Home Posts tagged Kendrapara district
Odisha News
କେନ୍ଦ୍ରାପଡା, ୭/୩: ଭିଜିଲାନ୍ସ ଜାଲରେ କେନ୍ଦ୍ରାପଡା ଜଳସେଚନ ବିଭାଗ ଅଧୀନରେ ଡେରାବିଶ ଜଳସେଚନ ସବଡିଭିଜନାରୀ ସହକାରୀ କାର୍ଯ୍ୟନିର୍ବାହୀ ଯନ୍ତ୍ରୀ ପ୍ରମୋଦ ରାୟ। ଆୟ ବହିର୍ଭୁତ ସମ୍ପତି ଠୁଳ ଅବିଯୋଗରେ ସ୍ୱତନ୍ତ୍ର ବିଚାରପତି କଟକ ଭିଜିଲାନ୍ସ ଦ୍ୱାରା ଜାରି କରାଯାଇଥିବା ସର୍ଚ୍ଚ ୱାରେଣ୍ଟ ବଳରେ ଓଡିଶା ଭିଜିଲାନ୍ସ ଦ୍ୱାରା ଚଢଉ ଜାରି ରହିଛି।ପୂର୍ବରୁ ପ୍ରମୋଦ ରାୟ କେନ୍ଦ୍ରାପଡା ଇନ୍ଦୁପୁର ସ୍ଥିତ ଜଳସମ୍ପଦ କାର୍ଯ୍ୟାଳୟରେ କନିଷ୍ଠ ଯନ୍ତ୍ରୀ ଭାବେ Continue Reading
Odisha News
କେନ୍ଦ୍ରାପଡ଼ା, ୨୧/୨ : ପୁଣି ଥରେ ଗୁରୁ ନାଁରେ କଳଙ୍କ ଲାଗିଛି । ଗୋଟିଏ ଛାତ୍ରୀ ଉପରେ ୪ ଜଣ ଶିକ୍ଷକ ଲୋଲୁପ ଦୃଷ୍ଟି ପକାଇଛନ୍ତି ।କେନ୍ଦ୍ରାପଡ଼ା ଜିଲ୍ଲା ରାଜକନିକା ଥାନା ଅଞ୍ଚଳରୁ ଏଭଳି ଏକ ଲଜ୍ଜାଜନକ ଖବର ଆସିଛି । ୪ ଜଣ ଶିକ୍ଷକ ଗୋଟିଏ ସପ୍ତମ ଶ୍ରେଣୀ ନାବାଳିକା ଛାତ୍ରୀଙ୍କୁ ଗଣଦୁଷ୍କର୍ମ କରିଛନ୍ତି ।ସେମାନଙ୍କୁ ପୁଣି ଜଣେ ମହିଳା ସହାୟିକା ସାହାଯ୍ୟ କରୁଥିଲେ । ଏ ନେଇ ରାଜକନିକା ଥାନାରେ ଛାତ୍ରୀଙ୍କ ପରିବାର ଲୋକେ […]Continue Reading
Odisha News
କେନ୍ଦ୍ରାପଡ଼ା, ୨୭/୧୨ : ପରିବା ଦୋକାନରେ ନିଆଁ ଲାଗି ଜିଅନ୍ତା ଜଳିଗଲେ ଦୋକାନୀ। କେନ୍ଦ୍ରାପଡ଼ା ଜିଲ୍ଲା କୁଦାନଗରୀ ଥାନା ବାରୁଣୀ ବଜାରରେ ଏଭଳି ଅଭାବନୀୟ ଘଟଣା ଘଟିଛି।ଶୁକ୍ରବାର ବିଳମ୍ଵିତ ରାତିରେ ଜଣେ ପରିବା ଦୋକାନୀ ଦୋକାନରେ ଶୋଇଥିବା ବେଳେ ନିଆଁ ଲାଗି ଯାଇଥିଲା। ଫଳରେ ଦୋକାନୀ ଜଣଙ୍କ ଜିଅନ୍ତା ଜଳିଯାଇଛନ୍ତି। ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି। ଘଟଣାସ୍ଥଳରେ ଚାପା ଉତ୍ତେଜନା ପ୍ରକାଶ ପାଇଛି।ସୂଚନାନୁଯାୟୀ, କୁଦାନଗରୀ ଥାନା ଗୋବିନ୍ଦପୁର ଗାଁର Continue Reading
Odisha News
