ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୧୨: ବାଲିଗୁଡା ବ୍ଲକ ଅର୍ନ୍ତ୍ର୍ଗତ ବାରଖମା ପଂଚାୟତର ନାଡାପାଟାଙ୍ଗ ଏବଂ ସିନ୍ଦ୍ରିଗାଁ ପଂଚାୟତର ମାଣିକୁଟି କୁ ନୁତନ ପଂଚାୟତ କରିବା ନମନ୍ତେ ଉପଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବୀ ପ୍ରଦାନ କରିଛନ୍ତି । ଏତି ନିମନ୍ତେ ଏକ ଶୋଭାଯାତ୍ରା ବାହାରି ଉପଜିଲ୍ଲାପାଳ କାର୍ଯ୍ୟାଳୟକୁ ଯାଇଥିଲେ ଓ ଶୋଭାଯାତ୍ରାରେ ନାରାବାଜି କରିବା ସହ ହାତରେ ପ୍ଲାକାର୍ଡ ଏବଂ ବ୍ୟାନର ରିଥିଲେ ।ଏଥିରେ Continue Reading




