Home Posts tagged khurda district (Page 3)
Odisha News
ଖୋର୍ଦ୍ଧା,୨୪/୧୧:“ଶାଲା ଓଡ଼ିଆ କୁଛ ନେହିଁ ଜାନତା। ଭାଗୋ ଭାଗୋଟ୍ଟ।” ନିଜ ବ୍ୟକ୍ତିଗତ ସହାୟକ(ପିଏ)ଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ କେ. ସୁଦର୍ଶନ ଚକ୍ରବର୍ତ୍ତୀ କଥାକଥାରେ ଏପରି ଗାଳି ଦେଉଥିବା ଅଭିଯୋଗ ହୋଇଛି। ଜିଲ୍ଲାପାଳଙ୍କ ପିଏ ଆଜି ନିଜେ ଏହି ଅଭିଯୋଗ କରିଛନ୍ତି। ପିଏଙ୍କ ପତ୍ନୀ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଏହାକୁ ନେଇ ହଇଚଇ ସୃଷ୍ଟି ହୋଇଛି।ଖୋର୍ଦ୍ଧା ଜିଲ୍ଲାପାଳ ହେଉଛନ୍ତି କେ.ସୁଦର୍ଶନ ଚକ୍ରବର୍ତ୍ତୀ। ତାଙ୍କର ବ୍ୟକ୍ତିଗତ ସହାୟକ Continue Reading
Odisha News
ଖୋର୍ଦ୍ଧା,୪/୧୧: ଖୋର୍ଦ୍ଧା-ବଲାଙ୍ଗିର ୫୭ ନମ୍ବର ଜାତୀୟ ରାଜପଥର ବାଘମାରୀ ନିକଟରେ ଶୁକ୍ରବାର ଭୋରରୁ ଏକ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ପ୍ରବଳ କୁହୁଡ଼ି ଯୋଗୁ ବସ୍ଟି ଓଲଟି ପଡ଼ିବାରୁ ୧୨ ଯାତ୍ରୀ ଆହତ ହୋଇଛନ୍ତି ।ସେମାନଙ୍କ ମଧ୍ୟରୁ ୨ଜଣ ଅବସ୍ଥା ଗୁରୁତର ରହିଥିବାରୁ ସେମାନଙ୍କୁ ଭୁବନେଶ୍ୱର ସ୍ଥାନାନ୍ତର କରାଯାଇଛି। ଅନ୍ୟମାନଙ୍କୁ ଚିକିତ୍ସା ପାଇଁ ଖୋର୍ଦ୍ଧା ମେଡିକାଲରେ ଭର୍ତ୍ତି କରାଯାଇଛି।ଗତକାଲି ରାତିରୁ ଏକ ଘରୋଇ ବସ୍ ୪୦ରୁ ଊର୍ଦ୍ଧ୍ୱ Continue Reading
Odisha News
ଖୋର୍ଦ୍ଧା, ୨୯ /୯ : ଆୟକର ଅଧିକାରୀଙ୍କ ବାସଭବନରେ ସିବିଆଇ ରେଡ୍। ଆୟକର ଅଧିକାରୀ ହେଉଛନ୍ତି ସୁମନ ସୁନ୍ଦର ସାହୁ। ଖୋର୍ଦ୍ଧାର ଶାନ୍ତି ଜୁଏଲର୍ସ ମାଲିକଙ୍କ ଠାରୁ ସୁନା ଓ ଟଙ୍କା ନେଉଥିବା ବେଳେ ସିବିଆଇ ତାଙ୍କୁ ମାଡି ବସିଛନ୍ତି।ସୁମନ ୫ ଲକ୍ଷ ଟଙ୍କା ଓ ସୁନାଚେନ୍ ଲାଞ୍ଚ ନେଉଥିବା ଜଣା ପଡିଛି। ଆହୁରି କାର୍ଯ୍ୟାନୁଷ୍ଠାନ ସ୍ଵରୂପ ସୁମନ ସୁନ୍ଦର ସାହୁଙ୍କ ବାସଭବନରେ ସିବିଆଇର ରେଡ୍ କରିବା ସହ ପଚରାଉଚରା କରୁଛି।Continue Reading
Odisha News
ଖୋର୍ଦ୍ଧା,୪/୮: ଘରର ଛାତ ଉପରୁ ଜଣେ ଯୁବକଙ୍କ ମୃତଦେହ ରକ୍ତାକ୍ତ ଅବସ୍ଥାରେ ଉଦ୍ଧାର କରାଯାଇଛି। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଜଙ୍କିଆ ଥାନା ଅନ୍ତର୍ଗତ ମୋଟା ଗାଁରେ।ଯୁବକଙ୍କ ମୁଣ୍ଡକୁ ଦୁର୍ବୃତ୍ତ ପଥର କିମ୍ବା ଅନ୍ୟ କେଉଁ ଓଜନର ଜିନିଷରେ ଛେଚି ହତ୍ୟା କରିଛି। ମୃତ ଯୁବକ ଜଣଙ୍କ ହେଲେ ରଘୁନାଥ ମହାରଣା। ତାଙ୍କୁ ୪୨ ବର୍ଷ ହୋଇଥିଲା। ରଘୁନାଥଙ୍କ ମୃତଦେହ ନିକଟରେ ତାଙ୍କ ମୋବାଇଲ ପଡ଼ିଛି।ଗତକାଲି ରଘୁନାଥ ଗାଁର ଏକ ନୂଆ କରି ନିର୍ମାଣ କରାଯାଇଥିବା Continue Reading
Odisha News
