Home Posts tagged kiit law school
Odisha News
ଚିତ୍ତରଞ୍ଜନ ବେହୁରାଙ୍କ ରିପୋର୍ଟଭୁବନେଶ୍ୱର, ୧୭/ ୧୦: କିଟ୍ ଲ ସ୍କୁଲ୍ ଲିଗାଲ୍ ସର୍ଭିସେସ୍ କ୍ଲିନିକ୍ ପକ୍ଷରୁ କଟକସ୍ଥିତ ଆଶ୍ରୟ ଦି ସେଲ୍‌ଟରଠାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।ଭିନ୍ନକ୍ଷମ ଶିଶୁମାନଙ୍କର ଆଇନଗତ ଅଧିକାର, ସେମାନଙ୍କ ପାଇଁ ଉପଲବ୍ଧ ଆଇନଗତ ସୁରକ୍ଷା ବ୍ୟବସ୍ଥା ଏବଂ ବିଭିନ୍ନ ସରକାରୀ କଲ୍ୟାଣକାରୀ ଯୋଜନା ସଂପର୍କରେ ସଚେତନତା ସୃଷ୍ଟି କରିବା ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ।ଏହି ଶିବିରରେ ଭିନ୍ନକ୍ଷମ ଶିଶୁମାନଙ୍କ Continue Reading