ନୂଆଦିଲ୍ଲୀ, ୨୩/୭ : ମହାନଦୀ ଜଳ ବିବାଦ ଖୁବ ଶୀଘ୍ର ସମାଧାନ ହେବାର ରାସ୍ତା ଫିଟିଛି । ଆଜି ନୂଆଦିଲ୍ଲୀରେ ହୋଇଥିବା ଶୁଣାଣିରେ ମହାନଦୀ ଜଳ ଆବଣ୍ଟନର ସମାଧାନ ପାଇଁ କେନ୍ଦ୍ର ଜଳ ଆୟୋଗ ଏବଂ କେନ୍ଦ୍ର ଜଳ ଶକ୍ତି ବିଭାଗକୁ ମଧ୍ୟସ୍ଥତା କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି । ତୁରନ୍ତ ଏକ ଯୁଗ୍ମ ବୈଷୟିକ କମିଟି ଗଠନ କରିବାକୁ ଟ୍ରିବ୍ୟୁନାଲ ନିର୍ଦ୍ଦେଶ ଦେଇଛନ୍ତି ।ରାଜ୍ୟ ସରକାରଙ୍କ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ ସୂଚନା ଦେଇଛନ୍ତି ଯେ Continue Reading




