Home Posts tagged MAHABHARAT SAKUNI MAMA PASSES AWAY
Bollywood
ନୂଆଦିଲ୍ଳୀ,୫/୬: ବି.ଆର ଚୋପ୍ରାଙ୍କ ‘ମହାଭାରତ’ ଧାରାବାହିକରେ ଶକୁନି ଭୂମିକାରେ ଅଭିନୟ କରିଥିବା ଅଭିନେତା ଗୁଫି ପେଣ୍ଟଲ (ସରବଜିତ ସିଂହ ପେଣ୍ଟଲ)ଙ୍କର ଆଜି ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ହୋଇଥିଲା।ବାର୍ଦ୍ଧକ୍ୟଜନିତ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ହେତୁ ତାଙ୍କୁ କିଛି ଦିନ ତଳେ ମୁମ୍ବାଇର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ଆଉ ଆଜି ସକାଳ ପ୍ରାୟ ୯ଟା ବେଳେ ସେଠାରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।ଗୁଫିଙ୍କ ପୁତୁରା Continue Reading
Seo wordpress plugin by www.seowizard.org.