Home Posts tagged laxmisagar
Odisha News
ଭୁବନେଶ୍ୱର, ୨୮/୩: ଆଜିଠୁ ୨ ଦିନ ପାଇଁ ଭାରତ ବନ୍ଦ ଥିବା ବେଳେ ଗତକାଲି ରାତିରୁ ତେଲ ପକାଇବା ପାଇଁ ବିଭିନ୍ନ ଟାଙ୍କିରେ ଦେଖିବାକୁ ମିଳିଛି ଅସମ୍ଭବ ଭିଡ଼ । ଏପରି ସମୟରେ ଆଗ ତେଲ ପକାଇବାକୁ କେନ୍ଦ୍ର କରି ଲକ୍ଷ୍ମୀସାଗର ଅଞ୍ଚଳର ଏକ ପେଟ୍ରୋଲ ପମ୍ପରେ ଗତକାଲି ବିଳମ୍ବିତ ରାତିରେ ହୋଇଛି ଗୁଳିମାଡ଼ । ଏଥିରେ ନୟାପଲ୍ଲୀ ଅଞ୍ଚଳର ଜଣେ ଯୁବକ ଆହତ ହୋଇଛନ୍ତି । ତାଙ୍କ ପାଦରେ ବାଜିଛି ଗୁଳି । ତାଙ୍କୁ ପ୍ରଥମେ […]Continue Reading
Seo wordpress plugin by www.seowizard.org.