କେନ୍ଦୁଝର, ୨୧/୫ : କେନ୍ଦୁଝର ଜିଲ୍ଲାରେ କାଳବୈଶାଖୀ ନେଇଛି ୩ ଜଣଙ୍କ ଜୀବନ। ପ୍ରବଳ ଝଡ଼ବର୍ଷା ଓ ପବନ ଯୋଗୁଁ ନରଣପୂର ଅଞ୍ଚଳରେ ଏକ ବିରାଟ ଟେଣ୍ଟ ଭୁଶୁଡ଼ି ପଡ଼ିବାରୁ ୩ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି। ଏହି ଅଘଟଣ ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।ସୂଚନା ଅନୁଯାୟୀ, ନରଣପୂର ଅଞ୍ଚଳରେ ଏକ କାର୍ୟ୍ୟକ୍ରମ ପାଇଁ ବଡ଼ ଧରଣର ଟେଣ୍ଟ ବନ୍ଧାଯାଇଥିଲା। ଗୁରୁବାର ଅପରାହ୍ନରେ ହଠାତ୍ ପାଗ ବଦଳି ଯାଇଥିଲା। […]Continue Reading
କେନ୍ଦୁଝର/ହାଟଡିହୀ/ଛେନାପଦୀ ,୧୮/୫ : କେନ୍ଦୁଝର ଏସ୍ପି ନୀତିନ କୁଶଲକର ଦାଗୁଡଙ୍କ ନିର୍ଦ୍ଦେଶ କ୍ରମେ ପୋଲିସ ଏକାଧିକ ଟିମ୍ ଗଠନ କରି ଆନନ୍ଦପୁର ଉପଖଣ୍ଡର ୧୧ଟି ସ୍ଥାନ ଏବଂ ଘଟଗାଁ ଅଞ୍ଚଳର ଗୋଏ ସ୍ଥାନ ଏହିପରି ମୋଟ୍ ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ସୋମବାର ସକାଳୁ ସକାଳୁ ଚଢ଼ାଉ କରିଛି।ଅତିରିକ୍ତ ଏସ୍ପି ସ୍ନେହାଶିଷ ସାହୁଙ୍କ ସୂଚନାନୁସାରେ, ୧୨ଟି ସ୍ଥାନରେ ବାଲି ବ୍ୟବସାୟୀଙ୍କ ଘରେ ଚଢ଼ାଉ କରାଯାଇଥିବାବେଳେ ଅଦ୍ୟାବଧି ୮ ଜଣଙ୍କୁ ଅଟକ Continue Reading
ଅରେନ୍ଦ୍ର କୁମାର ଗିରିଙ୍କ ରିପୋର୍ଟକେନ୍ଦୁଝର, ୧୪/୪ : ଝୁମ୍ପୁରା ବ୍ଲକ, ତା ୦୭/୦୪/୨୦୨୬ ରିଖ ମଙ୍ଗଳବାର ଅପରାହ୍ନ ୨ଟା ସମୟରେ କଳାହାଣ୍ଡିଆ ମେଘ ଦେଖା ଦେବା ପରେ ପରେ ପ୍ରବଳ ବର୍ଷା ଓ କୁଆପଥର ପଡିବାରୁ ଘର ଦ୍ୱାର ଗଛ ଡାଳ ଭାଙ୍ଗିବା ସହିତ ରାସ୍ତାରେ ପାଣି ଜମିବାରୁ ଲୋକମାନଙ୍କର ଯିବା ଆସିବାରେ ଅସୁବିଧା ଦେଖା ଦେଲା ।ଏହି କୁଆପଥର ମାଡ଼ରେ ଗୃହ ପାଳିତ ପଶୁ ,ପକ୍ଷୀ ମଧ୍ୟ ପ୍ରାଣ ହରାଇଛନ୍ତି । ଡ୍ରେନ ବ୍ୟବସ୍ଥା ନଥିବାରୁ […]Continue Reading
