
କାଶୀପୁର,୧୯/୭: କାଶୀପୁର ବ୍ଲକର ଝାଡ଼ାବାନ୍ତିରେ ଆକ୍ରାନ୍ତଙ୍କର ମିଳିଲା ପ୍ରକୃତ କାରଣ । ‘ଭିବ୍ରିଓ କଲେରା’ ଯୋଗୁଁ ହେଉଛି ଝାଡାବାନ୍ତି । ଏନେଇ ରାୟଗଡ଼ା ସିଡିଏମ୍ଓ ସ୍ପଷ୍ଟ କରିଛନ୍ତି । ଝାଡ଼ାବାନ୍ତିକୁ ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କଲେ ରାୟଗଡ଼ା ସିଡିଏମ୍ଓ । ଭିବ୍ରିଓ କଲେରା ବୋଲି ସ୍ପଷ୍ଟ କରିଛନ୍ତି ସିଡିଏମ୍ଓ ଲାଲମୋହନ ରାଉତରାୟ । ଆର୍ଏମ୍ଆର୍ସି ଲାବୋରେଟାରୀକୁ ଆକ୍ରାନ୍ତଙ୍କ ସାମ୍ପଲ ପଠାଯାଇଥିଲା । ପରେ ଏହା ଜଣାପଡ଼ିଥିଲା ।ତେବେ Continue Reading