ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା ,୩୦/୧୨: ଖୋର୍ଦ୍ଧା ସହରକୁ କ୍ୟାବିନ ମୁକ୍ତ କରିବା ପାଇଁ ଜ଼ିଲ୍ଲା ପ୍ରଶାସନ ପକ୍ଷରୁ ଡିସେମ୍ବର ୧୦ ତାରିଖ ଦିନ ପ୍ରଥମେ ଉଦ୍ୟମ ଆରମ୍ଭ କରାଯାଇଥିବା ବେଳେ ସ୍ଥାନୀୟ ବ୍ୟବସାୟୀ ମହାସଂଘ ଏବଂ ବିଭିନ୍ନ ଦଳର ରାଜନେତା ମାନଙ୍କ ପକ୍ଷରୁ ଏହାକୁ ଜୋରଦାର ବିରୋଧ କରାଯାଇଥିଲା। ଫଳରେ ଜିଲ୍ଲା ପ୍ରଶାସନ ପକ୍ଷରୁ ଉଚ୍ଛେଦ ପ୍ରକ୍ରିୟାକୁ ସାମୁହିକ ଭାବରେ ସ୍ଥଗିତ ରଖାଯାଇଥିଲା। ଏହି ଅବସରରେ ଖୋର୍ଦ୍ଧା ବ୍ୟବସାୟୀ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା, ୧୪/୧୨ : ଖୋର୍ଦ୍ଧା ସହରକୁ ସରସ ସୁନ୍ଦର କରିବାକୁ ପ୍ରଶାସନ ଅହରହ ପ୍ରୟାସ କରୁଛି,ଯାହାର ଉଦାହରଣ ଖୋର୍ଦ୍ଧା କ୍ୟାବିନ ଉଚ୍ଛେଦ ପ୍ରକ୍ରିୟା ଅଭିଯାନ ଆରମ୍ଭ ହୋଇଛି। କିନ୍ତୁ ସହରର ଆଭ୍ୟନ୍ତରୀଣ ବାସ୍ତବ ଚିତ୍ର କିଛି ଓଲଟା ଦର୍ଶାଉଛି।ସହରରେ ଏବେବି ଅନେକ ୱାଡ଼ରେ ପଡ଼ିରହୁଛି କୁଢ଼ କୁଢ଼ ଆବର୍ଜନା। କେତେକ ୱାଡ଼ରେ ଥିବା ଡ୍ରେନର ସ୍ଲାବ ଭାଙ୍ଗି ଯାଇଥିବା ବେଳେ ଅନେକ ସ୍ଥାନରେ ଡ୍ରେନ ଗୁଡିକ ମୁକୁଳା ପଡ଼ିଛି। Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧/୧୨: ଆଜି ଖୋର୍ଦ୍ଧା ଜିଲ୍ଲା ସାମ୍ବାଦିକ ୟୁନିଅନ୍ (କେ .ଡି .ୟୁ. ଜେ) ପକ୍ଷରୁ ସାଧାରଣ ପରିଷଦ ବୈଠକ ଓ ଦୁଇ ବାର୍ଷିକ ନିର୍ବାଚନ ଖୋର୍ଦ୍ଧା ଜଳ ସେଚନ ଡାକ ବଙ୍ଗଳା ଠାରେ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବ୍ଲକରୁ ସାମ୍ବାଦିକ ମାନେ ଯୋଗଦେଇଥିଲେ।ଜିଲ୍ଲା ସଭାପତି ବରିଷ୍ଠ ସାମ୍ବାଦିକ ତପନ ନାୟକଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ୟ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଓ ୟୁ ଜେ ରାଜ୍ୟ Continue Reading
