Home Posts tagged Koraput (Page 3)
Top Stories
BY Surya Narayan Panda Koraput, Dec. 21: Many eminent personalities, including India Meteorological Department (IMD) Director General Dr Mrutyunjaya Mohapatra, of the country have joined in the 13th Odisha Environment Congress session which began at Central University of Orissa, Koraput, today. The speakers said the nature and environment can be protected if the livelihood Continue Reading
Odisha News
ନାରାୟଣପାଟଣା,୩୦/୧୧: ରାତିରେ ଗାଁରେ ବୁଲୁଛି ମହାବଳ ବାଘ। କେତେବେଳେ ବଦଳକୁ ମରି ଖାଇ ଦେଉଛି ତ ଆଉ କେତେବେଳେ କୁକୁରକୁ ମାରି ଦେଉଛି। ଏଭଳି ଘଟଣା ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଅନ୍ତର୍ଗତ ଝାଙ୍କରକାର୍ଲି ଗାଁରେ ।ଗତ ୨୭ ତାରିଖରେ ମହାବଳ ବାଘଟି ବଳଦକୁ ମାରି ଖାଇ ଦେଇଥିଲା। ପରେ ଏକ କୁକୁରକୁ ମଧ୍ୟ ମାରି ଦେଇ ଥିବା ଗ୍ରାମବାସୀ କହିଛନ୍ତି଼। ଗାଁରେ ମହାବଳ ବାଘ ବୁଲିବା ଜଣାପଡ଼ିବା ପରେ ପୁରା ଅଞ୍ଚଳରେ ଆତଙ୍କ […]Continue Reading
Odisha News
By Surjya Narayana Panda କୋରାପୁଟ,୨୯ ।୧୧: କୋରାପୁଟ ଜିଲ୍ଲା ରାଲେଗଡ଼ା ଗ୍ରାମପଞ୍ଚାୟତର ପଟାଙ୍ଗି ଥାନା ରାଜୁଗୁଡ଼ା ନିକଟରେ ଏକ ଗ୍ୟାସ ଟ୍ୟାଙ୍କର ଦୁର୍ଘଟଣା ଗ୍ରସ୍ତ ହୋଇଛି। ଟ୍ୟାଙ୍କରରୁ ଅଳ୍ପ ଅଳ୍ପ ଗ୍ୟାସ୍ ଲିକ୍ ହେଉଥିବା ଜଣାଯାଇଛି। ଅଗ୍ନିଶମ ବାହିନୀ ପକ୍ଷରୁ ଲଗାତର ଭାବେ ଟେଙ୍କର ଉପରେ ପାଣି ସ୍ପ୍ରେ କରାଯାଉଛି । ଜାତୀୟ ରାଜପଥରେ ଗାଡି ଚଳା ଚଳ ବନ୍ଦ ରହିଛି । ବିଶାଖାପାଟଣାରୁ ଏକ ବୈଷୟିକ ଟିମ ଦୁର୍ଘଟନା ସ୍ଥଳକୁ ଆସୁଥୁବା ସୁନାବେଡା Continue Reading
Odisha News
 By Mahendra Darjee କୋରାପୁଟ,28/11: ଓଡିଶା ଆନ୍ଧ୍ର ସୀମାନ୍ତରେ ବାଘ  ଆତଙ୍କ ଦେଖାଦେଇଛି ।ଏହାକୁ ନେଇ ସୀମାନ୍ତରେ ଭୟ ସୃଷ୍ଟି ହୋଇଛି। ଉଭୟ ଓଡିଶା ଆନ୍ଦ୍ର ବନବିଭାଗ ପକ୍ଷରୁ ମଧ୍ୟ ତପ୍ତରତା ଦେଖାଦେଇଛି  । ଓଡିଶାର ୫୦୦ ମିଟର ଭିତରକୁ  ଏକ  ବାଘ କାପୋଲୋଡା ପଂଚାୟତର ସୀମାନ୍ତ ଝାଙ୍କରିକାରିଲି ଗାଁର ପାଖ ଜଙ୍ଗଲରେ ଜଣଙ୍କ ବଳଦ ମାରି ଦେଇଥିବା ସନ୍ଦେହ କରାଯାଉଛି । ଖବର ପାଇଁ ନାରାୟଣପାଟଣା ରେଂଜର ଏ କେ ପାଢି ସମେତ ୫ ଜଣ Continue Reading
Top Stories
