Home Posts tagged lockdown restrictions
Odisha News
ଭୁବନେଶ୍ୱର, ୧୭/୭: ଭୁବନେଶ୍ୱରରେ ଦିନକୁ ଦିନ କରୋନା ସଂକ୍ରମଣ ବ୍ୟାପିବାରେ ଲାଗି । ଭୁବନେଶ୍ୱରରେ ସ୍ଥିତି ସ୍ୱାଭାବିକ ହୋଇନାହିଁ । ଏହାକୁ ଦୃଷ୍ଟିରେ ରଖି ଲକଟାଉନ୍ କଟକଣାକୁ କଡାକଡି କଡାକଡି କରାଯାଇଛି ।ଏପରିକି ଆଇନ ନମାନିଲେ କଡା କାର‌୍ୟ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ।ନିୟମ ମାନିବାକୁ ପଡିବ। ଦିନ ୧ଟା ଯାଏଁ ରାସନ, ପରିବା ଆଦି ଦୋକାନ ଖୋଲା ରହିବ । ଘର ପାଖ ଦୋକାନରୁ ପରିବା ରାସନ କିଣିବାକୁ କମିଶନର […]Continue Reading
Seo wordpress plugin by www.seowizard.org.