ପ୍ରମୋଦ ସାହୁକାରଙ୍କ ରିପୋର୍ଟକାଶୀପୁର, ୨୨/୧ : ଆଦିତ୍ୟ ବିର୍ଲା ଗ୍ରୁପ୍ର ହିଣ୍ଡାଲକୋ ଇଣ୍ଡଷ୍ଟ୍ରିଜ୍ ଲିମିଟେଡ୍ର ଏକ ଆଦିତ୍ୟ ଆଲୁମିନା ରିଫାଇନେରୀ, କଂସାରୀଗୁଡ଼ା ପକ୍ଷରୁ ଜାତୀୟ ସଡ଼କ ସୁରକ୍ଷା ସପ୍ତାହ ଅବସରରେ ବିଭିନ୍ନ ସଚେତନତାମୂଳକ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ସପ୍ତାହରେ କର୍ମଚାରୀ, ଶ୍ରମିକ, ବ୍ୟବସାୟିକ ସହଭାଗୀ ଓ ସ୍ଥାନୀୟ ଲୋକମାନଙ୍କୁ ସାମିଲ କରାଯାଇ ସଡ଼କ ସୁରକ୍ଷା ସମ୍ପର୍କିତ ସଚେତନତା ସୃଷ୍ଟି କରାଯାଇଥିଲା।କାର୍ଯ୍ୟକ୍ରମରେ Continue Reading




