ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୭/୭: ଓଡ଼ିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଇ-ରେଜିଷ୍ଟେସନ ମାଧ୍ୟମରେ କନ୍ଧମାଳ ଜ଼ିଲ୍ଲା ରେ କଳାକାର ଚୟନ ପ୍ରକ୍ରିୟା ଚାଲୁରହିଛି ।ଲୋକକଳା ଓ ଲୋକସଂସ୍କୃତି କୁ ଉଜ୍ଜୀବିତ କରିବା ସହିତ ଦୁସ୍ଥ ପେସାଦାର କଳାକାର ଙ୍କୁ ମୁଖ୍ୟ ସ୍ରୋତରେ ସାମିଲ କରିବା ପାଇଁ ରାଜ୍ୟ ସରକାରଙ୍କ ସାଧୁ ଉଦ୍ୟମ କୁ ଲୋକେ ପ୍ରଶଂସା କରିଛନ୍ତି ।ସରକାର ଓଡିଶା ରେ ୪୬୧ ପ୍ରକାର ଲୋକ କଳାକୁ ଚି଼ହ୍ନଟ କରିଛନ୍ତି । Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡ଼ା,୬/୭:କନ୍ଧମାଳ ଜିଲ୍ଲା ଗ୍ରସ୍ତ ରେ କେନ୍ଦ୍ର ସଂଖ୍ୟାଲଘୁ ରାଷ୍ଟ୍ରମନ୍ତ୍ରୀ ଜହନ ବାର୍ଲା ଜୁଲାଇ ୮ରୁ ୧୦ତାରିଖ ତିନିଦିନିଆ ଗସ୍ତରେ ଆସୁଛନ୍ତି।ଜିଲ୍ଲାର ସଂଖ୍ୟାଲଘୁ ମାନଙ୍କ ପାଇଁ କେନ୍ଦ୍ର ସରକାର ଙ୍କ ଉନ୍ନୟନ ମୂଳକ କାର୍ଯ୍ୟର ସମୀକ୍ଷା କରିବା ସହ ସେମାନଙ୍କ ଭଲ ମନ୍ଦ ବୁଝିବା ଏକ ରିପୋର୍ଟ ପ୍ରଧାନମନ୍ତ୍ରୀ ଙ୍କୁ ପ୍ରଦାନ କରିବାର କାର୍ଯ୍ୟକ୍ରମ ରହିଥିବା କହିଛନ୍ତି ପୁର୍ବତନ ବିଧାୟକ କରେନ୍ଦ୍ର Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୬/୭:କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀ ଗାଁ ଥାନା ପୋଇଗୁଡ଼ା ଗ୍ରାମ ରେ ଜୈନକ ମହିଳାଙ୍କୁ ଉକ୍ତ ଗ୍ରାମର ଜହନ ମୁଠା ମାଝୀ ଦୁଷ୍କର୍ମ କରିବା ସହ ଘରର ବିଭିନ୍ନ ଆସବାବ ପତ୍ର ଫିଙ୍ଗା ଫୋପଡ଼ା କରି ଚୋରୀ କରିଥିବା ନେଇ ବ୍ରାହ୍ମଣୀ ଗାଁ ଥାନାରେ ଉକ୍ତ ମହିଳାଙ୍କ ପକ୍ଷରୁ ଏତଲା ଦାଏର ହୋଇଥିଲା ।ଏତଲାକୁ ଭିର୍ତ୍ତି କରି ବ୍ରାହ୍ମଣୀ ଗାଁ ପୋଲିସ କେଶ ନଂ.୨୨/୧୯ ଓ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୩/୭: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକକୁ ଜିଲ୍ଲା ପ୍ରକଳ୍ପ ନିର୍ଦ୍ଦେଶକ ବିଶ୍ଵ ରଞ୍ଜନ ନାୟକ ପରିଦର୍ଶନରେ ଆସିଛନ୍ତି ।