Home Posts tagged KRUSHNAPRASAD
Odisha News
ଭୁବନେଶ୍ବର/କୃଷ୍ଣପ୍ରସାଦ, ୯/୫: ମରାଳ ମାଳିନୀ ଚିଲିକା ଜଳରାଶି ଉପରେ ସେତୁ ନିର୍ମାଣ ହେବ। ଏଥି ପାଇଁ ଡିପିଆର ପ୍ରସ୍ତୁତ ହୋଇଛି। ନିର୍ବାଚନ ପରେ ନିର୍ମାଣ କାମ ଆରମ୍ଭ ହେବ। ଏହି ପ୍ରକଳ୍ପର ନିର୍ମାଣ ହେଲେ ଲୋକଙ୍କୁ ଅସୁରକ୍ଷିତ ଭାବେ ଡଙ୍ଗାରେ ଯିବାକୁ ପଡ଼ିବ ନାହିଁ।କେନ୍ଦ୍ରମନ୍ତ୍ରୀ ନିତିନ ଗଡ଼କରୀ ଗୁରୁବାର ଏହି ଘୋଷଣା କରିଛନ୍ତି। ପୁରୀ ଜିଲ୍ଲା କୃଷ୍ଣପ୍ରସାଦରେ ବିଜେପିର ଜନସଭାକୁ ସମ୍ବୋଧିତ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି, ମୁଁ ଆପଣଙ୍କର କଥା Continue Reading