ରାଜନଗର, ୧୦/୧୦ : ସମୁଦ୍ରକୁ ମାଛ ମାରିବାକୁ ଯାଇଥିବା ବେଳେ ଘଟିଲା ଅଘଟଣ। ସତଭାୟା ସମୁଦ୍ରରେ ବୁଡ଼ିଲା ବୋଟ। ଅଳ୍ପକେ ବର୍ତ୍ତିଲେ ୮ ମତ୍ସ୍ୟଜୀବୀ। ସମସ୍ତଙ୍କୁ ଉଦ୍ଧାର କରାଯାଇ ସୁରକ୍ଷିତ ସ୍ଥାନରେ ଛଡାଯାଇଛି। ତେବେ ବୋଟଟି ଭଦ୍ରକ ଅଞ୍ଚଳର ଆସିଥିବା ନେଇ ସୂଚନା ମିଳିଛି।ସୂଚନା ଅନୁସାରେ, ଗୁରୁବାର ବିଳମ୍ବିତ ରାତିରେ କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ତାରିଣୀ -୨ ବୋଟ୍ ଟି ସମୁଦ୍ରକୁ ମାଛ ମାରିବା ପାଇଁ ଯାଇଥିଲା।ଏହି ସମୟରେ ହଠାତ ବୋଟଟି ଭାରସାମ୍ୟ ହରାଇ Continue Reading
Odisha News
କେନ୍ଦ୍ରାପଡ଼ା,୧୯/୮: ପୋଡ଼ିଯିବା କାରଣରୁ କେନ୍ଦ୍ରାପଡ଼ା ଜିଲା ପଟ୍ଟାମୁଣ୍ଡାଇ ଛାତ୍ରୀଙ୍କ ମୃତ୍ୟୁ ଘଟିଥିବା ମଙ୍ଗଳବାର ଅନୁଷ୍ଠିତ ଏକ ଖବରଦାତା ସମ୍ମିଳନୀରେ କେନ୍ଦ୍ରାପଡ଼ା ଏସ୍‌ପି ସୂଚନା ଦେଇଛନ୍ତି। ପୋଷ୍ଟମର୍ଟମ ରିପୋର୍ଟରୁ ଏହା ସ୍ପଷ୍ଟ ହୋଇଛି ବୋଲି ସେ କହିଛନ୍ତି।ଘଟଣା ଦିନ ସାଢ଼େ ୮ ପର‌୍ୟ୍ୟନ୍ତ ଛାତ୍ରୀ ଫୋନ୍‌ରେ କଥା ହୋଇଥିଲେ। ହେଲେ ସାଢ଼େ ୮ରୁ ୧୧ଟା ଭିତରେ ଛାତ୍ରୀ ପୋଡ଼ି ହୋଇ ତାଙ୍କର ମୃତ୍ୟୁ ହୋଇଛି। ଏପରୀକି ଛାତ୍ରୀ ଜଣଙ୍କ ଆତ୍ମହତ୍ୟା Continue Reading
Odisha News
କେନ୍ଦ୍ରାପଡା,୧୨/୧: ରାଜନଗର ଗହୀରମଥା ଗଭୀର ସମୁଦ୍ରରେ ବନ ବିଭାଗ ପାଟ୍ରୋଲିଂ ଟିମ୍ ଉପରେ ମାଛ ମାଫିଆଙ୍କ ଆକ୍ରମଣ। ବେଆଇନ ଭାବେ ମାଛ ମାରୁଥିବା ତାରିଣୀ ୩ ଟ୍ରଲର ସହିତ ୯ ମତ୍ସ୍ୟଜୀବୀଙ୍କୁ ବନବିଭାଗ କାବୁ କରି ଆଣୁଥିବା ସମୟରେ ୬ ଟି ଟ୍ରଲର ସଂଘବଦ୍ଧ ଭାବେ ଆକ୍ରମଣ କରିବା ସହ ଗୁଳି ଫୁଟାଇ ୮ ମତ୍ସ୍ୟଜୀବୀଙ୍କୁ ଜୋର୍ ଜବରଦସ୍ତ ବନ କର୍ମଚାରୀଙ୍କଠାରୁ ଛଡାଇ ନେଇଛନ୍ତି ମାଛ ମାଫିଆ।ବନ କର୍ମଚାରୀ ଗହୀରମଥା ବାବୁବାଲି ଠାରେ ବେଆଇନଭାବେ ଟ୍ରଲର ମାଛ […]Continue Reading
Odisha News
କେନ୍ଦୁଝର,୧୧/୧୨: କେନ୍ଦୁଝର ଜିଲ୍ଲାର ଆରାଧ୍ୟ ଦେବୀ ଘଟଗାଁ ମା\’ ତାରିଣୀଙ୍କ ମନ୍ଦିର ସମ୍ମୁଖରେ ଥିବା ଭୋଗ ଦୋକାନ ଗୁଡିକରେ ଅଗ୍ନିକାଣ୍ଡ ଘଟି ୧୦ ରୁ ଉର୍ଦ୍ଧ୍ବ ଭୋଗ ଦୋକାନ ଜଳିଯାଇଛି। ତାରିଣୀ ମନ୍ଦିର ୨ ନମ୍ବର ଗେଟ ନିକଟରେ ଏହି ଅଘଟଣ ଘଟିଥିବା ବେଳେ ଅଗ୍ନିକାଣ୍ଡର କାରଣ ଅସ୍ପଷ୍ଟ ରହିଛି କ୍ଷଖବର ପାଇ ଦମକଳ ବାହିନୀ ଘଟଣା ସ୍ଥଳରେ ପହଁଚି ନିଆଁକୁ ଆୟତ୍ତ କରିଥିଲା। ଏହି ଅଗ୍ନିକାଣ୍ଡ ରେ ଭୋଗ ଦୋକାନ ଗୁଡିକରେ ଥିବା ଲକ୍ଷାଧିକ ଟଙ୍କାର […]Continue Reading