ସେ ବ୍ଲକରେ ପହଞ୍ଚି ବିଭିନ୍ନ ପଞ୍ଚାୟତରେ ଚାଲିଥିବା ସରକାରୀ ଯୋଜନା ସମ୍ପର୍କରେ ସମୀକ୍ଷା କରିଥିଲେ। ତାପରେ କଞ୍ଜାମେଣ୍ଡିରେ ଚାଲିଥିବା ଛ\’ଅ ଲକ୍ଷ ଏଗାର ହଜାର ଆଠ ଶହ ଟଙ୍କାର ପ୍ରକଳ୍ପ ଅମୃତ ସରୋବର ପୋଖରୀର ଉନ୍ନତି ଓ ସୌନ୍ଦର୍ଯ୍ୟ କରଣ କାର୍ଯ୍ୟ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୮/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଂଚଳ ର ସାମ୍ବାଦିକ ବିପ୍ର ଚରଣ ସାହୁ(ମିଟୁ)ଙ୍କ ପିତା ବନମାଳୀ ସାହୁ,(୭୭)ଙ୍କ ମୃତ ଦେହ ସୋମବାର ଦିନ ଭୁବନେଶ୍ୱର ସ୍ଥିତ ଏମସ ହସପିଟାଲ ନିକଟସ୍ଥ କାଜୁ ଜଙ୍ଗଲ ନିକଟରୁ ଉଦ୍ଧାର ହୋଇଥିବା ବିଷୟ ବିପ୍ର ସାହୁ ପ୍ରକାଶ କରିଛନ୍ତି ।ପ୍ରକାଶ ଯେ, ସେ ଗତ ୧୫ ଦିନ ହେଲା, ନିଖୋଜ ହୋଇଯାଇଥିଲେ । ବନମାଳୀ ସାହୁ ଭୁବନେଶ୍ୱର ଡୁମୁଡୁମାରେ କିଛି ମାସ ହେଲା ସାନ ପୁଅ ଘରେ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୨୬/୬ : ୟୁଥ ୱାରିୟର ପକ୍ଷରୁ ରବିବାର ଟିକାବାଲି ବସଷ୍ଟାଣ୍ଡ ଓ ମେଡିକାଲ ଛକ ଠାରେ ଥିବା ଯାତ୍ରୀ ବିଶ୍ରାମଗାର ସଫେଇ କରାଯାଇଛି । ଅନେକ ଦିନରୁ ଏ ଗୁଡିକ ଆବର୍ଜନାମୟ ଓ ଅବ୍ୟବହୃତ ଅବସ୍ଥାରେ ଥିଲା ।ଏହା ଭିତରେ ଅନେକ ଗୁଡ଼ିଏ ମଦକାଚ,ଗାଈ ଗୋବର, ପ୍ଲାଷ୍ଟିକ ବୋତଲ, ପାଣି ଜରି ଅନେକ ଦିନରୁ ପଡ଼ି ଅସନା ହୋଇ ରହିଥିଲା । ସନ୍ଧ୍ୟା ହେଲେ ଏହା ଅସାମାଜିକ ଲୋକଙ୍କ ଆଡ୍ଡ଼ା ସ୍ଥଳୀ ପାଲଟିଥିଲା […]Continue Reading
ସୁଶାନ୍ତ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୫/୬: କନ୍ଧମାଳ ଜିଲ୍ଲା ଫୁଲବାଣୀ ସହରର ଠାକୁରାଣୀ ଯାତ୍ରା କାର୍ଯ୍ୟାଳୟ ଠାରେ ଜିଲ୍ଲା ବିଜେପି ଦଳ ପକ୍ଷରୁ କଳା ଦିବସ ପାଳନ ପୂର୍ବକ ଏକ ବୈଠକ ଆୟୋଜିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ସଂଯୋଜକ ଭାବେ ଦେଵ ନାରାୟଣ ପ୍ରଧାନ ଯୋଗ ଦେଇ ଥିବା ବେଳେ ମୁଖ୍ୟ ଅତିଥି ଭାବେ ପୂର୍ବତନ ବିଧାୟକ ଓ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତ ଯୋଗ ଦେଇଥିଲେ ।ତତ୍ ସହିତ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ Continue Reading
