କୋରାପୁଟ,୧୯/୫: ନନ୍ଦପୁର ବ୍ଲକ ପାଡୁଆ ପୁଲିସ ଗୁରୁବାର ରାତିରେ ପେଟ୍ରୋଲିଙ୍ଗ ସମୟରେ ଏକ ଗାଡ଼ି ସହିତ ଗଞ୍ଜେଇ ଜବତ କରିବା ସହ ଦୁଇ ଜଣଙ୍କୁ ଗିରଫ କରିଥିବା ବେଳେ ଦୁଇ ଜଣ ଫେରାର ହୋଇଥିବା ଏସଡିପିଓ ସଞ୍ଜୟ କୁମାର ମହାପାତ୍ର ସୂଚନା ଦେଇଛନ୍ତି। ରାତିରେ ପାଡୁଆ ପୁଲିସ ଦଳ ଏଜ ଏକ୍ସୟୁଦ୍ଭି ୫୦୦ (ଏମଏଚ୨୦ସିଏସ୍୪୮୦୦)କୁ ପାଡୁଆ ବଡ଼ଦେବତା ଛକରେ ଅଟକାଇ ଯାଞ୍ଚ କରିଥିଲେ।ଏହି ସମୟରେ ଦୁଇ ଜଣ ଅନ୍ଧାରର ସୁଯୋଗ ନେଇ ଜଙ୍ଗଲ ମଧ୍ୟକୁ ଦୌଡ଼ି ପଳାଇଥିଲେ। […]Continue Reading
କୋରାପୁଟ,୧୩/୫ : ନକ୍ସଲ ଦମନ ଅଭିଯାନ ଆହୁରି ଜୋରଦାର ହେବ। ନକ୍ସଲଙ୍କ ଗତିବିଧି ଉପରେ ନଜର ରଖିବା ପାଇଁ ଡ୍ରୋନର ସହାୟତା ନିଆଯିବ। ସେଥିପାଇଁ ପୁଲିସ୍ ବିଭାଗରେ ସାମିଲ ହେବ ୬ଟି ଉଚ୍ଚ ଧରଣର ଡ୍ରୋନ୍। କୋରାପୁଟରେ ମାଓ ସମୀକ୍ଷା ପରେ ପୁଲିସ୍ ଡିଜି ସୁନୀଲ ବଂଶଲ ଆଜି ଏହି ସୂଚନା ଦେଇଛନ୍ତି।ଆଜି ନକ୍ସଲ ପ୍ରବଣ କୋରାପୁଟ ଗସ୍ତରେ ଯାଇଥିଲେ ରାଜ୍ୟ ପୁଲିସ୍ ଡିଜି ସୁନୀଲ ବଂଶଲ୍। ସୁନାବେଡା ହାଲ୍ ହ୍ୟାଲିପେଡ୍ରେ ଡିଜିଙ୍କ ହେଲିକପ୍ଟର ଅବତରଣ କରିବା […]Continue Reading
କୋରାପୁଟ,୨/୫ : ନିଶାବେପାରୀମାନେ ପୁଲିସକୁ ଚକମା ଦେବାପାଇଁ ବିଭିନ୍ନ ଉପାୟ ଅବଲମ୍ବନ କରୁଛନ୍ତି। କେତେବେଳେ ଆମ୍ବୁଲାନ୍ସରେ ଗଞ୍ଜେଇ ଚାଲାଣ କରୁଛନ୍ତି ତ ଆଉ କେତେବେଳେ ମାଛ ଗାଡ଼ିରେ ଚାଲାଣ କରୁଛନ୍ତି। ଏପରି ସମାନ ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲାରେ।ମାଛକୁଣ୍ଡ ଥାନା ନୂଆପୁଟ ନଦୀଘାଟ ପାର୍ଶ୍ୱରୁ ଗତକାଲି ପୁଲିସ ଏକ ସିମେଣ୍ଟ ବୋଝେଇ ଟ୍ରକ୍ରୁ ୫୦୨ କେଜି ଗଞ୍ଜେଇ ଜବତ କରିଛି। ଯାହାରୁ ଅନୁମାନିକ ମୂଲ୍ୟ ୫୦ ଲକ୍ଷ ଟଙ୍କା ହେବ।ସୂଚନାଅନୁସାରେ, Continue Reading




