
ରାୟଗଡ଼ା, ୨/୯: ମହଙ୍ଗା ପଡ଼ିଲା କାର୍ଯ୍ୟରେ ଅବହେଳା ପ୍ରଦର୍ଶନ କରିବା। କାଶୀପୁର ତହସିଲଦାରଙ୍କ ସମେତ ୩୦ଜଣ କର୍ମଚାରୀଙ୍କ ଦରମା ବନ୍ଦ କେଲେ ଜିଲ୍ଲାପାଳ ସ୍ୱାଧାଦେବ ସିଂ। ଜମିପଟ୍ଟା ପ୍ରଦାନରେ କ୍ଷେତ୍ର କର୍ମଚାରୀମାନେ ଅବହେଳା କରୁଥିଲେ। ଏନେଇ ଆପତ୍ତି ଉଠିବା ପରେ ରାୟଗଡ଼ା ଜିଲ୍ଲା ପ୍ରଶାସନ ପକ୍ଷରୁ ଏଭଳି କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।ସୂଚନା ମୁତାବକ, ତହସିଲର ଏହି ସରକାରୀ ଅଧିକାରୀ ଓ କର୍ମଚାରୀମାନେ ଅଫିସ୍ରେ ଅନୁପସ୍ଥିତ ରହୁଥିଲେ। ଜମି Continue Reading