Home Posts tagged lamataput
Top Stories
ଲମତାପୁଟ,୧୪/୧: ଅପହରଣ ୭ ଦିନ ପରେ ମୁକୁଳିଲେ ରାୟଗଡା ପୂର୍ବତନ ଜିଲ୍ଲା ପରିଷଦ ଅଧ୍ୟକ୍ଷ ବିଜୟ କୁମାର ଗମାଙ୍ଗଙ୍କ ପୁଅ ଆଶୁତୋଷ। ଅପହରଣକାରୀଙ୍କ କବଳରୁ ସେ ନିଜେ ମୁକୁଳି ଆସିଛନ୍ତି। ମୁକୁଳିବା ପରେ ସେ କହିଛନ୍ତି, ରାଜନୈତିକ ଶତ୍ରୁତାରୁ ଅପହରଣ କରାଯାଇଥିଲା। ତେବେ କିଏ ଅପହରଣ କରିଛି, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ିନି।ଆଶୁତୋଷ ଗମାଙ୍ଗ ଭବାନୀପାଟଣା ଯୋଗାଣ ବିଭାଗରେ କାର‌୍ୟ୍ୟ କରନ୍ତି। ତେବେ ଗତ ୮ ତାରିଖରେ ସେ ରାୟଗଡ଼ା ସ୍ଥିତ ନିଜ ଘରୁ କାଳୀ Continue Reading
Odisha News
ଲମତାପୁଟ, ୨୦/୧୧ : ଲମତାପୁଟରେ ଅପରେସନ ଗ୍ରୀନ କ୍ଲିନ୍। ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ମାଓ ପ୍ରଭାବିତ ସାରିଆପାଲି ଗ୍ରାମ ନିକଟ ବଣ୍ଡରୁଗୁଡା ଜଙ୍ଗଲରୁ କଡ଼ା ସୁରକ୍ଷା ବଳୟ ଭିତରେ ୨୨ ଏକର ଗଞ୍ଜେଇ ଚାଷ ନଷ୍ଟ କରିଛି ପାଡ଼ୁଆ ପୋଲିସ। ପ୍ରାୟ ୨ କୋଟି ଟଙ୍କାର ଗଞ୍ଜେଇ ଚାଷ ନଷ୍ଟ କରାଯାଇଛି।କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସଡିପିଓଙ୍କ ତତ୍ତ୍ଵାବଧାନରେ ଆନ୍ଧ୍ର ଓଡ଼ିଶା ସୀମାନ୍ତବର୍ତ୍ତୀ ଅଞ୍ଚଳ ଗୁଡ଼ିକରେ ଗଞ୍ଜେଇ ଚାଷ ଜମି ଗୁଡ଼ିକୁ Continue Reading
Odisha News
ଲମତାପୁଟ, ୧୦/୭ : ୨୭ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ। ଲମତାପୁଟ ଜଲାହଞ୍ଜର ଗ୍ରାମକୁ ଗଞ୍ଜେଇ ଚାଲଣ ବେଳେ ମାଡ଼ିବସିଲା ପୋଲିସ।ପୋଲସ ପେଟ୍ରୋଲିଂ କରୁଥିବା ବେଳେ ଦେଉଳପଡ଼ା ଛକରେ ଗଞ୍ଜେଇ କାଉଡ଼ି ନେଇ ରାସ୍ତା ପାର ହେଉଥିବା ବେଳେ ପୋଲିସ ଗାଡ଼ି ଦେଖି ମାଫିଆମାନେ ଗଞ୍ଜେଇ ଛାଡ଼ି ଦୌଡ଼ି ଚାଲିଯାଇଥିଲେ। ଘଟଣାସ୍ଥଳରୁ ୧୦ ବସ୍ତା ଗଞ୍ଜେଇ ଜବତ ହୋଇଛି।୧୦ଟି ବସ୍ତାରେ ପ୍ରାୟ ୨ କୁଇଁଣ୍ଟାଲ ୭୦ କେ.ଜି ଗଞ୍ଜେଇ ଥିବାବେଳେ ଏହାର ମୂଲ୍ୟ ପ୍ରାୟ ୨୭ଲକ୍ଷ ଟଙ୍କା […]Continue Reading
Odisha News
ଲମତାପୁଟ,୬/୬: କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ କୁମାରଗୁଡା ଗାଁ ନିକଟରେ ଗତକାଲି ବିଳମ୍ବିତ ରାତିରେ ସଡ଼କ ଦୁର୍ଘଟଣା ଘଟିଛି।ଦୁଇ ବାଇକ୍ ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଆହତ ହୋଇଛନ୍ତି। ମୃତ ଯୁବକ ଜଣଙ୍କ ହେଲେ ଲମତାପୁଟ ସିଲପଡା ଗାଁର ଧନୁଞ୍ଜୟ ବୋଲି ଜଣାଯାଇଛି।ଆହତ ଦୁଇ ଜଣଙ୍କ ମଧ୍ୟରୁ ଜଣେ ସିଲପଡ଼ା ଗାଁର ହରି ପାଙ୍ଗି। ଅନ୍ୟ ଜଣଙ୍କର ପରିଚୟ ମିଳିନାହିଁ। ଆହତ ଦୁଇ ଜଣଙ୍କୁ ଲଷ୍ମଣନାୟକ ମେଡ଼ିକାଲ Continue Reading
Odisha News
ଲମତାପୁଟ ,୩/୪ : ୫୦ ଫୁଟ୍ ତଳକୁ ଖସିଲା ଟ୍ରାକ୍ଟର । ଏହି ଦୁର୍ଘଟଣାରେ ଡ୍ରାଇଭରଙ୍କ ମୃତ୍ୟୁ ହୋଇଛି । କୋରାପୁଟ ଜିଲ୍ଲା କୋଟା ଛକ ନିକଟରେ ଏହି ଦୁର୍ଘଟଣାଟି ଘଟିଛି । ଘଟଣାସ୍ଥଳରେ ପୋଲିସର ତଦନ୍ତ ଆରମ୍ଭ ।ଖବର ଅନୁଯାୟୀ, ରବିବାର ସକାଳ ସମୟରୁ ବାଲି ଆଣିବା ପାଇଁ ନିଜ ଟ୍ରାକ୍ଟରରେ ନିକଟ କୋଟା ଛକ ମହୁଲିକୁ ଯାଇଥିଲେ ଲମତାପୁଟ ବ୍ଲକ କମେଲ୍ ଗାଁର ଯୁବକ କୃଷ୍ଣ ସିଶା । ତାପରଠୁ କୃଷ୍ଣଙ୍କର କୌଣସି ଖୋଜଖବର […]Continue Reading
Seo wordpress plugin by www.seowizard.org.