ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨/୬:କନ୍ଧମାଳ ଜ଼ିଲ୍ଲା ବାଲିଗୁଡା ବ୍ଲକ କଳା ସଂସ୍କୃତି ସଂଘର ପଂଚାୟତ ସ୍ତରୀୟ ବୈଠକ ବୁଡୁରୁକିଆ ପଂଚାୟତ ର ଡାମିକିଆ ଗାଁ ରେ ଅନୁଷ୍ଠିତ ହୋଇଯାଇଛି ।ରାଜ୍ୟ ସରକାର ଙ୍କ କଳାକାର ଭତ୍ତା ଓ ଭାଗବତ ଟୁଙ୍ଗୀ ର ପୁନଃଉଦ୍ଧାର କୁ କ୍ରିୟାଶିଳ କରିବା ସହ କଳାକାର ଙ୍କୁ ସଂଗଠିତ କରିବା ଉଦେଶ୍ୟ ରେ ଏବଂ ସମସ୍ତ କଳାକାର ଙ୍କୁ ଇ-ରେଜିଷ୍ଟ୍ରେସନ କରିବା ନେଇ ଗ୍ରାମ ପଂଚାୟତ ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇ ଯାଇଛି […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୯/୫: କନ୍ଧମାଳ ଜିଲ୍ଲାରେ ଦ୍ୱିତୀୟ ପ୍ରର୍ଯ୍ୟୟରେ ହାତକୁ ନିଆଯାଇଥିବା ୭୩ଟି ଉଚ୍ଚବିଦ୍ୟାଳୟର ରୁପାନ୍ତରୀକରଣ କାମ ଶେଷ ପ୍ରର୍ଯ୍ୟାୟରେ ପହଞ୍ଚିଛି। ଚକାପାଦ ବ୍ଲକରେ ହାତକୁ ନିଆଯାଇଥିବା ସରକାରୀ ୟୂଜିଏଚ୍ଏସ ବିରିଗାଁ, ସରକାରୀ ହାଇସ୍କୁଲ ବପଲମେଣ୍ତି, ବିରୁପାକ୍ଷ ହାଇସ୍କୁଲ ବ୍ରାହ୍ମଣପାଦ ଓଏଭି ଚକାପାଦ ସରକାରୀ ହାଇସ୍କୁଲ ନେଡ଼ିଗୁଡ଼ା, ବିବି ହାଇସ୍କୁଲ ଲାଇନପଡ଼ା ଓ ସରକାରୀ ହାଇସ୍କୁଲ ଶଙ୍କରା ଖୋଲ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୯/୫: ରାଜ୍ୟ ସମାଜସେବୀ ମହାସଂଘର ନୂତନ ଭାବରେ ଫୁଲବାଣୀର ସମାଜସେବୀ ଅଂଶୁମାନ ପ୍ରିୟଦର୍ଶନଙ୍କୁ ରାଜ୍ୟ ତରଫରୁ ସହ ସମ୍ପାଦକ ଭାବରେ ମନୋନୀତ କରାଯାଇଛି ।ଅନୁଷ୍ଠାନିକ ଭାବରେ ସଂଘର ସଭାପତି ନରୋତ୍ତମ ଦାସ ଉପୋରକ୍ତ ଦାୟିତ୍ୱ ପ୍ରଦାନ କରିବା ସହିତ, ତାଙ୍କୁ କନ୍ଧମାଳ ଜିଲ୍ଲାର ସହ ସଂଯୋଜକ ଭାବରେ ମଧ୍ୟ ଘୋଷଣା କରିଛନ୍ତି ।ଆମ ଅଞ୍ଚଳ ପାଇଁ ଓ ଜିଲ୍ଲା ପାଇଁ ଗର୍ବ ଓ ଗୌରବ ବିଷୟ ଅଟେ, ତାଙ୍କ ଦ୍ୱାରା ଦୀର୍ଘ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୫: ଆମ ରାଜ୍ୟରେ ଥିବା ଅନୁସୂଚିତ ଜାତି ଜନଜାତି ଓ ଅନ୍ୟାନ୍ୟ ପଛୁଆ ବର୍ଗର ଛାତ୍ର ଛାତ୍ରୀ ମାନଙ୍କର ଶିକ୍ଷା କ୍ଷେତ୍ରରେ ବିକାଶ ତଥା ଉନ୍ନତି ପାଇଁ ରାଜ୍ୟ ସରକାର ବିଭିନ୍ନ ଯୋଜନା ପ୍ରଣୟନ କରୁଛନ୍ତି।କିନ୍ତୁ ଏବେ କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗିବାଡ଼ି ବ୍ଲକ ବୁଡ଼ାଗୁଡ଼ା ପଞ୍ଚାୟତରେ ଥିବା ବୌଦୁଙ୍ଗିଆ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଓ ଗୁମିକିଆ ପଞ୍ଚାୟତରେ ଥିବା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୩/୫: କନ୍ଧମାଳ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ପ୍ରାୟ ୬୦/୭୦ ଜଣ ଅକ୍ଷମ ( ଭିନ୍ନକ୍ଷମ ) ପିଲା ଓ ରୋଗୀ ଜିଲ୍ଲା ଭିନ୍ନକ୍ଷମ ଥାଇଥାନ କେଦ୍ର ରେ ପହଞ୍ଚି ଗତ ଦୁଇ ଦିନ ଧରି ଚିକିତ୍ସିତ ହେଉଛନ୍ତି । ସେମାନଙ୍କୁ ଥାଇଥାନ କେଦ୍ର ର ଦାୟିତ୍ବ ରେ ଥିବା କର୍ମକର୍ତ୍ତା ଚିକିତ୍ସାସେବା ଯୋଗାଇ ଦେବା ସହ ।