କୋରାପୁଟ,୨୪/୧: ମାଛକୁଣ୍ଡ ପୁଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘରୁ ୧୨୩ କେଜି ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗାଁର ତ୍ରିନାଥ ଖରାଙ୍କ ଘରୁ ମାଛକୁଣ୍ଡ ପୁଲିସ ଚୋରାଚାଲାଣ କରାଯାଉଥିବା ୧୨୩ କିଲୋଗ୍ରାମ ଶହେ ଗ୍ରାମ ଜବତ କରିଛି।ଏ ବିଷୟରେ ପୂର୍ବ ସୂଚନା ପାଇବା ପରେ ମାଛକୁଣ୍ଡ ପୁଲିସ ତ୍ରିନାଥଙ୍କ ଘରେ ଚଢ଼ଉ କରିଥିଲା। ତେବେ Continue Reading
କୋରାପୁଟ,୨୧/୨ : ବହି ଖାତା ବଦଳରେ ସ୍କୁଲ ବ୍ୟାଗରେ ପଶିଥିଲା ଗଞ୍ଜେଇ । ସ୍କୁଲ, କଲେଜ ଯିବା ବଦଳରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ୪ ଯୁବକ। ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣରେ ମାହିର ମାଫିଆ ଏଥର ପୁଲିସ୍ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାହାର କରିଛନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ ସହ […]Continue Reading
କୋରାପୁଟ, ୨/୧୦: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।Continue Reading
କୋରାପୁଟ/ଜୟପୁର,୨୪/୮: ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ Continue Reading
କୋରାପୁଟ, ୨୩/୬: କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ନାବାଳକଙ୍କର ମୃତ୍ୟୁ ହୋଇଛି ।ସଦର ଥାନା ମାଝିଗୁଡା ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।ଭାରତ ମାଳା ଯୋଜନାରେ ନିର୍ମାଣ ଚାଲିଛି ଇକୋନୋମିକ କରିଡ଼ର । କାମରେ ନିୟୋଜିତ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା […]Continue Reading
କୋରାପୁଟ, ୨୨/୪ : କୋରାପୁଟ ଜିଲ୍ଲା ଦାମନଯୋଡ଼ି ଥାନା ଅଂଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଚୈତ୍ର ପର୍ବ ଚାଲିଥିବା ବେଳେ ୨ ସାହି ମଧ୍ୟରେ ସାମାନ୍ୟ ବଚସାରୁ ହତ୍ୟାକାଣ୍ଡ ହୋଇଛି। ସଂଘବଦ୍ଧ ଆକ୍ରମଣରେ ଦାମନଯୋଡ଼ି ଥାନା ସିନ୍ଧିପାର ଗାଁର ୨ ଯୁବକଙ୍କ ମୃତ୍ୟୁ ଘଟିଥିବା ବେଳେ ଜଣେ ଗୁରୁତର ହୋଇଥିବାର ସୂଚନା ମିଳିଛି। ଗୁରୁତରଙ୍କୁ ବିଶାଖାପାଟଣା ସ୍ଥାନାନ୍ତର କରାଯାଇଛି।ସୂଚନା ଅନୁଯାୟୀ, ସିନ୍ଧିପାର ଗାଁରେ ଲୋକେ ଉତ୍ସବ ପାଳୁଥିବା ବେଳେ ଝଡିଗୁଡା Continue Reading