Odisha News
କେନ୍ଦ୍ରାପଡ଼ା,୧୨/୧୧ : ଘରର ଭେଣ୍ଡିଆ ପୁଅ ରୋଜଗାର ପାଇଁ କେନ୍ଦ୍ରାପଡ଼ାରୁ ଯାଇଥିଲା ଝାରସୁଗୁଡ଼ା। ଟଙ୍କା ରୋଜଗାର କରି ପରିବାର ପୋଷିବ ବୋଲି ବାପାମା’ ଆଶା ରଖିଥିଲେ। ମାତ୍ର ଅଧିକ ରୋଜଗାର ଆଶାରେ ପୁଅ ଟ୍ରେଡିଂ ଆପ୍‌ରେ ଟଙ୍କା ଲଗାଇବା କାଳ ହେଲା । ଲକ୍ଷାଧିକ ଟଙ୍କାର କରଜ ବୋଝ ତଳେ ଚାପି ହୋଇଥିବା ପୁଅ ସେଥିରୁ ମୁକୁଳି ପାରିଲାନି। ଆଉ ଶେଷରେ ଟ୍ରେନ୍ ଆଗକୁ ଡେଇଁ ଜୀବନ ହାରିଲା। ଯେଉଁ ପୁଅକୁ ରୋଜଗାର ପାଇଁ ବାପା ଘରୁ […]Continue Reading
Odisha News
କେନ୍ଦ୍ରାପଡ଼ା ,୨୬/୧୦ : କେନ୍ଦ୍ରାପଡ଼ା ଜିଲା ରାଜନଗର ଅଞ୍ଚଳରେ ‘ଦାନା’ର ତାଣ୍ଡବ ସମୟରେ ରାଜନଗର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଥିବା ୧୦୮ ଆମ୍ବୁଲାନ୍ସ ଡ୍ରାଇଭର ମାନସ ମଳିକ ସାହସିକତା ଦେଖାଇଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ତାଙ୍କୁ ଖୁବ୍ ପ୍ରଶଂସା କରିଛନ୍ତି।ଝଡ ବର୍ଷା ବେଳେ ମାନବିକତା ଦେଖାଇଲେ ୧୦୮ ଆମ୍ବୁଲାନ୍ସ କର୍ମଚାରୀ । ୨୪ ତାରିଖ ମଧ୍ୟରାତ୍ରିରେ ବାତ୍ୟା ‘ଦାନା’ କେନ୍ଦ୍ରାପଡ଼ା ଭିତରକନିକା ଅନ୍ତର୍ଗତ ହବାଳୀଖଟିରେ ସ୍ଥଳଭାଗ Continue Reading
Odisha News
କେନ୍ଦୁଝର,୩୦/୭ କେନ୍ଦୁଝର ଜିଲା ହାଟଡିହି ବ୍ଲକ ପଡିଆରପଲ୍ଲୀ ପଞ୍ଚାୟତ ଆତ୍ରୁକଣା ଗ୍ରାମ ଡାହିସାହିରେ ମଙ୍ଗଳବାର ଏକ ଅଭାବନୀୟ ଘଟଣା ଘଟିଛି। ମୋରମ୍ ଗାଡିଆରେ ବୁଡି ୩ଜଣ ଶିଶୁଙ୍କ ମୃତ୍ୟୁ ଘଟିଛି। ସେମାନେ ସମସ୍ତେ ନାବାଳିକା ବୋଲି ଜଣାପଡିଛି।ମିଳିଥିବା ସୂଚନା ମୁତାବକ, ୩ଜଣ ଶିଶୁ ଘର ପାଖେ ଖେଳୁ ଥିଲେ। ସେତିକିବେଳେ ଘର ପାଖ ମୋରମ୍ ଗାଡିଆକୁ ଚାଲିଯାଇ ପାଣିରେ ବୁଡ଼ି ଯାଇଥିଲେ। ପରିବାର ଲୋକଙ୍କ ସହ ସ୍ଥାନୀୟ ଲୋକେ ତୁରନ୍ତ ସେମାନଙ୍କୁ ଉଦ୍ଧାର କରି Continue Reading