Home Posts tagged Kamal Rashid Khan arrested by Malad Police
Bollywood
ମୁମ୍ବାଇ, ୩୦/୮: ଗିରଫ ହେଲେ ବଲିଉଡ ଅଭିନେତା କମାଲ ଆର୍ ଖାନ୍ ଓରଫ୍ କେଆର୍‌କେ । ମୁମ୍ବାଇ ମଲାଡ ପୁଲିସ ଆଜି ତାଙ୍କୁ ଗିରଫ କରିଛି। ଏକ ବିବଦୀୟ ଟ୍ୱିଟ୍କୁ ନେଇ ତାଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା।କେଆର୍କେ ସର୍ବଦା ନିଜର ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାରେ ରୁହନ୍ତି। ନିଜ ପକ୍ଷ ରଖିବାକୁ ଯାଇ ସେ ପ୍ରାୟତଃ ସୋଶାଲ ମିଡିଆରେ ବିଭିନ୍ନ ବ୍ୟକ୍ତିବିଶେଷ ତଥା ଅଭିନେତା ଅଭିନେତ୍ରୀଙ୍କୁ ଟ୍ରୋଲ କରନ୍ତି।କିନ୍ତୁ, ଏଥର ତାଙ୍କୁ ତାଙ୍କର ଏହି ତରିକା […]Continue Reading
Seo wordpress plugin by www.seowizard.org.