
ନବରଙ୍ଗପୁର, ୧୫/୧ : ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକ ଅନ୍ତର୍ଗତ ପଠାନ ସାହିରେ ବନ୍ଧୁକ ମୁନରେ ହୋଇଛି ବଡ଼ ଧରଣର ଲୁଟ୍ ।୬ ଜଣ ମୁଖା ପିନ୍ଧା ଦୁର୍ବୃତ୍ତ ଜଣେ ବ୍ୟବସାୟୀଙ୍କଠାରୁ ଲୁଟି ନେଇଛନ୍ତି ୧୫ ଲକ୍ଷ ଟଙ୍କା । ଏ ନେଇ ବ୍ୟବସାୟୀ ଅବଦୁଲ ଅନସାରୀ ଥାନାରେ ଅଭିଯୋଗ କରିଛନ୍ତି ।ମିଳିଥିବା ପ୍ରାଥମିକ ସୂଚନା ମୁତାବକ, ଅବଦୁଲ ଅନସାରୀ ତାଙ୍କର ଦୁଇ ଜଣ ସାଥୀଙ୍କ ସହିତ ସାପ୍ତାହିକ ହାଟକୁ ଯାଉଥିଲେ ।ଏହି ସମୟରେ ୬ଜଣ ମାସ୍କ […]Continue Reading