ଖୋର୍ଦ୍ଧା, ୧୩/୧୧: ଲାଞ୍ଚ ନେବା ଜଣେ ସରକାର ଅଧିକାରୀ ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି । ସେ ହେଉଛନ୍ତି ଖୋର୍ଦ୍ଧା ବ୍ଲକ୍ ଶିକ୍ଷାଧିକାରୀ କାଦ୍ଦ୍ନ୍ଳ୰ଳୟର ଜୁନିୟର ଆସିଷ୍ଟାଣ୍ଟ ପ୍ରଦୀପ୍ତ କୁମାର ସାହୁ ।ଜଣେ ଅବସର ପ୍ରାପ୍ତ ପ୍ରାଥମିକ ବିଦ୍ୟାଳୟର ଶିକ୍ଷୟତ୍ରୀଙ୍କ ବେତ୍ତନ ସମ୍ପର୍କିତ କାଦ୍ଦ୍ନ୍ଳ କରିବାକୁ ଲାଞ୍ଚ ନେଉଥିବାବେଳେ ସେ ଧରାପଡ଼ିଛନ୍ତି । ତାଙ୍କ ନିକଟରୁ ଲାଞ୍ଚ ନେଇଥିବା ୬୦୦୦ ଟଙ୍କା ଜବତ କରାଯାଇଛି ।ଅଭିଯୋଗକାରୀଙ୍କର ଭଉଣୀ ବିଜୟିନୀ Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୧୧/୧୦ : “ନିଶା” କହିଲେ ସାଧାରଣତଃ କୌଣସି ମାଦ୍ରକ ଦ୍ରବ୍ୟ ସେବନ କରିଥିବା ମଣିଷର ବାଚାଲାମୀ ପରିସ୍ଥିତିକୁ ନେଇ ନିଶା ଶବ୍ଦଟି ଲୋକମାନଙ୍କ ମନକୁ ଆସେ ଯେ ତାକୁ ନିଶା ହୋଇଯାଇଛି , ସେ ନିଜର ହିତାହିତ ଜ୍ଞାନ ହରେଇ ବସିଛି।“ନିଶା” ଅନେକ ପ୍ରକାରର ମଣିଷ ଆଶା ଠାରୁ ଅଧିକ କିଛି ପାଇବା ଆଶାରେ ଅତ୍ୟଧିକ ଅକ୍ଲାନ୍ତ ପରିଶ୍ରମ କରିବା ଏକପ୍ରକାର “ନିଶା” ଯାହା ପାଇଁ Continue Reading
ଖୋର୍ଦ୍ଧା , ୧୨/୯ : ସିଲ୍ ହେଲା ଜନସେବା କେନ୍ଦ୍ର । ଖୋର୍ଦ୍ଧା ପୌରାଞ୍ଚଳ ମୁକୁନ୍ଦ ପ୍ରସାଦରେ ଥିବା ଏକ ଜନସେବା କେନ୍ଦ୍ର ସିଲ୍ ହୋଇଛି । ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଏହି କେନ୍ଦ୍ରରେ ଲୋକଙ୍କୁ ଟଙ୍କା ମଗାଯାଉଥିବା ଅଭିଯୋଗ ହୋଇଥିଲା । ଅଭିଯୋଗ ପରେ ଜିଲ୍ଲା ପ୍ରଶାସନ ଏହି ଜନସେବା କେନ୍ଦ୍ରକୁ ସିଲ୍ କରିଛି ।ସୂଚନା ଅନୁଯାୟୀ ଏହି କେନ୍ଦ୍ରକୁ ‘ସୁଭଦ୍ରା’ ଫର୍ମ ଡିଜିଟାଇଜେସନ୍ ପାଇଁ ଆସୁଥିବା ହିତାଧିକାରୀଙ୍କୁ Continue Reading
ଖୋର୍ଦ୍ଧା,୨୫/୮: ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରେ ଜଣେ ଯୁବକକୁ ହାଣି ହତ୍ୟା କରାଯାଇଥିବା ଘଟଣା ଖୋର୍ଦ୍ଧା ସହରରେ ଚାଞ୍ଚଲ୍ୟ ଖେଳାଇ ଦେଇଛି। ମୃତକ ମୁକୁନ୍ଦପ୍ରସାଦର ଶେଖ୍ ସାଜିଦ।ସୂଚନା ଅନୁଯାୟୀ, ଯୁବକଜଣକ ଏକ ଗ୍ୟାରେଜରେ କାମ କରୁଥିଲେ। ସେଠାରେ କିଛି ଦୁର୍ବୃତ୍ତ ଆସି ଯୁବକକୁ ସଂଘବଦ୍ଧ ଭାବେ ଆକ୍ରମଣ କରିଥିଲେ। ପୋଡ଼ାସାହିର କିଛି ଲୋକ ଖଣ୍ଡାରେ ହାଣିଥିବା କୁହାଯାଉଛି।ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ତାକୁ ଖୋର୍ଦ୍ଧା ମେଡିକାଲରେ ଭର୍ତି Continue Reading
