ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋରଧା, ୨୩/୧୦:ଖୋରଧା ସହରର ଏକ ପ୍ରମୁଖ ଯାତାୟାତ ମାର୍ଗ ଭାବେ ପରିଚିତ ନୂଆ ବସଷ୍ଟାଣ୍ଡଠାରୁ ଚଣ୍ଡୀଚୂଆ ଛକ ପର୍ଯ୍ୟନ୍ତ ରାସ୍ତାର ନିର୍ମାଣ କାର୍ଯ୍ୟ ଦୀର୍ଘଦିନର ବ୍ୟବଧାନ ପରେ ଆରମ୍ଭ ହୋଇଥିବାରୁ ସହରବାସୀଙ୍କ ମଧ୍ୟରେ ଆଶା ସଞ୍ଚାର ହୋଇଥିଲା।ଦୀର୍ଘଦିନ ଧରି ଖରାପ ରାସ୍ତା ଯୋଗୁଁ ଯାତାୟାତରେ ସମସ୍ୟା ଭୋଗୁଥିବା ଲୋକେ ଏହାର ନବୀକରଣ ହେଲେ ଯାତ୍ରା ସୁଗମ ହେବ ବୋଲି ଆଶା କରିଥିଲେ। କିନ୍ତୁ ନିର୍ମାଣ କାର୍ଯ୍ୟ ଆରମ୍ଭ Continue Reading




