ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୮/୮ : ସ୍ୱାଧୀନତା ଦିବସ ପୂର୍ବରୁ ଜିଲ୍ଲା ପ୍ରଶାସନ ର ଖସଡ଼ା ପ୍ରସ୍ତୁତ । ଦଶ ବ୍ଲକ ବିଡ଼ିଓଙ୍କ ସହ ଜିଲ୍ଲାପାଳ ଙ୍କ ଆଭାସୀ ବୈଠକ ।ଚାଳିଶ ଅମୃତ ସରବୋର ରେ ହେବ ଜାତୀୟ ପତାକା ଉତୋଳନ ।ମେରୀ ମାଟି ମେରୀ ଦେଶ କାର୍ଯ୍ୟକ୍ରମ ରେ ପ୍ରତି ଅମୃତ ପୋଖରୀ ରେ ଲାଗିବ ୭୫ ଚାରା ପ୍ରତି ଘରେ ଉଡ଼ିବ ତିରଙ୍ଗା, ମଧୁ ବାବୁ ପେନସନ ଯୋଜନା ଓ ମୋ ଘର ପାଇଁ […]Continue Reading
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା,୮/୮ : ମଙ୍ଗଳବାର ଯୁବ ମହୋତ୍ସବ ପାଳନ ଅବସରରେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରୁ CDM & PHO ଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ଏକ ଗଣ ଦୌଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଉକ୍ତ ଗଣ ଦୌଡ଼ ଟିକୁ ଖୋର୍ଦ୍ଧା ଜିଲ୍ଲାର ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ ଓଇଝ ସକାଳ ସମୟ ୭.୩୦ ମିନିଟି ରେ ପତାକା ଦେଖାଇ ଶୁଭାରମ୍ଭ କରିଥିଲ ।ଏଥିରେ ରେଡ ରିବନ କ୍ଲବ (RRC), ୟୁଥ ରେଡ […]Continue Reading
ଖୋର୍ଦ୍ଧା,୧୯/୬ : ଦୁର୍ବୃତ୍ତଙ୍କ ଗୁଳିମାଡରେ ଟଳିପଡିଲେ ଠିକାଦାର। ଏଭଳି ଘଟଣା ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅଞ୍ଚଳରେ। ମୃତ ବ୍ୟକ୍ତି ଜଣଙ୍କ ହେଲେ ଟାଙ୍ଗୀ ଥାନା ରାଧାମୋହନପୁର ଗାଁର ରମେଶ ରାଉତ।ସୂଚନା ଅନୁଯାୟୀ, ଗତକାଲି ରାତିରେ ରମେଶ ଓ ତାଙ୍କର ଦୁଇ ସାଙ୍ଗ ବାଇକ୍ ଯୋଗେ ଏକ ଢାବାକୁ ଖାଇବାକୁ ଯାଇଥିଲେ। ଖାଇ ସାରି ବାଇକରେ ଘରକୁ ଫେରିଲା ବେଳେ ଟାଙ୍ଗୀ ଥାନା ଚଣ୍ଡେଶ୍ୱର ଛକ ନିକଟ ମୁଣ୍ଡାଳ ରାସ୍ତାରେ ଦୁଇ ଜଣ ଦୁର୍ବୃତ୍ତ ବାଇକରେ ଆସି […]Continue Reading