By Suryanarayan Panda Koraput, Nov. 11: At least two suspected Maoists were killed and a few others sustained injuries during an encounter with the security personnel in Odisha’s Koraput district on Thursday night. According to Deputy Inspector General (DIG-southern-western range),  Rajesh Pandit, the encounter took place when the ultras opened fire on the security Continue Reading
Odisha News
କୋରାପୁଟ,୨୪/୧୦: ବାରହା ଶିକାର ପାଇଁ ଆଳୁ ବାଡ଼ରେ ବିଛା ଯାଇଥିବା ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏଭଳି ଘଟଣା ଘଟିଛି କୋରାପୁଟ ଜିଲ୍ଲା ନନ୍ଦପୁର ଥାନା ଅନ୍ତର୍ଗତ ମେଡିପୁଟ ଗାଁରେ। ମୃତ ବ୍ୟକ୍ତି ଜଣଙ୍କ ପଦୁ ଗୁଣ୍ଠା। ତାଙ୍କୁ ୩୫ ବର୍ଷ ହୋଇଥିଲା।ପଦୁ ନିଜ କ୍ଷେତରେ ଆଳୁ ଚାଷ କରିଥିଲେ। ଆଜି ଭୋର ସମୟରେ ଆଳୁ ଲଗାଇଥିବା ଜମି ନିକଟରେ ଲାଇଟ୍ ଦେଖାଯାଇଥିଲା। କିଏ ଚୋର ତାଙ୍କ ଆଳୁ ଖୋଳି ନେଉଯାଉଛି […]Continue Reading
Odisha News
ଲକ୍ଷ୍ମୀପୁର, ୧୪/୯: କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନର ଦୋହରିକରଣ କାର‌୍ୟ୍ୟ ଚାଲିଥିବା ବେଳେ ଅଘଟଣ ଘଟିଛି। ଟନେଲ୍ କାମ କରୁଥିବା ବେଳେ ମାଟି ଅତଡ଼ା ଖସି ଦୁଇ ଜଣ ଶ୍ରମିକଙ୍କର ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରବି ପ୍ରେପେକା ଓ ଜହରଦିନ୍।ସୂଚନା ଅନୁସାରେ ସବୁଦିନ ପରି ଆଜି ମଧ୍ୟ କୋରାପୁଟ-ରାୟଗଡ଼ା ଟ୍ରେନ୍ ଲାଇନ୍ର ଦୋହରିକରଣ ପାଇଁ କାମ ଚାଲିଥିଲା। କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ୨ନମ୍ବର ଟନେଲ୍ରେ ଏହି କାମ ଚାଲିଥିଲା ମାଟି ଚାପି ହୋଇଯାଇଥିଲା। Continue Reading
Odisha News
ଜୟପୁର,୨୩/୮: ଅତ୍ୟଧିକ ଋଣଭାର ସହିନପାରି ଆଜି ଜଣେ ଚାଷୀ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ମୃତ ଚାଷୀ ଜଣକ ହେଲେ କୋରାପୁଟ ଜିଲ୍ଲା ବିସିଂପୁର ଥାନା ଅନ୍ତର୍ଗତ ନକୁଳଗୁଡ଼ା ଗାଁର ଚାଷୀ ଡୁମର ହରିଜନ।ସୂଚନା ଅନୁସାରେ ଡୁମର ହରିଜନ ଚଳିତ ବର୍ଷ ଖରିଫ ଚାଷ ପାଇଁ ଟଙ୍କା ପ୍ରାୟ ୭୦ ହଜାର ଟଙ୍କା ଋଣ କରିଥିଲେ। କିନ୍ତୁ ଲଗାଣ ବର୍ଷା ଯୋଗୁଁ ଫସଲ ଭଲ ହୋଇପାରି ନଥିଲା। ଫଳରେ ଡୁମର ଫସଲ ନଷ୍ଟ ହୋଇଯାଇଥିବାରୁ ମାନସିକ ଚିନ୍ତାରେ […]Continue Reading
Seo wordpress plugin by www.seowizard.org.