅଧ୍ୟକ୍ଷ ବିକଳ୍ପ ଏକ ପ୍ରେସ ବିଜ୍ଞପ୍ତିରେ ଲେଖିଛନ୍ତି ଯେ, ଗତ ୧୪ ଓ ୧୫ ତାରିଖ ଦିନ ମାଓବାଦୀଙ୍କ ଦମନ ନିମନ୍ତେ ଆକାଶ ମାର୍ଗରୁ ମାଓ ଶିବିର ଉପରେ ଆକ୍ରମଣ କରାଯାଇଥିଲା […]Continue Reading
ମାଲକାନଗିରି ୨୯/୩ : ପୁଣି ଲାଲ ଆତଙ୍କ । ମାଲକାନଗିରି ଛତିଶଗଡ଼ ସୀମାନ୍ତ ନାରାୟଣପୁର ଜିଲ୍ଲାରେ ଲ୍ୟାଣ୍ଡମାଇନ୍ ବିସ୍ଫୋରଣ ହୋଇଛି । ଏଥିରେ ଦୁଇ ଜଣ ଡିଆର୍ଜି ଯବାନ ଆହତ ହୋଇଛନ୍ତି । ସେମାନଙ୍କୁ ଆହତଙ୍କ ଅବସ୍ଥାରେ ହେଲକାପ୍ଟର ଯୋଗେ ରାୟପୁର ସ୍ଥାନାନ୍ତରିତ କରାଯାଇଛି ।ଖବର ଅନୁଯାୟୀ, ଛତିଶଗଡ଼ ନାରାୟଣପୁର ଜିଲ୍ଲା କୁରୁସନାଡ ଥାନା ଅନ୍ତର୍ଗତ ଧାରାବାହି ଗାଁ ନିକଟରେ ରାସ୍ତା ନିର୍ମାଣ କାର୍ଯ୍ୟ ଚାଲିଥିଲା । ସୁରକ୍ଷା ଦେବା ଲାଗି ବାଇକରେ ଯାଉଥିଲେ ଯବାନ Continue Reading
ମାଲକାନଗିରି, ୩/୩: ମାଲକାନଗିରି ଜିଲ୍ଲା ସଦର ଡାକ୍ତରଖାନାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଜଣେ ୧୪ ବର୍ଷୀୟା ଝିଅର ମୃତ୍ୟୁ ଘଟିବା କାରଣରୁ ପରିବାର ଲୋକେ ଉତ୍ତେଜିତ ହୋଇ ପଡ଼ିଛନ୍ତି। କାର୍ଯ୍ୟରତ ଫାର୍ମାସିଷ୍ଟଙ୍କୁ ନିସ୍ତୁକ ମାଡ଼ ମାରି ରାଜରାସ୍ତାରେ ଚଳାଇ ଚଳାଇ ଥାନାକୁ ଆଣିଲେ ଉତ୍ତେଜିତ ଲୋକେ।ସୂଚନା ଅନୁଯାୟୀ, ମାଲକାନଗିରି ସଦର ବ୍ଲକ ଅନ୍ତର୍ଗତ ଏମ. ଭି ୪୪ଗ୍ରାମର ବାସୁଦେବ ଵାଲାଙ୍କ ଝିଅ ବନ୍ଦନା ଵାଲାଙ୍କର ଦେହ ଖରାପ ହେବା ପରେ ସଦର Continue Reading
ଭୁବନେଶ୍ୱର, ୨୬/୭: ରାଜ୍ୟରେ କରୋନା ମହାମାରୀ ତା’ର କାୟା ବିସ୍ତାରୀ ଧ୍ୱଂସଲୀଳା ଆରମ୍ଭ କରିଥିବାବେଳେ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ତୃଣମୂଳ ସ୍ତରରେ କିପରି ଏହାକୁ ମୁକାବିଲା କରାଯାଇ ଲୋକମାନଙ୍କୁ ବଂଚିବାର ରାହା ଦେଖାଇବା ଏବଂ ମହାମାରୀରୁ କିପରି ରକ୍ଷା ପାଇହେବ, ମୁକାବିଲା ପାଇଁ ସରକାରୀ ସ୍ଥିରୀକୃତ ନିୟମାବଳୀକୁ ଯେପରି କଠୋର ଭାବେ ପାଳନ କରାଯିବ, ଆଶୁ ଆରୋଗ୍ୟର ମାର୍ଗ ଦେଖାଯାଇପାରିବ; ସେ ନେଇ ଅନେକ ପଦକ୍ଷେପମାନ ଗ୍ରହଣ କରିଛନ୍ତି । ସିୱାଇଏସ୍ଡି Continue Reading