Home Posts tagged kandarpur
Odisha News
କନ୍ଦରପୁର,୧୪/୨: ଦୁର୍ଘଟଣା ପରେ ବାଇକ୍ରେ ନିଆଁ ଲାଗି ଯିବାରୁ ଜୀବନ୍ତ ଦଗ୍ଧ ହୋଇଗଲେ ଦୁଇ ଯୁବକ। ଏପରି ଅଭାବନୀୟ ଘଟଣା କଟକ ପାରାଦୀପ ରାସ୍ତା କନ୍ଦରପୁର ଟୋଲ ଗେଟ୍ ନିକଟରେ।ମୃତକ ଦ୍ୱୟ ଦେଲେ ରାଜେଶ ଦାସ ଓ ଇଶାନ ସାହୁ। ସେମାନଙ୍କ ଘର ତିର୍ତ୍ତୋଲର ରାହାମା ଅଞ୍ଚଳରେ ବୋଲି ଜଣାପଡ଼ିଛି।ଗତକାଲି ବିଳମ୍ବିତ ରାତିରେ ଦୁଇ ଜଣ ଯୁବକ ଏକ ବାଇକ୍ରେ ତିର୍ତ୍ତୋଲରୁ କଟକ ଅଭିମୁଖେ ଆସୁଥିଲେ। ଏହି ସମୟରେ ମିକ୍ସର ମେସିନ୍ଟି କନ୍ଦରପୁର ଟୋଲଗେଟ୍ରେ ଅଟକି ଟୋଲ […]Continue Reading
Seo wordpress plugin by www.seowizard.org.