Home Posts tagged kendujhar (Page 9)
Odisha News
କେନ୍ଦୁଝର,୨୦/୩: କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କନକନା ଗାଁରେ ଦୁଃଖଦ ଘଟଣା ଘଟିଛି। ପିଚୁ କଡ଼େଇରେ ପଡ଼ି ୩ ଶିଶୁ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।ସୂଚନା ଅନୁଯାୟୀ, କନକନା ଗାଁର ରାସ୍ତା କାମ ଚାଲୁଥିଲା। ଗତକାଲି ହୋଲି ପାଇଁ ରାସ୍ତା କାମ ବନ୍ଦ ଥିଲା। ରବିବାର ସକାଳେ ରାସ୍ତାକଡ଼ରେ ଥିବା ପିଚୁ କଡ଼େଇ ନିକଟରେ କିଛି ପିଲା ଖେଳୁଥିଲେ। ଖେଳୁ ଖେଳୁ ଦୁଇ ଜଣ ପିଲା ଆସାବଧାନ କାରଣରୁ ସେମାନେ ପିଚୁ କଡ଼େଇରେ Continue Reading
Odisha News
କେନ୍ଦୁଝର, ୫/୩ : ଘର ନିକଟରୁ ପାରା ମେଡିକାଲ ଛାତ୍ରୀଙ୍କ ମୃତଦେହ ଠାବ । କେନ୍ଦୁଝର ଜିଲ୍ଲା ପାଟଣା କୁଚେଇବେଡ଼ା ଗାଁର ନିକଟରୁ ଠାବ ହୋଇଛି ମୃତଦେହ । ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍ଭିନ୍ ଆରମ୍ଭ କରିଛି ।ଖବର ଅନୁଯାୟୀ, ପାରା ମେଡିକାଲ ଛାତ୍ରୀଜଣଙ୍କ ଭୁବନେଶ୍ୱରରେ ରହି ପଢୁଥିଲେ । କିଛି ଦିନ ହେବେ ଘରକୁ ଆସିଥିଲେ । ଶୁକ୍ରବାର ବିଳମ୍ବିତ ରାତି ପର‌୍ୟ୍ୟନ୍ତ ପାଠ ପଢୁଥିଲେ । ହେଲେ ଶନିବାର ସକାଳ ସମୟରେ ଘର ପାଖରେ […]Continue Reading