Home Posts tagged koraput district (Page 2)
Odisha News
ଜୟପୁର,୯/୫: ଜୟପୁରରେ କେନ୍ଦ୍ରୀୟ ବିଦ୍ୟାଳୟ ପ୍ରତିଷ୍ଠା ଓ ଜିଲ୍ଲାଭିତ୍ତିକ ନିଯୁକ୍ତି ଆଦି ୫ଦଫା ଦାବିକୁ ନେଇ ଆଜି ୯ ତାରିଖ ଦିନ ୧୨ ଘଣ୍ଟିଆ ବନ୍ଦ ଡାକରା ଦେଇଛି କଂଗ୍ରେସ। ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ୧୨ ଘଣ୍ଟିଆ ଜିଲ୍ଲାର ସୁଙ୍କି, ଚାନ୍ଦିଲି, କୋଟପାଡ, ବୋରିଗୁମ୍ମା, ଜୟପୁର, କୋରାପୁଟ, ଲମତାପୁଟ, ପଟ୍ଟାଙ୍ଗି ସହ ସବୁ ବ୍ଲକ ସଦର ମହକୁମା, ପୌରପାଳିକା ଓ ଏଏନସିରେ ସମ୍ପୂର୍ଣ୍ଣ ରୁପେ ବନ୍ଦ କରାଯାଇଥିବାର ଖବର ମିଳିଛି।ଏହି ବନ୍ଦର Continue Reading
Odisha News
କୋରାପୁଟ,୧୬/୩ : ଏକ ଘର ଭିତରୁ ମା’ ଓ ୨ ବର୍ଷ ଝିଅର ଝୁଲନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଘଟଣାଟି ଘଟିଛି କୋରାପୁଟ ଜିଲ୍ଲା କାକିରିଗୁମ୍ମା ଥାନା ଅନ୍ତର୍ଗତ ଲଚ୍ଛମଣି ଗାଁରେ। ମୃତକମାନେ ହେଲେ ପଦ୍ମା ସାଉନ୍ତା ଓ ତାଙ୍କ ଝିଅ ମେରିଓମ ସାଉନ୍ତା।ପଦ୍ମା ଓ ତାଙ୍କ ଝିଅଙ୍କ ମୃତଦେହ ଘରେ ଝୁଲି ରହିଥିବା ଆଜି ସକାଳେ ପଡ଼ୋଶୀମାନେ ଦେଖିଥିଲେ। ଏନେଇ ସେମାନେ ପୁଲିସକୁ ଖବର ଦେଇଥିଲେ। ପୁଲିସ ପହଞ୍ଚି ମୃତଦେହ ଦୁଇଟିକୁ ଉଦ୍ଧାର କରିଛି। ଏହି […]Continue Reading
Odisha News
କୋରାପୁଟ,୧୬/୩: ଅନ୍ୟ ପିଲାଙ୍କ ପରି ସେ ବି ପରୀକ୍ଷା ପାଇଁ ପ୍ରସ୍ତୁତ ହୋଇଥିଲେ। ସକାଳେ ବାପାଙ୍କ ସହ ପରୀକ୍ଷା କେନ୍ଦ୍ରକୁ ଆସିଥିଲେ। ସ୍ୱାଭାବିକ ଭାବେ ପରୀକ୍ଷା ଦେଉ ଦେଉ ହଠାତ୍ ବାହାରିଲା ଫିଟ୍ସ। ସ୍କୁଲ କର୍ତ୍ତୃପକ୍ଷ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ସେଠାରେ ଡାକ୍ତର ପରିକ୍ଷାର୍ଥୀଙ୍କୁ ମୃତ ଘୋଷଣା କଲେ।ଏପରି ଅଭାବନୀୟ ଘଟଣା କୋରାପୁଟ ଜିଲ୍ଲା ଦାମନଯୋଡି ସରସ୍ଵତୀ ବିଦ୍ୟା ମନ୍ଦିର ପରୀକ୍ଷା କେନ୍ଦ୍ରରେ ଆଜି ଘଟିଛି। ମୃତ ଛାତ୍ରଜଣକ ହେଲେ କୁନା Continue Reading
Odisha News
