ଭୁବନେଶ୍ବର,୧୨/୧୨: ୧୪ ମାସ ପରେ ଝାରପଡ଼ା ଜେଲରୁ ବାହାରିଲେ ଅର୍ଚ୍ଚନା ନାଗ। ଆଜି ସକାଳେ ସେ ଝାରପଡ଼ା ଜେଲରୁ ବାହାରିଛନ୍ତି। ତାଙ୍କୁ ନେବା ଲାଗି ସ୍ବାମୀ ଜଗବନ୍ଧୁ ଚାନ୍ଦ ଝାରପଡ଼ା ଜେଲକୁ ଆସିଥିଲେ। ଜାମିନ ମଞ୍ଜୁର ପରେ ଜେଲରୁ ବାହାରିବା ପାଇଁ ତାଙ୍କ ପଥ ପରିଷ୍କାର ହୋଇଥିଲା।ମାମଲାର ବିବରଣୀରୁ ପ୍ରକାଶ ଯେ ଅର୍ଚ୍ଚନା ଓ ଅନ୍ୟମାନଙ୍କ ବିରୋଧରେ ଚଳଚ୍ଚିତ୍ର ପ୍ରଯୋଜକ ଅକ୍ଷୟ ପରିଜା ନୟାପଲ୍ଲୀ ଥାନାରେ ଏତଲା ଦେଇଥିଲେ। ଆଇପିସିର ବିଭିନ୍ନ ଦଫା ସହିତ ଆଇଟି Continue Reading
ଭୁବନେଶ୍ୱର,୧୯/୪ : ହନିଟ୍ରାପ୍ ବ୍ଲାକମେଲ୍ ମାମଲାରେ ମୁହଁ ଖୋଲିଲ ଅଭିଯୁକ୍ତ ଅର୍ଚ୍ଚନା ନାଗଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ। ସେ କହିଛନ୍ତି, ଏ ସବୁ ଅକ୍ଷୟ ପରିଜାଙ୍କ ଚକ୍ରାନ୍ତ ।ଶ୍ରଦ୍ଧାଞ୍ଜଳିଙ୍କୁ ଟଙ୍କା ଲାଳସା ଦେଖାଇ ଆମ ମୁଣ୍ଡରେ ସେ ଅଠା ବୋଳିଛନ୍ତି। ଶ୍ରଦ୍ଧାଞ୍ଜଳି ସହ ଆଉ କିଛି ଲୋକେ ମିଶିକି ରହିଛନ୍ତି। ଯେଉଁମାନେ ଏହା କରିଛନ୍ତି। ତାଙ୍କୁ ଲୁଚାଇ ରଖାଯାଇଛି, ଶୀଘ୍ର ବାହାର କରାଯାଉ ବୋଲି ଜଗବନ୍ଧୁ କହିଛନ୍ତି।ଶରୀରିକ ଅସୁସ୍ଥ ଥିବାରୁ କ୍ୟାପିଟାଲ Continue Reading

ଭୁବନେଶ୍ବର,୯/୧ : ବହୁଚର୍ଚ୍ଚିତ ଅର୍ଚ୍ଚନା ନାଗ ମାମଲାରେ ପ୍ରଥମ ପର୍ୟ୍ୟାୟ ଚାର୍ଜସିଟ ଆଜି ପ୍ରବର୍ତ୍ତନ ନିର୍ଦେଶାଳୟ(ଇଡି) ଦାଖଲ କରିଛି। ୨୪୦୦ ପୃଷ୍ଠା ସମ୍ବଳିତ ଏହି ଚାର୍ଜସିଟରେ ଅଭିଯୁକ୍ତ ଭାବେ ୪ ଜଣଙ୍କ ନାମ ରହିଛି ।ଅର୍ଚ୍ଚନା ନାଗ, ଜଗବନ୍ଧୁ ଚାନ୍ଦ, ଖଗେଶ୍ବର ପାତ୍ର ଓ ଶ୍ରଦ୍ଧାଞ୍ଜଳି ବେହେରାଙ୍କ ନାମରେ ଚାର୍ଜସିଟ ଦାଖଲ କରାଯାଇଛି । ସେହିପରି ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ବିଳାସମୟ ଘରକୁ ମଧ୍ୟ ଇଡି ଆଟାଚ କରିଛି । ଏହି ଘରର ମୂଲ୍ୟ ୩.୪ Continue Reading
ଭୁବନେଶ୍ବର,୨୩/୧୧: ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କ ସହଯୋଗୀ ଶ୍ରଦ୍ଧାଞ୍ଜଳି ବେହେରାଙ୍କୁ ସୋମବାର ଇଡି ସମନ ଜାରି କରିଥିଲା। ବୁଧବାର ଦିନ ଜେରା ପାଇଁ ଇଡି ଅଫିସ୍ରେ ପହଞ୍ଚିଛନ୍ତି ଶ୍ରଦ୍ଧାଞ୍ଜଳି ବେହେରା। ଶ୍ରଦ୍ଧାଞ୍ଜଳିଙ୍କ ପରେ ପରେ ଇଡି ଅଫିସ୍ରେ ପ୍ରଯୋଜକ ଅକ୍ଷୟ ପରିଜା ବି ପହଞ୍ଚିଛନ୍ତି। ମଙ୍ଗଳବାର ଦିନ ୯ଘଣ୍ଟା ଜେରା ପରେ ଇଡିରୁ ବାହାରିଥିଲେ ଅକ୍ଷୟ। ଇଡି ଅକ୍ଷୟ ଓ ଶ୍ରଦ୍ଧାଞ୍ଜଳିଙ୍କୁ ମୁହାଁମୁହିଁ ଜେରା କରିବ ବୋଲି ସୂଚନା Continue Reading