ସଞ୍ଜୟ ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ,୨୨/୬: ବର୍ତ୍ତମାନ ସମୟରେ ଡିଜିଟାଲ୍ କାରବାର ବେଶ୍ ବୃଦ୍ଧି ପାଇଛି । ସରକାରୀ ଓ ବେସରକାରୀ ଅଫିସ କାମ ଅନ୍ଲାଇନ୍ରେ ହେଉଛି । ପାଠପଢ଼ାଠାରୁ ଚାକିରି ଆବେଦନ ପର୍ଯ୍ୟନ୍ତ ସବୁ ଅନ୍ଇନ୍ ।ଏପରିକି କ୍ୟାସ୍ଲେସ୍ କାରବାର ପାଇଁ ଦେଣନେଣ ମଧ୍ୟ ଅନଲାଇନ୍ରେ ହେଉଛି । ଆଉ ସରକାରୀ ଅଫିସ୍ କିମ୍ବା ବ୍ୟାଙ୍କକୁ ଯିବାକୁ ପଡ଼ିବନି ବୋଲି କୁହଯାଉଛି ।ମାତ୍ର କନ୍ଧମାଳ ଜିଲ୍ଲାର କେତେକ ପଞ୍ଚାୟତରେ ନେଟ୍ୱାର୍କ ନଥିବାରୁ ଡିଜିଟାଲ Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟକନ୍ଧମାଳ, ୨୨/୬: କନ୍ଧମାଳ ଜିଲ୍ଲାରେ ନୂତନ ଜିଲ୍ଲାପାଳ ଭାବେ ଆଶିଷ ଈଶ୍ୱର ପାଟିଲ ବୁଧବାର ଦାୟିତ୍ୱ ଗ୍ରହଣ କରିଛନ୍ତି ।ସେ ପୂର୍ବରୁ ଥିବା ଜିଲାପାଳ ଡା. ଵୃନ୍ଦା ଡି ଙ୍କ ଠାରୁ ଦାୟିତ୍ୱ ଗ୍ରହଣ କରିଛନ୍ତି ।ବୃନ୍ଦା ଡି ଙ୍କୁ ଓ ଏସଏମସିଏଲ, ଭୁବେନଶ୍ୱର କୁ ବଦଳି ହୋଇଛି ।ଆଶିଷ ଈଶ୍ୱର ପାଟିଲ ଏଥି ପୂର୍ବରୁ ବାଲେଶ୍ୱର ଉପଜିଲ୍ଲାପାଳ ଭାବେ କାର୍ଯ୍ୟ କରୁଥିଲେ । ଦାୟିତ୍ୱ ଗ୍ରହଣ କରିବା ପରେ ଜ଼ିଲ୍ଲାପାଳ ପାଟିଲ […]Continue Reading
ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟବାଲିଗୁଡା,୧୯/୬: କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ ଡ୍ରାଇଭର ସଂଘର କର୍ମକର୍ତ୍ତା ମାନେ ବାଲିଗୁଡା ବିଧାୟକ ଚକ୍ରମଣି କହଁରଙ୍କୁ ଏକ ଦଶ ଦଫା ଦାବି ପତ୍ର ପ୍ରଦାନ କରିଛନ୍ତି। ଏଥିରେ ଡ୍ରାଇଭର ମାନଙ୍କ ସୁରକ୍ଷା ଠାରୁ ଆରମ୍ଭ କରି ବୀମା ଓ ଅନ୍ୟାନ୍ୟ ସୁବିଧା ସୁଯୋଗ ଭଳି ବିଭିନ୍ନ ଦାବି ପ୍ରତି ସରକାରଙ୍କ ଅବହେଳା ଦର୍ଶାଯାଇଛି।ଉକ୍ତ ଦାବି ପ୍ରଦାନ ବେଳେ ବାଲିଗୁଡା ନିର୍ବାଚନ ମଣ୍ଡଳୀ Continue Reading