କୋରାପୁଟ,୩/୩: କୋରାପୁଟ ଜିଲ୍ଲା ନାରାୟଣପାଟଣାରେ ଆଜି ଭୋରରୁ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୮ ରେକର୍ଡ କରାଯାଇଛି।ଆଜି ଭୋର ୫ଟା ୫ ମିନିଟରେ ଭୂମିକମ୍ପ ଅନୁଭୂତ ହୋଇଥିଲା। ଛତିଶଗଡ ଜଗଦଲପୁରଠାରୁ ୧୨୯ କିଲୋମିଟର ଦୂରରେ ଭୂମିକମ୍ପର କେନ୍ଦ୍ରସ୍ଥଳ ରହିଥିଲା। ଏନେଇ ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି ପକ୍ଷରୁ ସ୍ପଷ୍ଟ କରାଯାଇଛି ।ନାରାୟଣପାଟଣା ବନ୍ଧୁଗାଁ,ଲକ୍ଷ୍ମୀପୁର, କୋରାପୁଟର ବହୁ ଅଞ୍ଚଳରେ କିଛି ସମୟ ପାଇଁ Continue Reading
Odisha News
କୋରାପୁଟ,୨/୨: କୋରାପୁଟର ଶିବଲିଙ୍ଗପୁରମ୍ ନିକଟରେ ଏକ ମାଲବାହୀ ଟ୍ରେନ ଆଜି ସକାଳେ ଲାଇନଚ୍ୟୁତ ହୋଇଛି। ମାଲବାହୀ ଟ୍ରେନ୍ଟି କୋତାବାଲସାରୁ ଆରକୁ ଯାଉଥିବା ବେଳେ ଶିବଲିଙ୍ଗପୁରମ୍ ନିକଟରେ ୧୧ଟି ବଗି ଟ୍ରାକ୍ରୁ ଖସି ଯାଇଥିଲା।ଟ୍ରେନ୍ଟି ଲାଇନ ଚ୍ୟୁତ ହେବା ଯୋଗୁ କାହାର କିଛି କ୍ଷତି ହୋଇନାହିଁ। ତେବେ କେଉଁ କାରଣ ପାଇଁ ମାଲବାହୀ ଟ୍ରେନ୍ଟି ଲାଇନ୍ଚ୍ୟୁତ୍ ହୋଇଛି, ତାର କାରଣ ଜଣାପଡ଼ି ନାହିଁ।ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ ହେବା ଯୋଗୁ ସେହି ରୁଟ୍ରେ ରେଳ Continue Reading
Odisha News
କୋରାପୁଟ,୨୪/୧: ମାଛକୁଣ୍ଡ ପୁଲିସ ଦ୍ୱାରା ଜଣେ ବ୍ୟକ୍ତିଙ୍କ ଘରୁ ୧୨୩ କେଜି ଗଞ୍ଜେଇ ଜବତ କରାଯାଇଥିବାର ଖବର ମିଳିଛି। ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ପ୍ରାୟ ୧୨ ଲକ୍ଷ ଟଙ୍କା ହେବ।ସୂଚନା ଅନୁଯାୟୀ, ମାଛକୁଣ୍ଡ ଥାନା ଅନ୍ତର୍ଗତ ବାଲେଲ ଗାଁର ତ୍ରିନାଥ ଖରାଙ୍କ ଘରୁ ମାଛକୁଣ୍ଡ ପୁଲିସ ଚୋରାଚାଲାଣ କରାଯାଉଥିବା ୧୨୩ କିଲୋଗ୍ରାମ ଶହେ ଗ୍ରାମ ଜବତ କରିଛି।ଏ ବିଷୟରେ ପୂର୍ବ ସୂଚନା ପାଇବା ପରେ ମାଛକୁଣ୍ଡ ପୁଲିସ ତ୍ରିନାଥଙ୍କ ଘରେ ଚଢ଼ଉ କରିଥିଲା। ତେବେ Continue Reading
Odisha News
କୋରାପୁଟ,୨୧/୨ : ବହି ଖାତା ବଦଳରେ ସ୍କୁଲ ବ୍ୟାଗରେ ପଶିଥିଲା ଗଞ୍ଜେଇ । ସ୍କୁଲ, କଲେଜ ଯିବା ବଦଳରେ ବାହାର ରାଜ୍ୟକୁ ଗଞ୍ଜେଇ ଚାଲାଣ କରୁଥିଲେ ୪ ଯୁବକ। ଭିନ୍ନ ଭିନ୍ନ ଉପାୟରେ ଗଞ୍ଜେଇ ଚାଲାଣରେ ମାହିର ମାଫିଆ ଏଥର ପୁଲିସ୍ ଆଖିରୁ ବର୍ତ୍ତିବାକୁ ଏକ ଉପାୟ ବାହାର କରିଛନ୍ତି। ହେଲେ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ କୋରାପୁଟ ଜିଲ୍ଲା ମାଛକୁଣ୍ଡ ଓ ଲମତାପୁଟ ପୁଲିସ ମଲେଗାଁ ଛକ ନିକଟରେ ଚଢ଼ାଉ କରି ଗଞ୍ଜେଇ ଜବତ ସହ […]Continue Reading
