ଭୁବନେଶ୍ୱର, ୯/୪: ଆଜି ହେଉଛି ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ରୁକୁଣା ରଥଯାତ୍ରା। ଏହା ପୂର୍ବରୁ ଗତକାଲି ମରିଚିକୁଣ୍ଡ ଜଳରେ ରଥ ପ୍ରତିଷ୍ଠା ହୋଇଛି। ମୁକ୍ତେଶ୍ୱର ମନ୍ଦିର ପରିସରରେ ଥିବା ମରିଚିକୁଣ୍ଡ ପାଣି ମୋଟ ୧ ଲକ୍ଷ ୭୭ ହଜାର ଟଙ୍କାରେ ନିଲାମ ହୋଇଛି। ପ୍ରଥମ ଘଡ଼ା ୧ ଲକ୍ଷ ୩୦ ହଜାର ଟଙ୍କା ଓ ଦ୍ୱିତୀୟ ଘଡ଼ା ୪୭ ହଜାର ଟଙ୍କାରେ ନିଲାମ ହୋଇଛି। ବଡୁ ନିଯୋଗ ପକ୍ଷରୁ ନିଲାମ ଡକାଯାଇଥିଲା।ଶନିବାର ଅପରାହ୍ଣ ୩ଟା ୩୦ରେ ହେବ ଶ୍ରୀଲିଙ୍ଗରାଜଙ୍କ […]Continue Reading