Home Posts tagged kalansinghpur
Odisha News
କଲ୍ୟାଣସିଂହପୁର,୧୭/୩ : ଘର ଭିତରେ ପୋଡ଼ିଗଲେ ବାପା, ମାଆ, ପୁଅ ଓ ବୋହୂ। ସେମାନଙ୍କୁ ଉଦ୍ଧାର କରାଯାଇ ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେଉଁ କାରଣରୁ ଅଗ୍ନିକାଣ୍ଡ ଘଟିଲା, ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ।ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଜାରି ରଖିଛି।କଲ୍ୟାଣସିଂହପୁର ଥାନା ଶିକରପାଇ ଗାଁର ଦୟାନିଧି ବେହେରାଙ୍କର ବେକେରୀ ଫ୍ୟାକ୍ଟ୍ରି ରହିଛି। ତାଙ୍କର ଦୁଇ ପୁଅ ବେକେରୀ ଫେକ୍ଟ୍ରିକୁ ଯାଇଥିବା ବେଳେ ଘରେ ଦୟାନିଧି, Continue Reading
Seo wordpress plugin by www.seowizard.org.