Home Posts tagged Legendary musician and santoor player
Odisha News
ନୂଆଦିଲ୍ଲୀ, ୨/୬: ଖ୍ୟାତନାମା ସନ୍ତୁର ବାଦକ ଏବଂ ପ୍ରସିଦ୍ଧ ସଂଗୀତକାର ପଣ୍ଡିତ ଭଜନ ସୋପୋରୀଙ୍କ ଗୁରୁବାର ଦେହାନ୍ତ ହୋଇଯାଇଛି। ସେ ଗୁରୁଗ୍ରାମର ଫୋର୍ଟିସ୍ ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ।୧୯୪୮ ମସିହାରେ ଜନ୍ମଗ୍ରହଣ କରିଥିବା ପଣ୍ଡିତ ଭଜନ ସୋପୋରୀ କଶ୍ମୀରର ସୋପୋର ଉପତ୍ୟକାର ବାସିନ୍ଦା ଥିଲେ। ସେ ଭାରତୀୟ ଶାସ୍ତ୍ରୀୟ ସଂଗୀତର ସୁଫିଆନା ଘରାନାର ଥିଲେ।ଭଜନ ସୋପୋରୀ ୧୯୫୩ରେ ମାତ୍ର ପାଞ୍ଚ ବର୍ଷ ବୟସର ହୋଇଥିବା ବେଳେ ତାଙ୍କର ପ୍ରଥମ କାର୍ଯ୍ୟକ୍ରମ Continue Reading
Seo wordpress plugin by www.seowizard.org.