
ପ୍ରସନ୍ନ କୁମାର ପାଇକରାୟଙ୍କ ରିପୋର୍ଟଖୋର୍ଦ୍ଧା , ୨୫/୩ :ଖୋର୍ଦ୍ଧା ବ୍ଲକରେ କାର୍ଯ୍ୟରତ ମଣ୍ଡଳ ଉନ୍ନୟନ ଅଧିକାରିଣୀଙ୍କ ମନମୁଖୀ କାର୍ଯ୍ୟକଳାପକୁ ବିରୋଧ କରି ଆଜି ପଂଚାୟତ ସମିତି ଅଧ୍ୟକ୍ଷାଙ୍କ ସମେତ ସରପଂଚ ଓ ସମିତି ସଭ୍ୟ/ସଭ୍ୟାମାନେ ଜିଲ୍ଲାପାଳଙ୍କୁ ଫେରାଦ ହେବା ସହ ଏକ ଦାବିପତ୍ର ଦେଇଛନ୍ତି ।ପ୍ରକାଶ ଥାଉକି, ଖୋର୍ଦ୍ଧା ବ୍ଲକର ସରପଂଚ,ସମିତି ସଭ୍ୟ/ସଭ୍ୟାମାନେ ଅଭିଯୋଗ କରିଛନ୍ତି ଯେ, ବ୍ଲକରେ କାର୍ଯ୍ୟରତ ମଣ୍ଡଳ ଉନ୍ନୟନ ଅଧିକାରିଣୀ କ୍ଷୀରାବ୍ଧି Continue Reading