Home Posts tagged kalimela
Odisha News
କାଲିମେଳା,୨୦/୨: ମାଲକାନଗିରି ଜିଲା କାଲିମେଳା ଥାନା ଅନ୍ତର୍ଗତ ଗୁମୁକା ଗ୍ରାମରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ଜଣେ ଆଦିବାସୀ ମହିଳାଙ୍କୁ ବଳାତ୍କାର ପରେ ହତ୍ୟା କରାଯାଇଛି। ପରେ ଅଭିଯୁକ୍ତଙ୍କୁ ଗ୍ରାମବାସୀ ଅଟକ ରଖି ପରେ ପୋଲିସର ଜିମା ଦେଇଛନ୍ତି। ମୃତ ମହିଳା ଜଣଙ୍କ ଗୁମୁକା ଗ୍ରାମର ଶିଙ୍ଗେ ମାଡକାମୀ(୩୦) ବୋଲି ଜଣାପଡ଼ିଛି।ସୂଚନାନୁଯାୟୀ, ଗୁମୁକା ପଞ୍ଚାୟତ ପଛ ପଟେ ବସ୍ତିରେ ରହୁଥିବା ମାଲା ମାଡ଼କାମୀ ଆନ୍ଧ୍ରରେ ରହି କାମ କରୁଥିବା ବେଳେ ତାଙ୍କ Continue Reading
Odisha News
କାଲିମେଳା,୧୫/୧୦: କାଲିମେଳା ବଜାରରେ କ୍ଲିନିକ କରିଥିବା ଜଣେ କ୍ଵାକଙ୍କ ନିକଟକୁ ତପନ ପାଲ ନାମକ ବ୍ୟବସାୟୀ ଦାନ୍ତ ଚିକିତ୍ସା ଲାଗି ଆସିଥିଲେ। କ୍ଵାକ ଜଣଙ୍କ ଦାନ୍ତ ଉପାଡ଼ିଦେଇଥିବା ବେଳେ ଅତ୍ୟଧିକ ରକ୍ତସ୍ରାବ ଯୋଗୁଁ ବ୍ୟବସାୟୀଙ୍କର ମୃତ୍ୟୁ ହୋଇଯାଇଥିବାର ଜଣା ପଡ଼ିଛି। ଉକ୍ତ କ୍ଲିନିକରେ ଭୁଲ ଚିକତ୍ସା ଯୋଗୁଁ ବ୍ୟବସାୟୀଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ କାଲିମେଳା ମେଡିକାଲକୁ ଆଣିବାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ କ୍ଵାକ Continue Reading
Top Stories
କାଲିମେଳା, ୧୬/୭:ମାଲକାନଗିରି ଜିଲ୍ଲାରେ ଲଗାଣ ବର୍ଷାରେ ବହୁ ଅଞ୍ଚଳ ଜଳମଗ୍ନ ହୋଇଛି। ବିଶେଷ କରି ମାଲକାନଗିରି ଜିଲ୍ଲାର ମୋଟୁରେ ମୋଟୁରେ ବନ୍ୟାସ୍ଥିତି ଗମ୍ଭୀର।ଆନ୍ଧ୍ର ପ୍ରକଳ୍ପରେ ଓଡ଼ିଶାର ବହୁ ଗାଁ ଜଳମଗ୍ନ ହୋଇଛି। ମୋଟୁରେ ବୁଡ଼ିଯାଇଛି ଘରଦ୍ବାର ଓ ଜାତୀୟ ରାଜପଥ। ରାସ୍ତାରେ ବନ୍ୟା ଜଳ ଲହଡ଼ି ମାରୁଥିବାର ଦେଖିବାକୁ ମିଳୁଛି। ମାଲକାନଗିରି ଜିଲ୍ଲା ସୀମାନ୍ତ ମୋଟୁ ଗାଁରେ ବିପତ୍ତି ବଢାଉଛି ବନ୍ୟା ପାଣି।ପୋଲାଭରମ ପ୍ରକଳ୍ପର ସାବେରୀ ଓ ସିଲେରୁ ନଦୀର Continue Reading