ଖୋର୍ଦ୍ଧା,୧୨/୭: ଖୋର୍ଦ୍ଧା ଜିଲ୍ଲା ୧୬ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ଟ୍ରକ୍କୁ ଯାତ୍ରୀବାହୀ ବସ୍ ପଛରୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି।ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ଡାକ୍ତରଖାନାରରେ ଭର୍ତ୍ତି କରାଯାଇଛି। ଆହତଙ୍କ ମଧ୍ୟରେ କେତେ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ସେମାନଙ୍କୁ ଭୁବନେଶ୍ୱର ଏମ୍ସକୁ ପଠାଯିବ ବୋଲି ସୂଚନା ମିଳିଛି। ତେବେ ମୃତ ବ୍ୟକ୍ତିଙ୍କର ପରିଚୟ ମିଳିନାହିଁ।ଆଜି ସକାଳ ପ୍ରାୟ ୮ଟା ସମୟରେ ଓମ୍ Continue Reading
Odisha News
ଖୋର୍ଦ୍ଧା, ୮/୭ ବୃହତ୍ତ ଜଳରାଶି ନୀଳାମ୍ବୁ ଚିଲିକାରେ ଶୁକ୍ରବାର ଅପରାହ୍ନରେ ଯାତ୍ରୀମାନଙ୍କର ଏକ ଭସାପୋଲ ଫସି ଯାଇଛି।ଏହି ଖବର ଚାରିଆଡ଼େ ପ୍ରଚାରିତ ହେବା ପରେ ସ୍ଥାନୀୟ ମତ୍ସ୍ୟଜୀବୀଙ୍କ ଦ୍ବାରା ୩୦ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଫସି ରହିଥିବା ଅନ୍ୟ ଯାତ୍ରୀମାନେ ସ୍ଥଳଭାଗକୁ ଆସିବା ପାଇଁ ବ୍ୟାକୁଳ ହୋଇଯାଇଛନ୍ତି। ତେବେ ସଂଜ ନଇଁବାରୁ ଉଦ୍ଧାର କାର୍ଯ୍ୟ ବ୍ୟାପକ ଭାବେ ପ୍ରଭାବିତ ହୋଇଛି।ସୂଚନା ଅନୁସାରେ ପୁରୀ ଜିଲ୍ଲା କୃଷ୍ଣପ୍ରସାଦ Continue Reading
Odisha News
ଖୋର୍ଦ୍ଧା:୩/୭ : ରାସ୍ତାକଡ଼କୁ ଖସିଲା ଯାତ୍ରାବାହୀ ବସ୍ । ଖୋର୍ଦ୍ଧା-ବାଘମାରୀ ସିମୋର ରାସ୍ତାରେ ବସ ଭାରସାମ୍ୟ ହରାଇ ରାସ୍ତାକଡ଼ରୁ ଖସିପଡିଛି ।ଯାହାଫଳରେ ବସ୍ରେ ଥିବା ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ସମସ୍ତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି । ସେପଟେ ଦୁର୍ଘଟଣା ସଂପର୍କରେ ଖବର ପାଇ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।ଖବର ଅନୁଯାୟୀ, ୨୦ ରୁ ଅଧିକ ଯାତ୍ରୀ ନେଇ ବାଙ୍କୀରୁ ଭୁବନେଶ୍ୱର Continue Reading
Odisha News
ଖୋର୍ଦ୍ଧା, ୨୨/୩: କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ମାମଲାରେ ଆସ୍ତେ ଆସ୍ତେ ଖୋଲୁଛି ପେଡ଼ି। ଏହି ହତ୍ୟାକାଣ୍ଡରେ ମନ୍ତ୍ରୀ ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କ ହାତ ରହିଛି ବୋଲି ମାନସଙ୍କ ପତ୍ନୀ ଯମୁନା ସ୍ୱାଇଁ ଅଭିଯୋଗ କରିଛନ୍ତି।ଯମୁନା କହିଛନ୍ତି, ପ୍ରତାପ ଜେନା ଓ ଦିବ୍ୟଶଙ୍କର ମିଶ୍ରଙ୍କୁ ଗିରଫ କରାଯାଉ। ସେମାନେ ଏହି ହତ୍ୟାକାଣ୍ଡ ବିଷୟରେ ସବୁ ଜାଣିଛନ୍ତି। ସେମାନଙ୍କର ଫଟୋ ଆସିଛି, ତେଣୁ ସେମାନଙ୍କର ହାତ ରହିଛି। ଏହି ହତ୍ୟାକାଣ୍ଡରେ Continue Reading