ଭୁବନେଶ୍ୱର, ୨୮/୧୧: ଆଜି ଦ୍ୱିତୀୟ ଦିନରେ ପହଁଞ୍ଚିଛି ପ୍ରାଥମିକ ଶିକ୍ଷକ ଆନ୍ଦୋଳ । ୩ଦଫା ଦାବି ନେଇ ୩୦ଟି ଜିଲ୍ଲାରୁ ମିଳିତ ପ୍ରାଥମିକ ଶିକ୍ଷକ ମହାସଂଘର ଧାରଣା ଜାରି ରହିଛି । ପ୍ରାଥମିକ ଶିକ୍ଷକରେ ଚୁକ୍ତିଭିତ୍ତିକ ନିଯୁକ୍ତି ଉଚ୍ଚେଦ ସହ ୨୦୦୧ରୁ ନିଯୁକ୍ତି ସମସ୍ତ ସ୍ୱେଚ୍ଛାସେବୀ ଶିକ୍ଷା ସହାୟକା ଓ କନିଷ୍ଠ ଶିକ୍ଷକଙ୍କ ମୂଳ ଚାକିରିକୁ ସରକାରୀ ସେବା ରୂପେ ଗଣନା କରି ୬ଟି ପଦୋନ୍ନତି ପ୍ରଦାନ ଦାବିରେ ଆନ୍ଦ୍ରୋଳନକୁ ଓହ୍ଲାଇଛନ୍ତି ପ୍ରାଥମିକ ଶିକ୍ଷକ । Continue Reading