ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୨/୩: ଦଳ ବିରୋଧୀ କାର୍ଯ୍ୟ ପାଇଁ ବିଜେଡିରୁ ସସ୍ପେଣ୍ଡ ହେଲେ କନ୍ଧମାଳ ଜିଲ୍ଲା ଫୁଲବାଣୀ ମ୍ୟୁନିସିପାଲର ୱାର୍ଡ ନ -୦୩ର ପୂର୍ବତନ କାଉନସିଲର ଭାଗବତ ବେହେରା ଏବଂ ୧୦ ନମ୍ବର ୱାର୍ଡର ପୂର୍ବତନ କାଉନସିଲର ଶ୍ରୀବଚ୍ଛ ବେହେରା ବିଜୁ ଜନତା ଦଳରୁ ନିଲମ୍ବିତ ହୋଇଛନ୍ତି ।ଦଳ ବିରୋଧୀ କାର୍ଯ୍ୟ କରିଥିବା ମହଙ୍ଗା ପଡ଼ିଛି । ଏନେଇ କନ୍ଧମାଳ ଜିଲ୍ଲା ବିଜୁ ଜନତା ଦଳର ସଭାପତି ଶ୍ରୀ ସରୋଜ କର୍ଣ୍ଣ ତାଙ୍କୁ ଦଳରୁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୦/୩: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରରେ ବିଳମ୍ବିତ ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଛୁରା ମାଡ଼ରେ ତିନି ଜଣ ଗୁରୁତର ହୋଇପଡ଼ିଛନ୍ତି । ଫଳରେ ସେମାନଙ୍କୁ ଫୁଲବାଣୀ ସଦର ମହକୁମା ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।ପ୍ରକାଶ ଯେ, ୩ ଜଣକ ଭିତରେ ନିର୍ବାଚନକୁ ନେଇ ପ୍ରଥମେ ଯୁକ୍ତିତର୍କ ଓ ପରେ ପାଟିତୁଣ୍ଡ ହୋଇଥିଲା । ଯୁକ୍ତିତର୍କ ଅଧିକ ବଢ଼ିବାରୁ ସେମାନଙ୍କ ମଧ୍ୟରେ ମାରପିଟ ହୋଇଥିଲା । ଶେଷରେ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୦/୩ : ଦୀର୍ଘ ଦିନ ର ନିରବତା ପରେ ପୁଣି ଥରେ ପୁଲିସ କୁ ମିଳିଛି ବଡ଼ ସଫଳତା, ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବାରମ୍ବାର ଶହ ଶହ ଏକର ଗଞ୍ଜେଇ ଗଛ କାଟି ନଷ୍ଟ କରାଯାଉଥିବା ବେଳେ ଗଞ୍ଜେଇ ଚୋରା ଚାଲାଣ କାରି ପୁଲିସ ହାତରେ ଧରା ପଡି ଜେଲ୍ ମଧ୍ୟ ଜିବାକୁ ପଡ଼ିଛି ।ତଥାପି ଗଞ୍ଜେଇ ଚାଷ ,ବା ଚୋରା ଚାଲାଣ ଥମିବାର ନାଁ ଧରୁ ନାହିଁ, ପୁଲିସ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧୯/୩: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଜି.ଉଦୟଗିରି ବିଜ୍ଞାପିତ ଅଞ୍ଚଳ ପରିଷଦ ୪୨ ବର୍ଷ ପୂରଣ କରି ୪୩ ବର୍ଷରେ ପାଦ ଥାପିଛି । ହେଲେ ବି ଏବେ ବି ଅନେକ ସମସ୍ୟା ଘେରରେ ରହିଛି ଏହି ବିଜ୍ଞାପିତ ଅଞ୍ଚଳ । ପାନୀୟ ଜଳ ସମସ୍ୟା ଏବେ ବି ଲାଗି ରହିଛି ।