ଖୋର୍ଦ୍ଧା, ୧୨/୭ : ୫ ଦିନ ପରେ ନୟାଗଡ଼ ଜିଲ୍ଲା ରଣପୁର ଅଞ୍ଚଳର ଛାତ୍ର ଓମ ପ୍ରକାଶ ରଥଙ୍କ ମୃତଦେହ ଉଦ୍ଧାର ହୋଇଛି। ଆଜି ସକାଳେ ଖୋର୍ଦ୍ଧା ଜିଲ୍ଲା ତାପଙ୍ଗ ଖଣି ପୋଖରୀରେ ବୁଡ଼ି ନିଖୋଜ ଥିବା ଛାତ୍ର ଓମ ପ୍ରକାଶଙ୍କ ମୃତଦେହ ଉଦ୍ଧାର ହୋଇଛି।ଆଜି ସକାଳେ ମୃତଦେହ ଭାସୁଥିବା ଲୋକେ ଦେଖିବା ପରେ ଏହାକୁ ଉଦ୍ଧାର କରାଯାଇଛି। ୫ ଦିନ ତଳେ ସେଲଫି ନେବା ସମୟରେ ଗୋଡ଼ ଖସିଯିବାରୁ ଦୁଇ ଜଣ ଯୁବକ ପାଣିରେ ବୁଡ଼ି […]Continue Reading
ଖୋର୍ଦ୍ଧା,୬/୭: ଖୋର୍ଦ୍ଧା ଜିଲା ବୋଲଗଡ଼ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ଲାଞ୍ଚ ନେଇ ଧରା ପଡ଼ିଛନ୍ତି।ସୂଚନାଯୋଗ୍ୟ,ଏମ୍ପି ପାଣ୍ଠି ବିନିଯୋଗରେ ବୋଲଗଡ ବ୍ଲକ ଖଙ୍ଗୁରିଆ ପଞ୍ଚାୟତ ଏକ ଗ୍ରାମରେ ନିର୍ମାଣ ହୋଇଥିବା କୋଠାଘର ବିଲ୍ ପାସ କରିବା ପାଇଁ ବ୍ଲକ କନିଷ୍ଠ ଯନ୍ତ୍ରୀ ନୃସିଂହ ନାଥ ପ୍ରଧାନ ୧୯ହଜାର ୨ ଶହ ଟଙ୍କା ଲାଞ୍ଚ ନେଉ ଥିବା ବେଳେ ନୟାଗଡ଼ ଓ ଭୁବନେଶ୍ୱର ଭିଜିଲାନ୍ସ ଟିମ୍ ହାତରେ ଧରାପଡ଼ିଛନ୍ତି।ଭିଜିଲାନ୍ସ ଟିମ୍ ଏହି ରଙ୍ଗ ବୋଳା ନୋଟ ଜବତ Continue Reading
ଖୋର୍ଦ୍ଧା,୭/୬: ଖୋର୍ଦ୍ଧାର ବିଜେପି ବିଧ୍ୟାକ ପ୍ରଶାନ୍ତ ଜଗଦେବଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ଜିଲ୍ଲା ପ୍ରଥମ ଅତିରିକ୍ତ ଜଜ୍ ତାଙ୍କୁ ଏହି ଜାମିନ ପ୍ରଦାନ କରିଛନ୍ତି।୯ ତାରିଖରୁ ତାଙ୍କୁ ୩ ଦିନ ଲାଗି ଅନ୍ତରୀଣ ଜାମିନ ମିଳିଛି। ତିନି ଦିନିଆ ଅନ୍ତରୀଣ ଦେଇଛନ୍ତି ଖୋର୍ଦ୍ଧା ଏଡିଜେ-୧ କୋର୍ଟ। ଶପଥ ଗ୍ରହଣ, ମେଡିକାଲ ଗ୍ରାଉଣ୍ଡ ଓ ଦଶାହ କ୍ରିୟା ପାଇଁ ଜାମିନ ଆବେଦନ ହୋଇଥିଲା।ଆସନ୍ତା ୯ରୁ ୧୧ ତାରିଖ ଯାଏଁ ଜାମିନରେ ରହିବେ ଖୋର୍ଦ୍ଧାର Continue Reading




