
ମାଲକାନଗିରି, ୧୨/୧ : ମାଓବାଦୀଙ୍କ ଷଡ଼ଯନ୍ତ୍ର ପୁଣି ଥରେ ବିଫଳ ହୋଇଛି। ସୁରକ୍ଷା ବାହିନୀର ଯବାନମାନେ ମାଓ ଡମ୍ପ ଠାବ କରିବା ସହିତ ଏଥିରୁ ବିପୁଳ ପରିମାଣର ବିସ୍ଫୋରକ ଓ ମାଓ ସାମଗ୍ରୀ ଜବତ କରିଛନ୍ତି। ସର୍ଚ୍ଚ ଅପରେଶନ ସମୟରେ ମାଲକାନଗିରି ଜିଲ୍ଲା ପୁଲିସ ଏହି ସଫଳତା ହାସଲ କରିଛି।ମାଓବାଦୀମାନେ ଡ଼ମ୍ପ କରି ବିସ୍ଫାରକ, ବନ୍ଧୁକ ଏବଂ ମାଓ ସାମଗ୍ରୀ ରଖିଥିବା ନେଇ ସୁରକ୍ଷା ବାହିନୀର ଯବାନମାନଙ୍କୁ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଥିଲା।ଏହି ସୂଚନା Continue Reading