ବସଷ୍ଟାଣ୍ଡ, ଡ୍ରେନେଜ,ଉଛେଦ ବ୍ୟବସାୟୀ ଙ୍କୁ ଥଇଥାନ, ଯାତ୍ରୀ ବିଶ୍ରାମାଗାର,ଭେଣ୍ଡିଂ ଜୋନ,ବିଭିନ୍ନ ଛକରେ ପରିଶ୍ରାଗାରମାନଙ୍କରେ କେବଳ ତାଳି Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୧୯/୩:ଆଜି ହେଉଛି ରଙ୍ଗ ଓ ଭାଇଚାରାର ପର୍ବ ହୋଲି। ଆନନ୍ଦ, ଉଲ୍ଲାସର ସହ ପରସ୍ପରକୁ ଅବିର ଓ ରଙ୍ଗ ଲଗାଇଛନ୍ତି । କିଛି ସମୟ ପାଇଁ ହେଉ ପଛେ ସମସ୍ତେ ଭୁଲିଯାନ୍ତି ଜୀବନର ସବୁ ଦୁଃଖ, କଷ୍ଟ। ରଙ୍ଗ ଖେଳିବା ସହ ସମସ୍ତେ ମଜ୍ଜି ଯାଇଥିଲେ ନାଚ, ଗୀତରେ।ଏଥିସହ ଭାବର ରଙ୍ଗରେ ରଙ୍ଗୀନ ହେବାକୁ ଯେମିତି ସମସ୍ତେ ବ୍ୟାକୁଳ। ଏହି ହୋଲି ପର୍ବସହ ଯୋଡି ହୋଇଛି ଅନେକ ପୌରାଣିକ ଆଖ୍ୟାନ। ଭଗବାନ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୩/୩ : କନ୍ଧମାଳ ଜିଲ୍ଲା ପରିଷଦର ଅଧ୍ୟକ୍ଷା ପଦବୀ ନିର୍ବାଚନ ରବିବାର ପଞ୍ଚାୟତ ଭବନ ଠାରେ ଥିବା ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲାପରିଷଦ ଅଧ୍ୟକ୍ଷା ଗଠନ କରିବା ପାଇଁ ସ୍ଥିର କରାଯାଇଥିଲା କ୍ଷ ରବିବାର ସକାଳେ ବାଲିଗୁଡା ବ୍ଲକ ୧୫ ନଂ ଜୋନର ଜିଲ୍ଲା ପରିଷଦ ସଭ୍ୟା ନନ୍ଦିନୀ ମଲିକ ନାମାଙ୍କନ ପତ୍ର ଦାଖଲ କରିଥିଲେ କ୍ଷ ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡି ସମୁଦାୟ ୧୮ଟି ଜୋନ ରୁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା ,୧୦/୩: କନ୍ଧମାଳ ଜିଲ୍ଲାରେ ଏବେ ଗଞ୍ଜେଇ ଭଳି ଚନ୍ଦନ କାଠ ଚୋରା ବେପାରୀ ମାତିଛନ୍ତି ।ଜଙ୍ଗଲ ମାନଙ୍କ ରେ ଥିବା ପ୍ରାୟ ଚନ୍ଦନ ଗଛ କାଟି ସଫା କରୁଥିବାବେଳେ ବିଭିନ୍ନ ସରକାରୀ, ବେସରକାରୀ ବାସ ଭବନ ତଥା ଅନୁଷ୍ଠାନ ମାନଙ୍କରେ ଲଗା ଯାଇଥିବା ଚନ୍ଦନ ଗଛ କାଟି ତାକୁ ଚୋରା ଚାଲାଣ କରାଯାଉଥିବା ଦେଖିବାକୁ ମିଳିଛି ।ସୂଚନା ପ୍ରକାରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ,ନୁଆଗାଁ ବ୍ଲକ ସାରଙ୍ଗଡ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା, ୧/୩ : ରାଜ୍ୟର ଆଦିବାସୀ ଅଧ୍ୟୁଷିତ କନ୍ଧମାଳ ଜିଲ୍ଲାକୁ ଆଜିଯାଏ ଶତ ପ୍ରତିଶତ ମୋବାଇଲ୍ ନେଟ୍ୱର୍କ ଅପହଞ୍ଚ। ନେଟୱର୍କ ଅଭାବରୁ କିଏ ଗଛ ଉପରେ ତ ଆଉ କିଏ ପାହାଡ଼ ମୁଣ୍ଡିଆ ଉପରେ ବସି ପାଠ ପଢ଼ୁଛନ୍ତି। ଏଭଳି ପରିସ୍ଥିତିରେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଘୁ.ଉଦୟଗିରି ବ୍ଲକ୍ ରଟିଙ୍ଗିଆ ପଞ୍ଚାୟତ ଅଧୀନ ମଗରଗୁଡ଼ା ଗ୍ରାମରେ ମୋବାଇଲ୍ ନେଟୱର୍କ ପାଇଁ ଗ୍ରାମବାସୀ ଅଭିନବ କୌଶଳ ଆପଣାଇଥିବା Continue Reading