Home Posts tagged Malkangiri (Page 5)
Odisha News
ମାଲକାନଗିରି,୩୧/୫ : ଦୂର ହେବ ଦୁଃଖ। ବଦଳିବ ଭାଗ୍ୟ। ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲ୍ଲାର ବଣ୍ଡା ଝିଅ କର୍ମା ମୁଦୁଲ ପାଠ ପଢ଼ି ନିଜ ସ୍ୱପ୍ନ ପୂରଣ କରିବେ। ନିଜ ପାଠ ପଢ଼ା ପାଇଁ ଆଉ ମୁଲ ଲାଗିବେନି କର୍ମା। କର୍ମାଙ୍କର ପାଠପଢ଼ା ପାଇଁ ସମସ୍ତ ଖର୍ଚ୍ଚ ବହନ କରିବ ଜିଲ୍ଲା ପ୍ରଶାସନ।ମାଲାକାନଗିରିର ବାଣିଜ୍ୟ ଟପ୍ପର ଛାତ୍ରୀ କର୍ମା ମୁଦୁଲ ଦିନ ମଜୁରିଆ କାମ କରୁଥିବା ଖବର ପ୍ରସାରଣ ହେବା ପରେ ଜିଲ୍ଲା ପ୍ରଶାସନ ସହାୟତାର ହାତ […]Continue Reading
Odisha News
ମାଲକାନଗିରି,୩୧/୫: ଆଦିମ ଜନଜାତିର ଝିଅ କର୍ମା ମୁଦୁଲି ଗତବର୍ଷ ଯୁକ୍ତ ଦୁଇ ପରୀକ୍ଷାରେ ଜିଲ୍ଲା ଟପର୍ ହୋଇଥିଲେ। ବଣ୍ଡା ଜନଜାତିର ଏହି ସୁନାଝିଅ ଏବେ ପଢ଼ା ଖର୍ଚ୍ଚ ପାଇଁ ଦିନ ମଜୁରିଆ ପାଲଟି ଯାଇଛନ୍ତି। ଟାଣ ଖରାରେ ବାଲି, ସିମେଣ୍ଟ, ଇଟା ଓ ପଥର ବୋହିବା ସହ ପାଠପଢ଼ା ମଧ୍ୟ ଜାରି ରଖିଛନ୍ତି। ଅକ୍ଳାନ୍ତ ପରିଶ୍ରମ ପରେ ଯାହା ମୂଲ ମିଳୁଛି ତାହାକୁ ହଷ୍ଟେଲ ଏବଂ ହାତଖର୍ଚ୍ଚ ପାଇଁ ସାଇତି ରଖୁଛନ୍ତି। ମାଲକାନଗିରି ଜିଲ୍ଲା ଖଇରପୁଟ ବ୍ଲକ୍ […]Continue Reading
Odisha News
ମାଲକାନଗିରି,୨୮/୫ : ଗୁଳି ବିନିମୟରେ ଆହତ ହେଲେ ବୋଲି ମହିଳା ନକ୍ସଲ କମାଣ୍ଡାଣ୍ଟଙ୍କୁ ଜଙ୍ଗଲରେ ଛାଡ଼ି ପଳାଇଗଲେ ସାଥୀ। ସର୍ଚ୍ଚ ଅପରେସନ୍ରେ ଯାଇଥିବା ବିଏସ୍ଏଫ୍ ଯବାନମାନେ ତାଙ୍କୁ ଜଙ୍ଗଲରୁ ଉଦ୍ଧାର କରି ମେଡ଼ିକାଲ୍ରେ ଭର୍ତ୍ତି କରିଛନ୍ତି। ଏପରି ଖବର ଆସିଛ ପଡ଼ୋଶୀ ଛତିଶଗଡ଼ ରାଜ୍ୟରୁ।ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର କାଙ୍କେର ଜିଲ୍ଲା ଉପାଞ୍ଜୁର ଜଙ୍ଗଲରେ ନକ୍ସଲଙ୍କ ଗତିବିଧି ଥିବା ଜଣାପଡ଼ିଥିଲା। ଏହା ପରେ ଅର୍ଥାତ ଆଜି ସକାଳେ ବିଏସ୍ଏଫ୍ Continue Reading
Odisha News
ଚିତ୍ରକୋଣ୍ଡା,୨୫/୫: ମାଲକାନାଗିରି ଜିଲ୍ଲାର ଚିତ୍ରକୋଣ୍ଡା ଜଳଭଣ୍ଡାରରେ ମାଛ ଧରୁଥିବା ବେଳେ ଡଙ୍ଗା ବୁଡିଯିବାରୁ ଜଣେ ନିଖୋଜ ହୋଇଯାଇଥିବା ବେଳେ ୨ ଜଣଙ୍କୁ ଉଦ୍ଧାର କରାଯାଇଛି। ସେମାନେ ସିଙ୍ଗାରାମ ନିକଟରେ ଜଳଭଣ୍ଡାର ମଧ୍ୟରେ ଦେଶୀ ଡଙ୍ଗାରେ ମାଛ ଧରୁଥିଲେ।ମାଛ ଧରୁଥିବା ବେଳେ ହଠାତ୍ ବର୍ଷା, ପବନ ମାଡ଼ି ଆସିବାରୁ ଡଙ୍ଗାଟି ବୁଡି ଯାଇଥିଲା। ଫଳରେ ଡଙ୍ଗାରେ ଥିବା ୩ ଜଣଙ୍କ ମଧ୍ୟରୁ ଜଣେ ନିଖୋଜ ହୋଇଯାଇଛନ୍ତି। ତାଙ୍କର ପତ୍ତା ଏପର‌୍ୟ୍ୟନ୍ତ Continue Reading
Odisha News