Odisha News
କୋରାପୁଟ, ୨/୧୦: ଦାମନଯୋଡି ଷ୍ଟେସନ ନିକଟରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଆମ୍ବଗାଁ-କିଲାର ଲେବୁଲ କ୍ରସିଂରେ କାରକୁ ଧକ୍କା ଦେଲା ଟ୍ରେନ୍ ଇଞ୍ଜିନ । ଫଳରେ ଦୁର୍ଘଟଣାରେ ତିନିଜଣ ଗୁରୁତର ଆହତ ହୋଇଛନ୍ତି । ଦାମନଯୋଡି ନାଲକୋ ଡାକ୍ତରଖାନାରେ ଆହତଙ୍କୁ ଚିକିତ୍ସା କରାଯାଉଛି । ଘଟଣାସ୍ଥଳରେ ଦାମନଯୋଡି ପୋଲିସ ସହ ରେଲ୍ୱେ ପୋଲିସ୍ ଫୋର୍ସ ପହଞ୍ଚି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି ।Continue Reading
Odisha News
କୋରାପୁଟ/ଜୟପୁର,୨୪/୮: ପଦ୍ମଶ୍ରୀ କମଳା ପୁଜାରୀଙ୍କୁ କଟକ ବଡ଼ ମେଡ଼ିକାଲକୁ ସ୍ଥାନାନ୍ତର କରାଯାଇଛି । ଅଧିକ ଚିକିତ୍ସା ଆବଶ୍ୟକ ପଡୁଥିବାରୁ ଜିଲ୍ଲା ମୁଖ୍ୟ ଚିିତ୍ସାଳୟ ଡାକ୍ତରୀ ଟିମ୍ ଓ ଜିଲ୍ଲା ପ୍ରଶାସନର ନିଷ୍ପତ୍ତି କ୍ରମେ ଏହି ପଦକ୍ଷେପ ନିଆଯାଇଥିବା ଡାକ୍ତର ସୂଚନା ଦେଇଛନ୍ତି ।ଗତ କିଛିଦିନ ପୂର୍ବେ କମଳା ପୂଜାରୀଙ୍କୁ ଜ୍ଵର ଝାଡା ହେବା ସହିତ ଦୁର୍ବଳ ଅନୁଭବ ହେବାରୁ ତାଙ୍କୁ ଡାକ୍ତର ଖାନରେ ଭର୍ତି କରା ଯାଇଥିଲା। ତେବେ ଚିକିତ୍ସା ପରେ ତାଙ୍କ Continue Reading
Odisha News
କୋରାପୁଟ, ୨୩/୬: କୋରାପୁଟରେ ଏକ ଅଭାବନୀୟ ଘଟଣା ଘଟିଛି । ପାଣି ଭର୍ତ୍ତି ଗଭୀର ଗାତରେ ପଡି ୪ ନାବାଳକଙ୍କର ମୃତ୍ୟୁ ହୋଇଛି ।ସଦର ଥାନା ମାଝିଗୁଡା ନିକଟରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ସ୍ଥାନୀୟ ବାସିନ୍ଦା ଓ ଅଗ୍ନିଶମ ବାହିନୀ କର୍ମଚାରୀଙ୍କ ଦ୍ବାରା ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡ଼ିଛି ।ଭାରତ ମାଳା ଯୋଜନାରେ ନିର୍ମାଣ ଚାଲିଛି ଇକୋନୋମିକ କରିଡ଼ର । କାମରେ ନିୟୋଜିତ ଥିବା ଠିକା ସଂସ୍ଥା ଓ ବିଭାଗୀୟ ଅଧିକାରୀଙ୍କ ଦାୟିତ୍ୱହୀନତା […]Continue Reading
Seo wordpress plugin by www.seowizard.org.