ଖୋର୍ଦ୍ଧା,୧୬/୫ : ଦୁଇ ଗୋଷ୍ଠୀ ମଧ୍ୟରେ ବଚସା ଚାଲିଥିଲା ବେଳେ ଫୁଟିଲା ଗୁଳି। ଗୁଳିମାଡ଼ରେ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି ଖୋର୍ଦ୍ଧା ଟାଉନ ଥାନା ଅନ୍ତର୍ଗତ ପାନବରଜ ଗାଁରେ। ଗୁରୁତର ଆହତଙ୍କୁ ରାଜଧାନୀର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଆହତ ଯୁବକ ଜଣଙ୍କ ହେଲେ ବବୁଲୁ। ତାଙ୍କ ଛାତିରେ ଗୁଳି ବାଜିଛି।ଗତକାଲି ରାତିରେ ବ୍ରାଉନସୁଗର କାରବାରକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ବଚସା ହୋଇଥିଲା। ପରେ ଅନ୍ୟ ଗୋଷ୍ଠୀର ଜଣେ ଯୁବକ Continue Reading
ଖୋର୍ଦ୍ଧା,୧୧/୫: ଜଟଣୀରେ ହେବ କ୍ୟାନ୍ସର ହସ୍ପିଟାଲ୍। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଭିଡିଓ କନଫରେନସିଂରେ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତିା ଏଠି କ୍ୟାନ୍ସର ରୋଗୀଙ୍କ ଉତ୍ତମ ଚିକିତ୍ସା ଓ ନିରାକରଣ ଦିଗରେ କାର୍ଯ୍ୟ ହେବ।୨୦୦ ଶହ ବେଡ୍ ବିଶିଷ୍ଠ ଏହି ହସ୍ପିଟାଲ ମୋଟ ୬୫୦ କୋଟି ଟଙ୍କା ବିନିଯୋଗରେ ନିର୍ମାଣ ହେବ। କେନ୍ଦ୍ର ଆଟୋମିକ୍ ଏନର୍ଜି ମୋଟ ବ୍ୟୟ ଅଟକଳର ୪୦୦ କୋଟି ଟଙ୍କା ଖର୍ଚ୍ଚ କରୁଥିବା ବେଳେ ଓ ଟାଟା ଟ୍ରଷ୍ଟ ୨୫୦ କୋଟି ଟଙ୍କା ବ୍ୟୟ Continue Reading
ଖୋର୍ଦ୍ଧା,୨୧/୩: ଯବାନମାନଙ୍କୁ ନେଇ ଯାଉଥିବା ଭ୍ୟାନ୍ଟି ଭାରସାମ୍ୟ ହରାଇ ବିଲକୁ ଓଲଟି ପଡ଼ିବାରୁ ୬ଜଣ ଆଇଟିବିପି ଯବାନ ଆହତ ହୋଇଛନ୍ତି। ଖୋର୍ଦ୍ଧା ଜିଲ୍ଲା ବୋଲଗଡ଼ ନିକଟରେ ଆଜି ସକାଳେ ଏହି ଦୁର୍ଘଟଣା ଘଟିଛି। ଆହତ ଯବାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।ଆଜି ସକାଳେ ୬ଜଣ ଯବାନ ଖୋର୍ଦ୍ଧା ଆଇଟିବିପି କ୍ୟାମ୍ପରୁ ଏକ ଭ୍ୟାନରେ ବିଭିନ୍ନ ସାମଗ୍ରୀ ନେଇ ଛତିଶଗଡ଼ ଆଇଟିବିପି କ୍ୟାମ୍ପକୁ ଯାଉଥିଲେ। ବୋଲଗଡ଼ ନିକଟରେ ଭ୍ୟାନଟି Continue Reading
ଖୋର୍ଦ୍ଧା,୧୪/୩ : ଆସନ୍ତାକାଲିଠାରୁ ୧୦ ଦଫା ଦାବିରେ ଓଡ଼ିଶା ଡ୍ରାଇଭର ଏକତା ମହାମଞ୍ଚ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଷ୍ଟିୟରିଂ ଛାଡ଼ ଆନ୍ଦୋଳନ କରାଯିବାକୁ ଥିବା ବେଳେ ତା’ପୂର୍ବରୁ ସୃଷ୍ଟି ହୋଇଛି ବିବାଦୀୟ ସ୍ଥିତି।ଘରୋଇ ବସ୍ ମାଲିକ ସଂଘ ଯାତ୍ରୀବାହୀ ବସ୍ ଚଳାଚଳ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଓଡ଼ିଶା ଡ୍ରାଇଭର ଏକତା ମହମଞ୍ଚ ବସ୍ ସମେତ ପରିବହନ ସହିତ ଜଡ଼ିତ କୌଣସି ହଳଦିଆ ନମ୍ବର ବିଶିଷ୍ଟ ଗାଡ଼ିକୁ ଛଡ଼ାଯିବନି ବୋଲି କହିଛି।ଖୋର୍ଦ୍ଧା Continue Reading
