
ମାଲକାନଗିରି,୮/୬: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ କାଲିମେଳା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟ କରୁଥିବା ଡାକ୍ତର ଅମ୍ଳାନ କୁମାର ଭୋଇ ଗତ ଜୁନ୍ ୨ ତାରିଖର ନିଜ କ୍ୱାର୍ଟରୁ ନିଖୋଜ ହେଇଥିବା କାଲିମେଳା ଥାନାରେ ଅଭିଯୋଗ ହୋଇଥିଲା।ତେବେ ଏହି ଅଭିଯୋଗ ପରେ ପୋଲିସ ଡାକ୍ତର ଅମ୍ଳାନଙ୍କ କ୍ୱାର୍ଟରକୁ ଯାଇ ତଦନ୍ତ ଆରମ୍ଭ କରିଥିଲା। ତେବେ ଏହି ତଦନ୍ତ ସମୟରେ ଡାକ୍ତରଙ୍କ ରୁମ୍ରୁ ଏକ ସିପିଆଇ ମାଓବାଦୀଙ୍କ ହାତ ଲେଖା ଚିଠି ମିଳିଥିଲା।ତେବେ Continue Reading