ଭୁବନେଶ୍ୱର, ୧୧/୧୦: ବ୍ଲାକମେଲର କୁଇନ୍ ଅର୍ଚ୍ଚନା ନାଗଙ୍କ ଜମିନ୍ ଆବେଦନ ଉପରେ ଆଜି ଶୁଣାଣି ହେବ। ରାଣୀ ମହୁମାଛି ଅର୍ଚ୍ଚନା ଆଜି ଭୁବନେଶ୍ବର ଏସଡିଜେଏମ୍ କୋର୍ଟରେ ହାଜର ହେବେ ବୋଲି ଜଣାପଡ଼ିଛି । ଏବଂ ତାଙ୍କ ଜାମିନ ଆବେଦନ ଉପରେ ଶୁଣାଣି କରିବେ ଅଦାଲତ ।ସେପଟେ ବ୍ଲାକମେଲର ରାଣୀ ଅର୍ଚ୍ଚନା କିଭଳି ଲୋକଙ୍କୁ ଫସାଇ ଟଙ୍କା ଆଦାୟ କରୁଥିଲେ ତାର ପ୍ରମାଣ ସାମ୍ନାକୁ ଆସିବାରେ ଲାଗିଛି ।ରାଜଧାନୀ ଭୁବନେଶ୍ବରରେ ରହି ବଡ଼ ଧରଣର ସେକ୍ସ ରାକେଟ୍ ଚଳାଇଥିଲେ […]Continue Reading

ଭୁବନେଶ୍ୱର,୯/୧୦: ଧୀରେ ଧୀରେ ଖୋଲୁଛି ମାୟାବିନୀ ଅର୍ଚ୍ଚନା ନାଗର ମାୟାଜାଲର ଗୁମର। ଆଜି ପୁଣି ମାୟାବିନୀର ନୂଆ କାରନାମା ସାମ୍ନାକୁ ଆସିଛି। ଏଥର ମାୟାବିନୀର ହ୍ୱାଟ୍ସଆପ୍ ଚାଟ୍ ସାମ୍ନାକୁ ଆସିଛି।ଏହି ଚାଟ୍ରୁ ଜଣା ପଡୁଛି ଜଣେ ଝିଅଙ୍କ ସହିତ ଚାଟ୍ କରୁଛନ୍ତି ଲେଡି ବ୍ଲାକମେଲ ଅର୍ଚ୍ଚନା। ଯୁବତୀଙ୍କୁ ବୁଝାଇବାକୁ, ମନେଇବାକୁ ଲେଡି ବ୍ଲାକମେଲର୍ ଚେଷ୍ଟା କରୁଛନ୍ତି। ହେଲେ ଯୁବତୀ ଜଣକ କହୁଛନ୍ତି, ବହୁତ ଟଙ୍କା ଦେବେ ବୋଲି କହିବାରୁ ସେମାନଙ୍କ କଥାରେ ମୁଁ Continue Reading

ଭୁବନେଶ୍ବର, ୮/୧୦: ବହୁଚର୍ଚ୍ଚିତା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗଙ୍କୁ କମିସନରେଟ୍ ପୁଲିସ ରିମାଣ୍ଡରେ ଆଣିବ ବୋଲି ସୂଚନା ମିଳିଛି। କୁହାଯାଉଛି ଯେ ଏଥିଲାଗି କମିସନରେଟ୍ ପୁଲିସ କୋର୍ଟରେ ଆବେଦନ କରିବ। ଅର୍ଚ୍ଚନା ନାଗଙ୍କୁ ପୁଲିସ ରିମାଣ୍ଡରେ ଆଣି ଅଧିକ ତଦନ୍ତ କରିବ।ଖାଲି ସେତିକିନୁହେଁ ତାଙ୍କ ପାଖରୁ ଜବତ ହୋଇଥିବା ପେନଡ୍ରାଇଭର ଛାନଭିନ୍ କରୁଛି ପୁଲିସ୍। ଅର୍ଚ୍ଚନା ନାଗଙ୍କ ଲାପଟପରେ ଥିବା ତଥ୍ୟକୁ ନେଇ ବି ଖୋଳତାଡ଼ କରିବ ପୁଲିସ। ବିଶେଷ କରି Continue Reading