ମାଲକାନଗିରି,୪/୫ : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଅନ୍ତର୍ଗତ ବଡପୁଟ ଘାଟିରେ ଗତକାଲି ରାତିରେ ମର୍ମନ୍ତୁଦ ସଡ଼କ ଘଟିଛି। ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ଘାଟିରେ ଓଲଟି ପଡ଼ିବାରୁ ୩ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଅଧିକ ଆହତ ହୋଇଛନ୍ତି। ଆହତମାନଙ୍କୁ ଚିତ୍ରକୋଣ୍ଡା ଉପଖଣ୍ଡ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସମସ୍ତଙ୍କ ଘର ପଡପଦର ଗାଁର ବୋଲି ଜଣାଯାଇଛି।ପଡପଦର ଗାଁର ପ୍ରାୟ ୧୫ଜଣ ଲୋକ ଏକ ଦଶାହରେ ଯୋଗ ଦେବାରୁ ଟ୍ରାକ୍ଟରରେ ତଣ୍ଟାଗୁଡ଼ା Continue Reading
Odisha News
ମାଲକାନଗିରି,୨୪/୩: ଶୁକ୍ରବାର ସକାଳେ ପ୍ରେମୀଯୁଗଳଙ୍କ ମୃତଦେହ ଉଦ୍ଧାର ହୋଇଛି। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା ତାମସା ଗାଁ ନିକଟ ଜଙ୍ଗଲରେ। ମୃତକଦ୍ୱୟ ହେଲେ ନବୀନ ମାଡକାମୀ ଓ ନନ୍ଦେ ମାଡକାମୀ। ଉଭୟଙ୍କ ବୟସ ୧୮ ବର୍ଷରୁ ଅଧିକ ବୋଲି ଜଣାଯାଇଛି।ସୂଚନା ଅନୁଯାୟୀ ଦୀର୍ଘ ଦିନ ହେବ ନବୀନ ଓ ନନ୍ଦେଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିବା ବେଳେ ଉଭୟଙ୍କ ପରିବାର ଲୋକେ କିନ୍ତୁ ଏଥିରେ ରାଜି ନ ଥିଲେ।ଏପରିକି ନନ୍ଦେଙ୍କ Continue Reading
Odisha News
ମାଲକାନାଗିରି,୧୧/୩: କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଘଟଣାରେ ଫରେଷ୍ଟର ଏବଂ ରେଞ୍ଜର ନିଲମ୍ବିତ ହୋଇଛନ୍ତି।ଫରେଷ୍ଟର ଏବଂ ରେଞ୍ଜରଙ୍କୁ ନିଲମ୍ବିତ କଲେ ଜୟପୁର ବନଖଣ୍ଡ ଅଧିକାରୀ। ନିଲମ୍ବିତ ହୋଇଥିବା ଦୁଇଜଣ ଅଧିକାରୀ ହେଉଛନ୍ତି କୁଡୁମୁଳଗୁମ୍ମା ଫରେଷ୍ଟର ପଦ୍ମିନୀ ପଟ୍ଟନାୟକ ଏବଂ ବାଲିମେଳା ରେଞ୍ଜର ଦୁର୍ଗାପ୍ରସାଦ ନାୟକ।କେନ୍ଦୁପତ୍ର ବିଭାଗରେ ଆଦିବାସୀଙ୍କ ଟଙ୍କା ହଡପ ଅଭିଯୋଗରେ ଏମାନଙ୍କୁ ନିଲମ୍ବିତ କରାଯାଇଥିବା ଜଣାପଡିଛି।Continue Reading
Odisha News
ମାଲକାନଗିରି,୧୭/୨: ମାଲକାନଗିରି ଜିଲ୍ଲା ପୁଲିସ ୨ ଜଣ ସାଇବର ଲୁଟେରାକୁ ଗିରଫ କରିବାରେ ସଫଳ ହୋଇଛି। ଦୁଇ ଅଭିଯୁକ୍ତ ଲୋକଙ୍କୁ ଲଟେରି ଜିତି ଲକ୍ଷପତି ହୋଇଛନ୍ତି କହି କୌଶଳ କ୍ରମେ ସେମାନଙ୍କ ଠାରୁ ଲକ୍ଷାଧିକ ଟଙ୍କା ନେଇଥିଲେ। ଗିରଫ ଅଭିଯୁକ୍ତମାନେ ହେଲେ ଦୁଇଭାଇ।ସେମାନଙ୍କ ନାମ ପ୍ରଦୀପ ଦେହୁରୀ ଏବଂ କୈଳାଶ ଦେହୁରୀ। ବିଭିନ୍ନ ଥାନା ଅଂଚଳରେ ଏହି ସାଇବର ଲୁଟେରାମାନେ ଲୋକଙ୍କୁ ଠକି ଟଂକା ଲୁଟି ନେଇଥିବା ପୁଲିସ କହିଛି।ପ୍ରଥମ ଘଟଣାଟି ଗତ ୨୦୨୨ ମସିହା Continue Reading