Home Posts tagged Looting in the captil taking away gold ornaments
Odisha News
ଭୁବନେଶ୍ବର, ୧/୫: ରାଜଧାନୀରେ ପୁଣି ଲୁଟ୍। ତାହା ପୁଣି ଦିନ ଦ୍ୱିପ୍ରହରେ। ସ୍ମାସିର୍ଟିରେ ପୁଲିସ ଆଖିରେ ଧୁଳିଦେଇ ଲୁଟିନେଲେ ଲୁଟେରା।ଘରେ ପଶି କଳାକନା ବୁଲେଇକି ଚାଲିଗଲେ। ଏଭଳି ଅଭିଯୋଗ ଆସିଛି ଏୟାର ଫିଲଡ ଥାନା କେଉଟ ସାହିର ୧୯୭୩ ନମ୍ବର ପ୍ଳଟ ରୁ।କେଉଟ ସାହିର ବାସିନ୍ଦା ଅଟନ୍ତି ରିନା ପ୍ରଧାନ। ରିନା ଆଜି ଦିନ ପ୍ରାୟ ୧୨ ଟା ସମୟରେ ଝିଅର ସେମିଷ୍ଟାର ପଇସା ଜମାକରିବା ପାଇଁ କଲେଜକୁ ଯାଇଥିଲେ।ଯିବାବେଳେ ଘରର ୩ଟି ଗେଟ୍ରେ ତଲା ପକାଇ […]Continue Reading
Seo wordpress plugin by www.seowizard.org.