
କୋରାପୁଟ, ୧୪/୫: କୋରାପୁଟ ଜିଲ୍ଲା ପଟ୍ଟାଙ୍ଗି ବ୍ଲକର ଅମ୍ପାବାଲି ପଞ୍ଚାୟତ କନ୍ଧପୁଟାବନ୍ଧ ଗାଁରେ ଏକ ହୃଦୟବିଦାରକ ଘଟଣା ଘଟିଛି । କାଳବୈଶାଖୀ ପ୍ରଭାବରେ ଆଜି ଉକ୍ତ ଅଞ୍ଚଳରେ ବର୍ଷା ସହ ବିଜୁଳି, ଘଡ଼ଘଡ଼ି ହୋଇଥିଲା । ଏହି ବଜ୍ରପାତ ୩ ଜଣଙ୍କର ଜୀବନ ନେଇଛି । ଗୋଟିଏ ପରିବାରର ବାପା ଓ ଝିଅ ସହ ମାଉସୀର ମୃତ୍ୟୁ ହୋଇଥିବା ଜଣାପଡିଛି ।ସୂଚନା ଅନୁସାରେ, କନ୍ଧପୁଟାବନ୍ଧ ଗ୍ରାମର ଜଣେ ଲୋକ ନିଜ ଝିଅ ଓ ସ୍ତ୍ରୀ ସହିତ ବିଲରେ […]Continue Reading