ସେମାନଙ୍କ ,ରହିବା ଓ ଖାଇବା ର ମଧ୍ୟ ସୁ ବ୍ୟବସ୍ଥା କରା ଯାଇଥିବା ରୋଗୀ ମାନଙ୍କ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୧୩/୫: କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ କୁମୁରିଗୁଡା ନାଳ ନିକଟରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଦୁଇ ଜଣ ଯୁବକ ଗୁରୁତର ହୋଇଛନ୍ତି। ସେମାନଙ୍କୁ ଫୁଲବାଣୀ ଜିଲା ମୂଖ୍ୟ ଚିକିତ୍ସାଳୟରେ ଭର୍ତ୍ତୀ କରାଯାଇ ଚିକିତ୍ସା କରାଯାଉଛି।ଆହତ ମାନେ ହେଲେ ଫିରିଙ୍ଗିଆ ଥାନା ରତଙ୍ଗ ପଂଚାୟତ ସେସ୍କାଯୋଡି ଗ୍ରାମର ଶଙ୍କର ଦିଗାଲ ଓ ମାଣିଯୋଡା ଗ୍ରାମର ଗୁରୁଦେବ ମଲିକ। ସୂଚନା ଅନୁଯାୟୀ ଶଙ୍କର ଓ ଗୁରୁଦେବ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୮/୫:କନ୍ଧମାଳ ଜିଲ୍ଲା ସ୍ତରୀୟ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶମନ ପ୍ରସ୍ତୁତି ବୈଠକ ଜିଲ୍ଲା ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣଙ୍କ ସହଯୋଗରେ ଫୁଲବାଣୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ରବିବାର ଅନୁଷ୍ଠିତ ହୋଇଯାଇଛି।ବୈଠକରେ ୨୦୨୨ ମୌସୁମୀ ସମୟରେ ସମ୍ଭାବ୍ୟ ବନ୍ୟା ପରିସ୍ଥିତି ସମ୍ବନ୍ଧୀୟ ପ୍ରସ୍ତୁତିର ସମୀକ୍ଷା ସହିତ ସମ୍ଭାବ୍ୟ ପ୍ରାକୃତିକ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଅଦ୍ୟାବଧି ଗ୍ରହଣ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୮/୫: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ ତଳଦଣ୍ଡିକିଆ ପଂଚାୟତର ପାଦେରିପଡା ଗ୍ରାମରେ ସର୍ଟସର୍କିଟ ଯୋଗୁଁ ନିଆଁ ଲାଗି ଚାରିବଖରା ଘର ଜଳିଯାଇଥିବା ଜଣାପଡିଛି। ଖବର ପାଇ ଫିରିଙ୍ଗିଆ ଦମକଳ ବାହିନି ପହଂଚି ନିଆଁକୁ ଆୟତ କରିଥିଲେ।ଶୁକ୍ରବାର କୈାଣଷି କାରଣରୁ ଏହି ପାଦେରିପଡା ଗ୍ରାମର ସତ୍ୟପ୍ରକାଶ ପ୍ରଧାନ ନାମକ ଜଣେ ବ୍ୟକ୍ତିଙ୍କ ଘରେ ନିଆଁ ଲାଗିଯାଇଥିଲ।। ପରେ ନିଆଁ ସତ୍ୟପ୍ରକାଶଙ୍କ ଘରକୁ ଲାଗି ରହିଥିବା Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୫/୫:କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ବ୍ଲକ ଦାସିଂବାଡ଼ି ପଞ୍ଚାୟତ ମିଡ଼ିୟୁବାନ୍ଦା ଜଳପ୍ରପାତ ଏବେ ରାଜ୍ୟ ତଥା ରାଜ୍ୟ ବାହାରେ ପ୍ରସିଦ୍ଧି ଲାଭ କରିଛି। ଦାରିଙ୍ଗବାଡ଼ି ଯିଏ ଆସୁଛି ସିଏ କଫି ବଗିଚା ସହ ଏହି ଜଳପ୍ରପାତକୁ ନିଶ୍ଚିତ ବୁଲିବାକୁ ପସନ୍ଦ କରନ୍ତି।ଗୁରୁବାର ସ୍ଥାନୀୟ ବିଡିଓ ଗଦାଧର ପାତ୍ରଙ୍କ ନେତୃତ୍ୱରେ ରାଜ୍ୟର ଏକ ଟିମ୍ ମିଡ଼ିୟୁବାନ୍ଦା ଜଳପ୍ରପାତର ବିକାଶ ପାଇଁ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୪/୪: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନା ଗ୍ରୀନବାଡ଼ି ଗ୍ରାମର ପ୍ରଭାକର ଦିଗାଲଙ୍କ ଘରେ ଶୁକ୍ରବାର ରାତିରେ କୈାଣସି ଦୁର୍ବୁତ ପଶି ସୁନା ଓ ଟଙ୍କା ଚୋରି କରି ନେଇ ଯାଇଥିବା ଅଭିଯୋଗ ହୋଇଛି।ସୁଚନା ପ୍ରକାରେ, କ୍ଟପ୍ରଭାକର ଦିଗାଲ ନିଜ ପରିବାର ସହ ସୁନାବେଡାରେ ରହୁଥିବା ପୁଅ ଘରକୁ ବୁଲିବାକୁ ଯାଇଥିଲେ । ବୁଲାବୁଲି ସାରି ସନ୍ଧ୍ୟାରେ ଘରକୁ ପହଂଚି କବାଟ ଖୋଲି ଦେଖିବା ବେଳେ Continue Reading