By Akshaya Pattnaik Keonjhar, July 23 : ArcelorMittal Nippon Steel India (AM/NS India) inaugurated a Digital Skill Centre in Barbil, Keonjhar as part of its Corporate Social Responsibility (CSR) initiative Project ‘Daksh’. The Digital Skill Centre, setup in collaboration with NASSCOM Foundation, aims to enhance the employability of local youth by providing essential Continue Reading
କେନ୍ଦୁଝର,୨୧/୭ : ଓଡ଼ିଶା ଦୁର୍ନୀତି ବିଭାଗ କେନ୍ଦୁଝର କେନ୍ଦୁପତ୍ର ଡିଭିଜନ ଡିଏଫଓ ନିତ୍ୟାନନ୍ଦ ନାୟକଙ୍କ ଆୟ ବର୍ହିଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ସୋମବାର ଦ୍ୱିତୀୟ ଦିନ ଚଢାଉ ଜାରି ରଖିଛି । ଆଜି କେନ୍ଦୁଝରର ଅଫିସ ଓ ଆବାସିକ ଘର ଉପରେ ଚଢାଉ ବେଳେ ୮.୫ ଲକ୍ଷ ଟଙ୍କା ଭିଜିଲାନ୍ସ ବିଭାଗ ଜବତ କରିଥିବା ବେଳେ ଏହାକୁ ମିଶାଇ ସମୁଦାୟ ଜବତ ନଗଦ ଟଙ୍କା ପରିମାଣ ୧୦ ଲକ୍ଷ ଟଙ୍କା ଟପିଛି ।ଗତ କାଲି ଚଢାଉ ବେଳେ […]Continue Reading
କେନ୍ଦୁଝର,୧୨/୬ : ଚମ୍ପୁଆ ଉପଖଣ୍ଡ ଡାକ୍ତରଖାନାରେ ଚିକିତ୍ସାଧୀନ ଅବସ୍ଥାରେ ସାପ କାମୁଡ଼ା ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେମାନଙ୍କ ନାମ ନନ୍ଦୀ ଜରେଇ ( ୩୫) ଓ ବବିତା ଜରେଇ(୩୦) ବୋଲି ଜଣାପଡ଼ିଛି। ସେମାନଙ୍କ ଘର ଚମ୍ପୁଆ ସୀମାନ୍ତ ଝାରଖଣ୍ଡ ରାଜ୍ୟ ଜଗନ୍ନାଥପୁର ଥାନା ଜରପାଇ ଗ୍ରାମରେ।ସେମାନଙ୍କ ତିନି ଜଣ ପୁଅ ଝିଅ ଅଛନ୍ତି। ଗତକାଲି ସେମାନେ ଖାଇପିଇ ଶୋଇ ଥିଲେ। ଏକ ବିଷାକ୍ତ ସାପ କାମୁଡ଼ି ଦେବାରୁ ଦୁଇ ଜଣ ଅସୁସ୍ଥ ହୋଇ ଅଚେତ ହୋଇଯାଇଥିଲେ। ସେମାନଙ୍କୁ Continue Reading
କେନ୍ଦୁଝର, ୧୩/୫: ଲୁଗା ଶୁଖାଇବାବେଳେ ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଚାଲିଗଲା ମା’ ଓ ପୁଅଙ୍କ ଜୀବନ । ସେପଟେ ବୋହୂ ଏବଂ ନାତିକୁ ବଞ୍ଚାଇବାକୁ ଯାଇ ଶାଶୂ ଗୁରୁତର ହୋଇଛନ୍ତି ।କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସାହାରପୁର ଗ୍ରାମରେ ଏଭଳି ଏକ ଦୁଃଖଦ ଘଟଣା ଘଟିଛି । ମୃତ ମହିଳା ଜଣକ ହେଲେ କଳ୍ପନା ବେହେରା ଓ ତାଙ୍କ ଅଢ଼େଇ ବର୍ଷର ପୁଅ ଶୁଭ୍ରଜିତ ବେହେରା । ଶାଶୂ ଶାନ୍ତିଲତା ବେହେରା ଗୁରୁତର ଅଛନ୍ତି ।ପ୍ରାପ୍ତ […]Continue Reading
