Home Posts tagged Kendrapara district (Page 2)
Odisha News
କେନ୍ଦ୍ରାପଡ଼ା,୨୭/୫: କେନ୍ଦ୍ରାପଡ଼ା ଲୋକ ସଭା କ୍ଷେତ୍ର ପାଟକୁରାରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ବଶର୍ମା ବିଜେଡି ଉପରେ ବର୍ଷିଛନ୍ତି। ବିଶ୍ବଶର୍ମା ତାଙ୍କ ବକ୍ତବ୍ୟରେ କହିଛନ୍ତି, ଓଡ଼ିଶାରେ ପ୍ରାୟତଃ ଆମ ସରକାର ହୋଇସାରିଲାଣି। ଆଉ ଯାହା କିଛି ବାକି ଅଛି, ଚତୁର୍ଥ ପର୍ଯ୍ୟାୟ ପରେ ହୋଇଯିବ।୪ ତାରିଖ ପରେ ପାଣ୍ଡିଆନଙ୍କୁ ତାମିଲନାଡୁ ପଠାଇ ଦିଆଯିବ ଆମକୁ ଯୋଡି ଶଙ୍ଖ ନୁହେଁ, ଆମକୁ ଯୋଡ଼ା ପଦ୍ମ ଦରକାର। ଏତେ ଖରାପ ବୁଦ୍ଧି ପାଇଁ ପାଣ୍ଡିଆନ୍ଙ୍କୁ Continue Reading
Odisha News
କେନ୍ଦ୍ରାପଡ଼ା,୨୩/୯: କେନ୍ଦ୍ରାପଡ଼ା ଜିଲ୍ଲାରେ ମେଡିକାଲ୍ କଲେଜ ଓ ହସ୍ପିଟାଲ ପ୍ରତିଷ୍ଠା ଦାବିରେ କଟକ -ଚାନ୍ଦବାଲି ରାସ୍ତାର ଦୁହୁରିଆ ଛକଠାରେ ୧୨ ଘଣ୍ଟିଆ ରାଜପଥ ଅବରୋଧ କରାଯାଇଛି। କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ଅର୍ଥନୈତିକ ଅବରୋଧର ଡାକରା ଦିଆଯାଇଛି। ସକାଳ ୬ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଏହି ବନ୍ଦ ଡାକରା ଦିଆଯାଇଛି।ଶତାଧିକ ଆନ୍ଦୋଳନକାରୀ ରାସ୍ତା ଉପରେ ବସି ରହି ନାରାବାଜି କରିଛନ୍ତି। ରାସ୍ତା ଅବରୋଧ ଯୋଗୁ ଯାନବାହନ ଚଳାଚଳ ପ୍ରଭାବିତ Continue Reading
Odisha News
ଗରଦପୁର,୧୨/୮: ଓଡ଼ିଶା ଆଦର୍ଶ ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ଉପରେ ବଜ୍ରପାତ ହୋଇଛି। ଏଥିରେ ୨୦ ଜଣ ଛାତ୍ରଛାତ୍ରୀ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କର ଅବସ୍ଥା ଗୁରୁତର ରହିଛି। ଗୁରୁତର ୨ ପିଲାଙ୍କୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁରସ୍ଥିତ ଆଦର୍ଶ ବିଦ୍ୟାଳୟର ଅସ୍ଥାୟୀ ପରିସରରେ ଶନିବାର ଅପରାହ୍ଣରେ ଏହି ଅଭାବନୀୟ ଅଘଟଣ ଘଟିଛି।ସୂଚନା ଅନୁସାରେ ଗରଦପୁରସ୍ଥିତ ଆଦର୍ଶ Continue Reading
Odisha News
କେନ୍ଦ୍ରାପଡ଼ା,୧/୮: କୁମ୍ଭୀର ପ୍ରଜନନ ପାଇଁ ଦୀର୍ଘ ତିନି ମାସ ଧରି ବନ୍ଦ ରହିବା ପରେ ଆଜିଠାରୁ ସାଧାରଣ ପର୍ଯ୍ୟଟକଙ୍କ ପାଇଁ ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଇଁ ପ୍ରତିବର୍ଷ ମେ ୧ ତାରିଖରୁ ଜୁଲାଇ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିଥାଏ ଭିତରକନିକା। ଆଜିଠୁ ଭିତରକନିକା ଖୋଲୁ ଥିବାରୁ ପର୍ଯ୍ୟ ଟକମାନେ ବେଶ୍ ଖୁସି ଅଛନ୍ତି।ଭିତରକନିକାରେ ପ୍ରବେଶ କରିବା ପାଇଁ ଆଗ୍ରହୀ ଥିବା ପର୍ଯ୍ୟଟକ ଡାଙ୍ଗମାଳ, ଖୋଳା ଏବଂ ଗୁପ୍ତି, Continue Reading
