Home Posts tagged Lieutenant general Manoj Pande
Odisha News
ନୂଆଦିଲ୍ଲୀ,୧୮/୪: ସୋମବାର ଦିନ ଲେପ୍ଟନାଣ୍ଟ ଜେନେରାଲ୍ ମନୋଜ ପାଣ୍ଡେ ଭାରତର ପରବର୍ତ୍ତୀ ସ୍ଥଳସେନା ମୁଖ୍ୟ ଭାବେ ନିଯୁକ୍ତି ପାଇଛନ୍ତି। ନୂଆ ସ୍ଥଳ ସେନା ମୁଖ୍ୟ ନିଯୁକ୍ତ କଲେ କେନ୍ଦ୍ରସରକାର ।ଏଥିସହ ପ୍ରଥମ ଥର ଲାଗି ଜଣେ ସେନା ଇଂଜିନୟରଙ୍କୁ ସ୍ଥଳବାହିନୀର ମୁଖ୍ୟ ଭାବେ ଚୟନ କରାଯାଇଛି। ଏପ୍ରିଲ ୩୦ରେ ସେନାମୁଖ୍ୟ ଜେନେରାଲ୍ ମୁକୁନ୍ଦ ନରଭାଣେଙ୍କର କାର‌୍ୟ୍ୟକାଳ ଶେଷ ହେଉଛି। ସେ ୨୮ମାସ ଧରି ଦେଶର ସ୍ଥଳସେନା ମୁଖ୍ୟ ଭାବେ କାର‌୍ୟ୍ୟ କରି ଅବସର ଗ୍ରହଣ Continue Reading
Seo wordpress plugin by www.seowizard.org.