ଯୋଡ଼ା, ୧୦/୨ : କେନ୍ଦୁଝର ଜିଲ୍ଲା ଯୋଡ଼ାସ୍ଥିତ ବାଂଶପାଣି ନିକଟ ଟୋଲ ଗେଟ ବସ୍ତିରେ ଗତକାଲି ରାତ୍ରିରେ ପୁଅର କାଠଫାଳିଆ ମାଡ଼ରେ ବାପାର ମୃତ୍ୟୁ ଘଟିଛି। ମୃତକଙ୍କ ନାମ ହେଉଛି ଅଜୟ ସେଠୀ (୫୦)। ପୁଲିସ ଏହି ଘଟଣାରେ ପୁଅ ବିକାଶ ସେଠୀକୁ ଅଟକ ରଖି ଘଟଣାର ତଦନ୍ତ ଆରମ୍ଭ କରିଛି।ଘଟଣାରୁ ପ୍ରକାଶ ଯେ, ପୁଅ ବିକାଶ ଜଣେ ଯୁବତୀକୁ ବିବାହ କରିବାକୁ ସବୁବେଳେ ଜିଦ୍ ଧରି ବସୁଥିଲେ। କାମଧନ୍ଦା କରିବା ପରେ ବାହା ହେବା ପାଇଁ […]Continue Reading
କେନ୍ଦୁଝର,୨୮/୧: ପଖାଳ ଖାଇ ତେଲକୋଇ ବ୍ଲକ ଓଡିଶା ଆଦର୍ଶ ବିଦ୍ୟାଳୟ ହଷ୍ଟେଲର ୨୨ ଛାତ୍ରୀ ଅସୁସ୍ଥ ହୋଇପଡିଛନ୍ତି। ଅସୁସ୍ଥ ଛାତ୍ରୀଙ୍କୁ ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇ ଚିକିତ୍ସା କରାଯାଉଛି।ମଙ୍ଗଳବାର ତେଲକୋଇ ବ୍ଲକ ଓରିୟାଠାରେ ଥିବା ଓଡିଶା ଆଦର୍ଶ ବିଦ୍ୟାଳୟର ହଷ୍ଟେଲରେ ରହୁଥିବା କିଛି ଛାତ୍ରୀ ବିଦ୍ୟାଳୟରେ ବାନ୍ତି କରିବା ସହ ଅସୁସ୍ଥ ହୋଇ ପଡ଼ିଥିଲେ। ଜଣେ ପରେ ଜଣେ ଛାତ୍ରୀ ଅସୁସ୍ଥ ହେବାରୁ ସ୍କୁଲ କର୍ତ୍ତୃପକ୍ଷ ତୁରନ୍ତ ଛାତ୍ରୀଙ୍କୁ ତେଲକୋଇ Continue Reading
କେନ୍ଦୁଝର,୧୫/୧ : ନିର୍ବାଚନ ବେଳେ ଯେଉଁ ପ୍ରତିଶ୍ରୁତି ଦିଆଯାଇଥିଲା ଆଜି ତାହା ଲୋକଙ୍କ ସରକାର ପୂରଣ କରିଛନ୍ତି । ଯାହା କଥା ଦିଆଯାଇଥିଲା ତାହାକୁ ତ୍ୱରିତ ପର୍ଯ୍ୟାୟରେ କାର୍ଯ୍ୟକାରୀ କରାଯାଇଛି । କେନ୍ଦୁଝରରେ ଆୟୋଜିତ ସାମାଜିକ ସୁରକ୍ଷା ବର୍ଦ୍ଧିତ ବଣ୍ଟନ କାର୍ଯ୍ୟକ୍ରମ ଶୁଭାରମ୍ଭ ଅବସରରେ କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।ବୁଧବାର ଜନସେବା ଦିବସ ଅବସରରେ କେନ୍ଦୁଝର ଠାରେ ସାମାଜିକ ସୁରକ୍ଷା ବର୍ଦ୍ଧିତ ଭତ୍ତା ବଣ୍ଟନ କାର୍ଯ୍ୟକ୍ରମର Continue Reading




