କ୍ରିଷ୍ନପଦୋ ରାୟଙ୍କ ରିପୋର୍ଟମାଲକାନଗିରି,୬/୧୧ : ମାଲକାନଗିରି ସଦର ବ୍ଲକ୍ ଅନ୍ତର୍ଗତ କୃଶିୱାଡ଼ା ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟର ହିନ୍ଦୀ ଶିକ୍ଷକ ରାଜେଶ କୁମାର ମେହେର ।୨୦୨୫-୨୬ ଶିକ୍ଷାବର୍ଷ ପାଇଁ ତୃତୀୟ ଭାଷା ବର୍ଗରେ ଜିଲ୍ଲା ସ୍ତରୀୟ ମୁଖମନ୍ତ୍ର ଶିକ୍ଷା ପୁରସ୍କାର ନିମନ୍ତେ ମନୋନୀତ ହୋଇଛନ୍ତି । ଉଲ୍ଲେଖଯୋଗ୍ୟ କି, ସେ ଲଗାତାର ଦ୍ଵିତୀୟ ଥର ପାଇଁ ଏହି ପୁରସ୍କାର ପାଇବାକୁ ଯାଉଛନ୍ତି।ଚଳିତ ନଭେମ୍ବର ୧୦ ତାରିଖରେ ତାଙ୍କୁ ଏହି ପୁରସ୍କାର ପ୍ରଦାନ Continue Reading



