
ଭୁବନେଶ୍ୱର,୨/୪ : ୨୦୧୬ ମସିହାରେ ଓଡ଼ିଶାରେ ମ୍ୟାଲେରିଆର ବାର୍ଷିକ ପରଜୀବୀ ସୂଚକାଙ୍କ(ଏପିଆଇ) ୧୦ ଉପରେ ରହିଥିଲା। ହେଲେ ଏହାର ୩ବର୍ଷ ପରେ ଅର୍ଥାତ୍ ୨୦୧୯ ମସିହାରେ ଏପିଆଇ ୧ ତଳକୁ ଖସି ଆସିଥିଲା। ୨୦୨୧ ବେଳକୁ ଏହା ଆହୁରି ହ୍ରାସ ପାଇ ୦.୫୬ରେ ପହଞ୍ଚିଛି।କେବଳ ଏପିଆଇ ନୁହେଁ, ଏକଦା ସଂକ୍ରମଣ ହାର(ଟିପିଆର) ୬ ପ୍ରତିଶତ ଥିବା ବେଳେ ଏବେ ତାହା ୦.୩୭କୁ ଖସି ଆସିଛି। ଏକମାତ୍ର ଜିଲ୍ଲା ମାଲକାନଗିରିକୁ ବାଦ୍ ଦେଲେ ଅନ୍ୟ ଜିଲ୍ଲାଗୁଡ଼ିକରେ ମ୍ୟାଲେରିଆର ସ୍ଥିତି Continue Reading