Odisha News
କେନ୍ଦ୍ରାପଡ଼ା,୨୧/୬: କିଏ ଜାଣିଥିଲା ଏମିତି ହେବ? ସ୍କୁଲ ଯାଇଥିବା ପୁଅ ପାଇଁ ରୋଷେଇ କରି ନାଳରେ ବାସନ ମାଜୁଥିଲେ। ଟାଣି ନେଇଗଲା କୁମ୍ଭୀର। ବର୍ତ୍ତମାନ ସୁଦ୍ଧା ମହିଳାଙ୍କ ପତ୍ତା ମିଳିଳି। ସେପଟେ ମାଆକୁ କୁମ୍ଭୀର ଟାଣି ନେଇଥିବା ଖବର ପାଇ ସ୍କୁଲରୁ ଆସି ବୁକୁ ଫଟାଇ କାନ୍ଦୁଛନ୍ତି ଏକମାତ୍ର ପୁଅ। ଆଜି ଅପରାହ୍ନରେ ଏପରି ହୃଦୟବିଦାରକ ଘଟଣା କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗରରେ ଘଟିଛି।ଚାନ୍ଦିବାଉଁସମୂଳ ପଞ୍ଚାୟତ ହାତିଆଗଡ଼ି ଗାଁର ବୈଲୋଚନ ଦାସ ରାଜ୍ୟ ବାହାକୁ Continue Reading
Odisha News
କେନ୍ଦ୍ରାପଡ଼ା,୧୪/୬ : ମା’ ଆଖି ଆଗରେ ପୁଅକୁ ଟାଣି ନେଲା କୁମ୍ଭୀର। ଏପରି ଏକ ହୃଦୟ ବିଦାରକ ଘଟଣା ଆଜି ପ୍ରଥମ ରଜରେ କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ନିମପୁର ଗାଁ ନିକଟରେ ଘଟିଛି । ମୃତକଜରକ ହେଲେ ୧୦ ବର୍ଷୀୟ ନାବାଳକ ଆଶୁତୋଷ ଆଚାର‌୍ୟ୍ୟ ।ଆଶୁତୋଷ ଆଜି ନିଜ ମା’ଙ୍କ ସହ ଗାଁ ନିକଟରେ ଥିବା ନଦୀକୁ ଶୌଚ ପାଇଁ ଯାଇଥିଲେ। ମା’ ଗାଧୋଉଥିବା ବେଳେ କିଛି ଦୂରକୁ ଶୌଚ ପାଇଁ ଯାଇଥିବା ପୁଅଟି ହଠାତ୍ ଚିତ୍କାର […]Continue Reading
Odisha News
କେନ୍ଦ୍ରାପଡ଼ା,୨୬/୫ : କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ ପାଲସିଂହକ୍ଷ ଗାଁରେ ବିଷାକ୍ତ ପକୁଡ଼ି ଖାଇ ୩ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେମାନେ ହେଉଛନ୍ତି ଭାସ୍କର ସାହୁ, ତାଙ୍କ ସ୍ତ୍ରୀ ସାବିତ୍ରୀ ସାହୁ ଓ ପୁଅ ରାଜକିଶୋର ସାହୁ।ସାବିତ୍ରୀ ପକୁଡ଼ି ଛାଣିବା ବେଳେ କର୍ଣ୍ଣଫ୍ଲୋର ଭାବି ବେସନରେ କୀଟନାଶକ ମିଶାଇ ଦେଇଥିଲେ। ସେହି ପକୁଡ଼ି ଖାଇବା ପରେ ସେ, ତାଙ୍କ ସ୍ୱାମୀ ଓ ପୁଅ ଅସୁସ୍ଥ ହୋଇ ପଡ଼ିଥିଲେ। ପଡ଼ୋଶୀମାନେ ସେମାନଙ୍କୁ Continue Reading
Odisha News
କେନ୍ଦ୍ରାପଡ଼ା,୧/ ୫ : ନିଷ୍ପତ୍ତି ନିଆଯାଇଛି। ୫: ମେ’ପହିଲାରୁ ଜୁଲାଇ ୩୧ ଯାଏ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ପ୍ରବେଶ ଉପରେ କଟକଣା ଲାଗୁ କରାଯାଇଛି। ଆଜିଠାରୁ ଜୁଲାଇ ୩୧ ପର୍ଯ୍ୟନ୍ତ ୩ ମାସ ଧରି ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ବନ୍ଦ କରାଯାଇଛି। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ପାଖେଇ ଆସୁଥିବାରୁ ଏହାକୁ ଦୃଷ୍ଟିରେ ରଖି ବନ ବିଭାଗ ପକ୍ଷରୁ ଏହିଏହି ସମୟ ଭିତରେ ଦେଶ ବିଦେଶର ପର୍ଯ୍ୟଟକଙ୍କ ଭିତରକନିକା ପ୍ରବେଶ ବନ୍ଦ ରହିବ। ପ୍ରଜନନ Continue Reading