ଖୋର୍ଦ୍ଧା,୬/୩: ବାଣ ତିଆରି ବେଳେ ବିସ୍ଫୋରଣ ଘଟି ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୪ ଜଣ ଆହତ ହୋଇଛନ୍ତି। ଆଜି ଏପରି ଅଘଟଣ ଘଟିଛି ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ଭୂଷଣ୍ଡପୁର ଗାଁରେ। ଆହତମାନଙ୍କୁ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ମୃତମାନଙ୍କ ପରିଚୟ ମିଳିନାହିଁ।ଦୋଳ ପୂର୍ଣ୍ଣିମା ପାଇଁ ଭୂଷଣ୍ଡପୁର ଗାଁର ଏକ ଘରେ ବାଣ ପ୍ରସ୍ତୁତି ହେଉଥିଲା। ଆଜି ସକାଳେ ହଠାତ୍ ସେହି ଘରେ ବାଣ ବିସ୍ଫୋରଣ ହୋଇ ନିଆଁ […]Continue Reading
ଖୋର୍ଦ୍ଧା ,୨୨/୧: ଟ୍ରଲି ବ୍ୟାଗରୁ ମିଳିଲା ଯୁବକଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ। ଖୋର୍ଦ୍ଧା ନାଚୁଣୀ ନିକଟ ହରିପୁର ରୋଡ୍ର ଜନଗହଳିପୂର୍ଣ୍ଣ ତାରିଣୀ ମନ୍ଦିର ନିକଟରୁ ଏହି ମୃତଦେହକୁ ଠାବ କରାଯାଇଛି। ଟ୍ରଲିବ୍ୟାଗ୍ରେ ଥିବା ମୃତଦେହକୁ ଜବତ କରିଛି ନାଚୁଣି ପୁଲିସ। ତେବେ ମୃତକଙ୍କ ପରିଚୟ ମିଳିପାରିନାହିଁ।କେହି ଦୁର୍ବୃତ୍ତ ଏହି ଯୁବକଙ୍କୁ ହତ୍ୟାକରିବା ପରେ ବ୍ୟାଗ୍ରେ ମୃତଦେହକୁ ଭର୍ତ୍ତି କରି ଫୋପୋଡି ଦେଇଥିବା ସନ୍ଦେହ କରାଯାଉଛି। ମାମଲାର ଅଧିକ ତଦନ୍ତ ଜାରି Continue Reading
ଖୋର୍ଦ୍ଧା,୨୦/୧: ରାଜ୍ୟରେ ବ୍ରାଉନ୍ସୁଗାର ମାଫିଆ ମାତିଛନ୍ତି। କମ ସମୟ ମଧ୍ୟରେ କୋଟିପତି ହେବା ପାଇଁ ମାଫିଆମାନେ ମନ ବଳାଉଛନ୍ତି। ଖୋର୍ଦ୍ଧା ଟାଉନ୍ ଥାନା ପୁଲିସ୍ ୪୦ ଲକ୍ଷ ଟଙ୍କାର ବ୍ରାଉନ୍ସୁଗାର ଜବତ କରିଛି।ବ୍ରାଉନ୍ସୁଗାର ଚାଲାଣ କରୁଥିବା ୨ ଜଣଙ୍କୁ ପୁଲିସ ଗିରଫ କରିବା ସହ ଏକ ବୋଲେରୋ ଜବତ କରିଛି ପୁଲିସ। ଅଭିଯୁକ୍ତମାନେ ବିହାରରୁ ବ୍ରାଉନ୍ସୁଗାର ନେଇ ଯାଉଥିବା ବେଳେ ହଳଦିଆ ପେଟ୍ରୋଲ ପମ୍ପ ନିକଟରେ ଧରାପଡ଼ିଛନ୍ତି।ଗତ ୫ ତାରିଖ ଦିନ ଖୋର୍ଦ୍ଧା Continue Reading